-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ଆଜି କୂଙ୍କୁରିପାଳି ବ୍ଳକ ସଭା ଗୃହରେ ବ୍ଲକ ସ୍ତରୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ୍ଦଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଡୁଙ୍ଗୁରିପାଲି ବିଡିଓ ସଞ୍ଜିବ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସୁବର୍ଣ୍ଣ ପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୁକ ଯୋଗ ଦେଇ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ମୋଟ 75ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୬୧ଟି ବ୍ୟକ୍ତିଗତ ରହିଥିବା ବେଳେ ୧୪ଟି ଅଭିଯୋଗ ସାମୁହିକ ରହିଥିଲା । ଅଭିଯୋଗ ଗୁଡିକୁ ସଂପୂଲ ବିଭାଗର ଅଧୁକାରୀମାନଙ୍କୁ ତତ୍କାଳ ସମାଧାନ କରିବାକୁ ସେହି ବିଭାଗକୁ ପଠାଇ ଦିଆଯାଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ସହକାରୀ ଜିଲ୍ଲାପାଳ ଅଜିତ କୁମାର ତ୍ରିପାଠି, ଅତିତ୍ତିକ ଚଳପିଲଚାର ରୋଜିତ କୁମାର ବାଗ, ଜିଲ୍ଲା ପ ସ୍ତନ ଅଧୁକାରୀ, ବନପାଳ କିରତ କୁମାର ବିଶୋଇ, ସିଡିଏମଓ ଉଷାରାଣୀ ଚାଣ, କୃଷି, ଅନ୍ୟ, ସତ୍ୟାନ, ବିଚ୍ୟୁତ ବିଭାଗର ଜିଲା ଅଧୁକାରୀମାନେ ଉପସ୍ଥିତ ଥିଲେ । ୧ଙ୍ଗୁରିପାଳି ଗୁଳ ଅଧକ୍ଷା ଅହଲ୍ୟା ସାହ, ଉପାଧ୍ୟକ୍ଷ ମକରଧ୍ୱଜ ସାବୁ, ବଲାଙ୍ଗିର ସାଂସଦ ପ୍ରତିନିଧ ବିରେନ୍ଦ୍ର କଠାର, ଅତିରିକ୍ତ ଚିଡିଓ ମନେଶ୍ଵର ସାହୁ, ସହକାରୀ ଯନ୍ତ୍ରୀ ସ୍ବାଧୁନ ଡାଣ, ବୁଙ୍କରିପାଲି ଥାନାଧୁକାରୀ ରୋଜାଲିନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣିର ଏପାଖ ସେପାଖ
ସୂଚକମାନେ ଇଣ୍ଡିତ ଦେଖାଇଲେ ଆଳି ଅଭିଯୋଗ ଶୁଣାଣିରେ ଯୁବକମାନେ ପଣି ଆସି ଲଣ୍ଡନ ଦେଖାଇଥିଲେ । ମୃତ୍ୟୁଞ୍ଜୟ ମିଶ୍ର, ଯତ୍ନମଣି ଗୁଡେଇ, ଶୁଶାନ୍ତ ବାରିକ, ସରୋଜ ପଧାନ, ଅରବିନ୍ଦ ମିଶ୍ର ପ୍ରମୁଖ ଲଣ୍ଡନ ଧରି ପଢିଥିଲେ । ବୁରିପାଇଁ ସହରରେ ସଂଧ୍ୟା ହେଲେ ଅନ୍ଧାରର ଦୋଳମାନ କରିଥାଏ । ଏଠାରେ ଆଲୋଜର ବ୍ୟବସ୍ଥା ନାହିଁ । ରାତିରେ ପିଲାମାନେ ଟିଲସନର ଫେରୁଥିବା ବେଳେ ବେଳର ବଡ଼ ବଡ଼ ଏବା ଆସିବା ବେଳେ, ରାଜଧାନୀ ଯିବାକୁ ବସକୁ ଅପେକ୍ଷା କରିଥିବା ଲୋଳେ, ସକାଳ କୁହୁତି ପଢି ରାସ୍ତା ଦେଖା ଯାଇ କିଛି । ଯଦି ସହରରେ ଆଲୋକ ବ୍ୟବସ୍ଥା ରହିଆରା ଏଇକି ହୋଇ ନଞ୍ଚାକା । ଜାତୀୟ ରାଜପଥ ରାସ୍ତା ନିର୍ମାଣ ବେଳେ ସହର ଗୁଡିକରେ ଆକୋଟିର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ୧କିପାଇଁ ପ୍ରତି କିଛି ନାହିଁ । ଏଥିପାଇଁ ଅନେକ ଥର ବିଭିନ୍ନ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ପ୍ରତିଶୃତିରେ ରହିଯାଇଛି । ଆଜି ସୂଚକମାନେ ଆମକୁ ପ୍ରଶାସନ ଇଣ୍ଟନ ଦେଖାଇଛନ୍ତି ବୋଲି ଲଣ୍ଟନ ଧରି ପ୍ରତିବାଦ କରିଥିଲେ । ଏହି ପଟଣା ଆଜି ଶିବିରରେ ରୋଚକ ପରିସ୍ଥିତି ଦେଖା ଦେଇଥିଲା ।
ଅଧୁକାରୀମାନଙ୍କ ମୋଡ଼ାଇଲ ଦେଖା ଜିଲ୍ଲାପାଳ ଅଭିଯୋଗ ଶୁଣ୍ଢଥିବା ବେଳେ ଅଧିକାଂଶ ଅଧିକାରୀମାନେ ମୋବାଇଲରେ ବ୍ୟସ୍ତ ରହିଥିଲେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ବିଭାଗରୁ ଅଭିଯୋଗ ଆସିଥିବ ସେହି ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ପ୍ରତକ୍ଷେପ ନେବାକୁ ନିର୍ଦେଶ ଦେଇଥାନ୍ତି । କିନ୍ତୁ ସେତେବେଳକୁ ଅଧୁକାରୀମାନେ ବୁଝିପାରି ନଥାନ୍ତି । କାରଣ ଅଧିକାରୀ ମୋଟାଛକରେ ଟ୍ୟୁତ ରହୁଥିବା ବେବେ ଦେତେକ ଅଧିକାରୀ କଳା ଚଷମା ପିନ୍ଧି ଶିତ ମାକୁଥିବା ଦେଖା ଯାଏ । ଆହୁରି ମଧ୍ୟ ଅନେକ ଗୁଡିଏ ଅଭିଯୋଗ ଗୁଡିକ ବାରମ୍ବାର ଆସିଥିରେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ । ଯେଉଁ ଅଭିଯୋଗ ଗୁଡିକ ଠିକ ନୁହେଁ ତାକୁ ନାକଚ କିମ୍ବା ଏହା ଠିକ ନୁହେଁ ବୋଲି ଜଣାଇ ଦେବା କଥା । ଓରୋପାଳଙ୍କ ଶିରରୁ ଚାଲିଗଲା ପରେ ଅଧୁକାରୀମାନେ ବିଭିନ୍ନ ଆଳ ଦେଖାଇ ଏହାକୁ ଅଣଦେଖା କରୁଛନ୍ତି । ଦିଗସିରା ପଂଚାୟତରେ ବିଭିନ୍ନ ଜନ୍ମପନ କାର୍ଯ୍ୟରେ ଚୁର୍ନୀତି ହୋଇଥିବା ପୂର୍ବ ଓ୍ବାର୍ଡ ସଭ୍ୟ ଚୀନବନ୍ଧୁ ସୁନା ବାରମ୍ବାର ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତତର ହୋଇ ନଥିବା ସେ ପାଣ ଭୋଗ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ହକ୍ତ ଫବାୟତରେ କାମ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଦିଲ ହୋଇନଥୁଚା ଯନ୍ତ୍ରୀଙ୍କ ବିରୋଧରେ ସଫଳ ଜିଲାପାଳଙ୍ଗଠରେ ଅଭିଯୋଗ କରିଥିଲେ । ଅଧୁକାରୀ ଯେତିକି ଆସୁଛତି ସେହି ଅନୁସାରେ ଲୋକଙ୍କ ସମାଧାନ ହେଉନଥିବା ଚର୍ଚା ହେଉଛି । ଜଣେ ଜିଲାପାଳ ଯେତେ ଚେଷ୍ଟା କଲେ ମଧ୍ୟ ଯଦି ଅଧୁକାରୀମାନେ ତତ୍ପର ନ ହେବେ ତାହେଲେ ଅଭିଯୋଗ ପ୍ରକୋଷରେ ଉଦେଶ୍ୟ ଫଳଶୂନ୍ୟ ହେବ । ଏଣୁ ପ୍ରସାଶନ ଏବଂ ସରକାର ଏଦିଗରେ ଅଧୁକାରୀମାନଙ୍କୁ ସଚେତନ କରି ଲୋକଙ୍କ