-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ଅପରାଧ

ବ୍ରହ୍ମପୁର ଏସ୍ ପି ଙ୍କ ପ୍ରଚେଷ୍ଟାରେ ୯ ଜଣ ନବାବୀ ଠକ ଗିରଫ ଓ କୋର୍ଟ ଚାଲାଣ

05-Dec-2024



ଗଞ୍ଜାମ (କୈଳାଶ ଚନ୍ଦ୍ର ଚୌଧୁରୀ):  କିଛି ମାସ ହେଲା ବିଭିନ୍ନ ପ୍ରକାର ଠକଙ୍କ ପ୍ରଭାବ ବିସ୍ତାର ଯୋଗୁଁ ବହୁତ ନୀରିହ ଲୋକ ସର୍ବସ୍ବାନ୍ତ ହୋଇଛନ୍ତି ଓ ବିଭିନ୍ନ ଠକ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ବର୍ତମାନ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକିରି କରାଇବା ଲୋଭରେ କିଛି ଚତୁର ଠକ ବହୁ ବେରୋଜଗାର ଯୁବକ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକି ମଜା ନେଉଥିବା ଠକ ମାନଙ୍କୁ ବିଭିନ୍ନ ସ୍ଥାନରୁ କାବୁ କରି ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସ ସୁତ୍ରରୁ ପ୍ରକାଶ ଯେ ବ୍ରହ୍ମପୁର ସହରର ସନ୍ତୋଷ ସାହୁ ନାମକ ଜଣେ ଯୁବକ ସରକାରୀ ଚାକିରୀ ଅନୁସନ୍ଧାନ ରେ ଥିବାବେଳେ ଆସ୍କା କାଳଷଣ୍ଢପୁରର ହୃଦୟବାନ ମୁନି ନାମକ ଜଣେ ଯୁବକ ଙ୍କ ନିକଟରେ ପହଞ୍ଚିଲେ ଓ ରାଜ୍ୟ ସଚିବାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଚାକିରି କରାଇବା ପାଇଁ ୩ ଲକ୍ଷ୍ୟ ଟଙ୍କା ଦାବୀ କରିଥିଲେ। ସନ୍ତୋଷ ଓ ଆଉ କିଛି ବନ୍ଧୁଙ୍କ ଠାରୁ ବହୁ ପରିମାଣର ଟଙ୍କା ଓ ବାୟଡାଟା ସଂଗ୍ରହ କରି ହୃଦୟାନନ୍ଧ କୁ ଦେଇଥିଲା।ହୃଦୟାନନ୍ଦ ସମସ୍ତ ବାୟଡାଟା ତା'ର ଅନ୍ୟ ଜଣେ ବନ୍ଧୁ ଜଗଦୀଶ ବେହେରା ନିକଟକୁ ପଠାଇଥିଲା ଓ କିଛି ଦିନ ପରେ ସମସ୍ତ ଚାକିରି ଆଶାୟୀ ଙ୍କୁ ରାଜଧାନୀ ନିର୍ମାଣ ସୌଧ କୁ ନେଇ ଜଗଦୀଶ ସହିତ ସାକ୍ଷାତ କରାଇଥିଲା।
 ଜଗଦୀଶ ନିଜକୁ ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ସମସ୍ତ ଯୁବକ ଠାରୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସଂଗ୍ରହ କରି ମାତ୍ର କିଛି ଦିନ ମଧ୍ୟରେ ନିଯୁକ୍ତି ପତ୍ର ଇମେଲ ଜରିଆରେ ପହଞ୍ଚିବ ବୋଲି କହିଥିଲା।ଆଉ କିଛି ଦିନ ପରେ ସମସ୍ତ ଆଶାୟୀ ଙ୍କୁ ୯ ତାଲା କୋଠା କୁ ଡ଼ାକି ଶିଶିର ମିଶ୍ର ନାମକ ଜଣେ ଯୁବକ କ୍ୟାମେରା ଆଗରେ ଛିଡା କରାଇ ସମସ୍ତଙ୍କର ବାୟୋମେଟ୍ରିକ୍ ଭେରିଫିକେଶନ୍ ପରୀକ୍ଷା କରି କିଛି ଦିନ ମଧ୍ୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି କହି ଠକ ଶିଶିର ପ୍ରତିଶୃତି ଦେଇ ଘରକୁ ପଠାଇ ଦେଇଥିଲା ଓ ପରେ ସମସ୍ତ ଙ୍କୁ ଚାକିରି ନିଯୁକ୍ତି ପତ୍ର ଇମେଲ ଜରିଆରେ ପଠାଇଥିଲା। ନିଯୁକ୍ତି ପତ୍ର ପାଇ ଯୁବକ ମାନେ ଚାକିରି ରେ ଯୋଗଦେବାପାଇଁ ଯାଇ ଉକ୍ତ ଠକ ମାନଙ୍କୁ ଫୋନ କରିବା ବେଳେ ସମସ୍ତଙ୍କର ଫୋନ ବନ୍ଦ ଥିଲା। ଯୁବକ ମାନେ ପରେ ଜାଣିବାକୁ ପାଇଲେ ଯେ ସେମାନେ ପାଇଥିବା ନିଯୁକ୍ତି ପତ୍ର ଜାଲ୍ ଓ ସମସ୍ତେ ଠକାମୀ ର ଶୀକାର ହୋଇଥିବା ଜାଣିବା ପରେ ସନ୍ତୋଷ ଓ ସମସ୍ତ ବନ୍ଧୁ ମିଶି ହୃଦୟାନନ୍ଧ ଓ ଜଗଦୀଶ କୁ ଟଙ୍କା ଫେରାଇବାକୁ କହିଲେ। କିନ୍ତୁ ଉକ୍ତ ଦୁଇ ଠକ ବେରୋଜଗାରୀ ଯୁବକ ମାନଙ୍କୁ ହତ୍ୟା ର ଧମକ ଦେଇ ଘଉଡାଇ ଥିଲେ। ଏପରି କି ଅଭିଯୁକ୍ତ ଜଗଦୀଶ ନିଜର ସୁରକ୍ଷା ପାଇଁ ଦରମା ଦେଇ କିଛି ଅଙ୍ଗରକ୍ଷୀ ନିଯୁକ୍ତି ଦେଇଥିଲା।
ପରିଶେଷରେ ଠକାମୀ ର ଶୀକାର ଯୁବକ ମାନେ ବୈଦ୍ୟନାଥ ପୁର ପୋଲିସ ର ଆଶ୍ରୟ ନେଇଥିଲେ। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଘଟଣାକୁ ଗୁରୁତ୍ବ ସହ ଅନୁସନ୍ଧାନ କରି ଏହି କାର୍ଯ୍ୟକ୍ରମରେ ଅଭିଯୁକ୍ତ ହୃଦୟାନନ୍ଦ, ଜଗଦୀଶ, ଶିଶିର ସମେତ ସୁର୍ଯ୍ୟକାନ୍ତ ବେହେରା, ସୁନୀଲ ବେହେରା,ସୁମନ୍ତ ପାତ୍ର, ପ୍ରକାଶ ସେଠୀ, ଚୌହାନ ଯେନା ଓ ସନ୍ତୋଷ ନାୟକ ନାମକ ୯ ଜଣ ଚତୁର ଓ ନବାବୀ ଠକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ବହୁ ଜାଲିଆତି କାଗଜପତ୍ର ସହ ଏକ କାର୍ ଜବତ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like