-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||      *କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   (24-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ    (24-Nov-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   (24-Nov-2026)       ||      ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   (24-Nov-2026)       ||      ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   (24-Nov-2026)       ||      ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   (24-Nov-2026)       ||      ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

23-Nov-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ଆଜି କୂଙ୍କୁରିପାଳି ବ୍ଳକ ସଭା ଗୃହରେ ବ୍ଲକ ସ୍ତରୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ୍ଦଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଡୁଙ୍ଗୁରିପାଲି ବିଡିଓ ସଞ୍ଜିବ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସୁବର୍ଣ୍ଣ ପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୁକ ଯୋଗ ଦେଇ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ମୋଟ 75ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୬୧ଟି ବ୍ୟକ୍ତିଗତ ରହିଥ‌ିବା ବେଳେ ୧୪ଟି ଅଭିଯୋଗ ସାମୁହିକ ରହିଥିଲା । ଅଭିଯୋଗ ଗୁଡିକୁ ସଂପୂଲ ବିଭାଗର ଅଧୁକାରୀମାନଙ୍କୁ ତ‌ତ୍କାଳ ସମାଧାନ କରିବାକୁ ସେହି ବିଭାଗକୁ ପଠାଇ ଦିଆଯାଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ସହକାରୀ ଜିଲ୍ଲାପାଳ ଅଜିତ କୁମାର ତ୍ରିପାଠି, ଅତିତ୍ତିକ ଚଳପିଲଚାର ରୋଜିତ କୁମାର ବାଗ, ଜିଲ୍ଲା ପ ସ୍ତନ ଅଧୁକାରୀ, ବନପାଳ କିରତ କୁମାର ବିଶୋଇ, ସିଡିଏମଓ ଉଷାରାଣୀ ଚାଣ, କୃଷି, ଅନ୍ୟ, ସତ୍ୟାନ, ବିଚ୍ୟୁତ ବିଭାଗର ଜିଲା ଅଧୁକାରୀମାନେ ଉପସ୍ଥିତ ଥିଲେ । ୧ଙ୍ଗୁରିପାଳି ଗୁଳ ଅଧକ୍ଷା ଅହଲ୍ୟା ସାହ, ଉପାଧ୍ୟକ୍ଷ ମକରଧ୍ୱଜ ସାବୁ, ବଲାଙ୍ଗିର ସାଂସଦ ପ୍ରତିନିଧ ବିରେନ୍ଦ୍ର କଠାର, ଅତିରିକ୍ତ ଚିଡିଓ ମନେଶ୍ଵର ସାହୁ, ସହକାରୀ ଯନ୍ତ୍ରୀ ସ୍ବାଧୁନ ଡାଣ, ବୁଙ୍କରିପାଲି ଥାନାଧୁକାରୀ ରୋଜାଲିନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣିର ଏପାଖ ସେପାଖ

ସୂଚକମାନେ ଇଣ୍ଡିତ ଦେଖାଇଲେ ଆଳି ଅଭିଯୋଗ ଶୁଣାଣିରେ ଯୁବକମାନେ ପଣି ଆସି ଲଣ୍ଡନ ଦେଖାଇଥିଲେ । ମୃତ୍ୟୁଞ୍ଜୟ ମିଶ୍ର, ଯତ୍ନମଣି ଗୁଡେଇ, ଶୁଶାନ୍ତ ବାରିକ, ସରୋଜ ପଧାନ, ଅରବିନ୍ଦ ମିଶ୍ର ପ୍ରମୁଖ ଲଣ୍ଡନ ଧରି ପଢିଥିଲେ । ବୁରିପାଇଁ ସହରରେ ସଂଧ୍ୟା ହେଲେ ଅନ୍ଧାରର ଦୋଳମାନ କରିଥାଏ । ଏଠାରେ ଆଲୋଜର ବ୍ୟବସ୍ଥା ନାହିଁ । ରାତିରେ ପିଲାମାନେ ଟିଲସନର ଫେରୁଥିବା ବେଳେ ବେଳର ବଡ଼ ବଡ଼ ଏବା ଆସିବା ବେଳେ, ରାଜଧାନୀ ଯିବାକୁ ବସକୁ ଅପେକ୍ଷା କରିଥିବା ଲୋଳେ, ସକାଳ କୁହୁତି ପଢି ରାସ୍ତା ଦେଖା ଯାଇ କିଛି । ଯଦି ସହରରେ ଆଲୋକ ବ୍ୟବସ୍ଥା ରହିଆରା ଏଇକି ହୋଇ ନଞ୍ଚାକା । ଜାତୀୟ ରାଜପଥ ରାସ୍ତା ନିର୍ମାଣ ବେଳେ ସହର ଗୁଡିକରେ ଆକୋଟିର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ୧କିପାଇଁ ପ୍ରତି କିଛି ନାହିଁ । ଏଥିପାଇଁ ଅନେକ ଥର ବିଭିନ୍ନ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ପ୍ରତିଶୃତିରେ ରହିଯାଇଛି । ଆଜି ସୂଚକମାନେ ଆମକୁ ପ୍ରଶାସନ ଇଣ୍ଟନ ଦେଖାଇଛନ୍ତି ବୋଲି ଲଣ୍ଟନ ଧରି ପ୍ରତିବାଦ କରିଥିଲେ । ଏହି ପଟଣା ଆଜି ଶିବିରରେ ରୋଚକ ପରିସ୍ଥିତି ଦେଖା ଦେଇଥିଲା ।

ଅଧୁକାରୀମାନଙ୍କ ମୋଡ଼ାଇଲ ଦେଖା ଜିଲ୍ଲାପାଳ ଅଭିଯୋଗ ଶୁଣ୍ଢଥିବା ବେଳେ ଅଧିକାଂଶ ଅଧିକାରୀମାନେ ମୋବାଇଲରେ ବ୍ୟସ୍ତ ରହିଥିଲେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ବିଭାଗରୁ ଅଭିଯୋଗ ଆସିଥିବ ସେହି ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ପ୍ରତକ୍ଷେପ ନେବାକୁ ନିର୍ଦେଶ ଦେଇଥାନ୍ତି । କିନ୍ତୁ ସେତେବେଳକୁ ଅଧୁକାରୀମାନେ ବୁଝିପାରି ନଥାନ୍ତି । କାରଣ ଅଧିକାରୀ ମୋଟାଛକରେ ଟ୍ୟୁତ ରହୁଥିବା ବେବେ ଦେତେକ ଅଧିକାରୀ କଳା ଚଷମା ପିନ୍ଧି ଶିତ ମାକୁଥିବା ଦେଖା ଯାଏ । ଆହୁରି ମଧ୍ୟ ଅନେକ ଗୁଡିଏ ଅଭିଯୋଗ ଗୁଡିକ ବାରମ୍ବାର ଆସିଥିରେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ । ଯେଉଁ ଅଭିଯୋଗ ଗୁଡିକ ଠିକ ନୁହେଁ ତାକୁ ନାକଚ କିମ୍ବା ଏହା ଠିକ ନୁହେଁ ବୋଲି ଜଣାଇ ଦେବା କଥା । ଓରୋପାଳଙ୍କ ଶିରରୁ ଚାଲିଗଲା ପରେ ଅଧୁକାରୀମାନେ ବିଭିନ୍ନ ଆଳ ଦେଖାଇ ଏହାକୁ ଅଣଦେଖା କରୁଛନ୍ତି । ଦିଗସିରା ପଂଚାୟତରେ ବିଭିନ୍ନ ଜନ୍ମପନ କାର୍ଯ୍ୟରେ ଚୁର୍ନୀତି ହୋଇଥିବା ପୂର୍ବ ଓ୍ବାର୍ଡ ସଭ୍ୟ ଚୀନବନ୍ଧୁ ସୁନା ବାରମ୍ବାର ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତତର ହୋଇ ନଥିବା ସେ ପାଣ ଭୋଗ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ହକ୍ତ ଫବାୟତରେ କାମ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଦିଲ ହୋଇନଥୁଚା ଯନ୍ତ୍ରୀଙ୍କ ବିରୋଧରେ ସଫଳ ଜିଲାପାଳଙ୍ଗଠରେ ଅଭିଯୋଗ କରିଥିଲେ । ଅଧୁକାରୀ ଯେତିକି ଆସୁଛତି ସେହି ଅନୁସାରେ ଲୋକଙ୍କ ସମାଧାନ ହେଉନଥିବା ଚର୍ଚା ହେଉଛି । ଜଣେ ଜିଲାପାଳ ଯେତେ ଚେଷ୍ଟା କଲେ ମଧ୍ୟ ଯଦି ଅଧୁକାରୀମାନେ ତତ୍ପର ନ ହେବେ ତାହେଲେ ଅଭିଯୋଗ ପ୍ରକୋଷରେ ଉଦେଶ୍ୟ ଫଳଶୂନ୍ୟ ହେବ । ଏଣୁ ପ୍ରସାଶନ ଏବଂ ସରକାର ଏଦିଗରେ ଅଧୁକାରୀମାନଙ୍କୁ ସଚେତନ କରି ଲୋକଙ୍କ


News Comment




Photo in News

Advertisment
Lastest News
  ଜିଲ୍ଲା  
ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   24-Nov-2026
  ଜିଲ୍ଲା  
୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   24-Nov-2026
  ଜିଲ୍ଲା  
ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   24-Nov-2026
  ଜିଲ୍ଲା  
ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   24-Nov-2026
  ଜିଲ୍ଲା  
ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   24-Nov-2026
  ଜିଲ୍ଲା  
କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   24-Nov-2026
  ଜିଲ୍ଲା  
*କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେଲିଆ ଝାଡେଶ୍ବର ଶୈବପୀଠ ରେ ଭକ୍ତଙ୍କ ଭିଡ଼*   24-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ   24-Nov-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ଭାଲୁ ଆକ୍ରମଣ ଦ୍ଵାରା ଆହତ ଦୁଇ ପୀଡ଼ିତଙ୍କୁ ମିଳିଲା କ୍ଷତିପୂରଣ   24-Nov-2026
  ଜିଲ୍ଲା  
ହରଡ଼ାଟାଳରେ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ♦️ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ   24-Nov-2026
  ଜିଲ୍ଲା  
ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ   24-Nov-2026
  ଜିଲ୍ଲା  
ଭକ୍ତି ଆଗରେ ହାରିଲା ଜ୍ଞାନ, ଉଦ୍ଧବ-ମାଧବ ସମ୍ବାଦ ଶୁଣି ନାଚ ଗୀତରେ କମ୍ପି ଉଠିଲା ପାରାୟଣ ସ୍ଥଳ(ଫୁଲମୁଠି ସପ୍ତାହ ପାରାୟଣ ଉଦଯାପିତ)   24-Nov-2026

You Might Also Like