-+91-9937148622 |

prerana_bgr@rediffmail.com |

  Thursday 7th November 2024 |

| | | |

R.N.I. Regd No. ODIODI/2010/46693

Breaking News

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   (07-Nov-2024)       ||      ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (07-Nov-2024)       ||      ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ    (07-Nov-2024)       ||      ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   (07-Nov-2024)       ||      ବିରଳ ପକ୍ଷୀ ଉଦ୍ଧାର   (07-Nov-2024)       ||      ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ    (07-Nov-2024)       ||      ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   (07-Nov-2024)       ||      ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   (07-Nov-2024)       ||      ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   (07-Nov-2024)       ||      ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ    (07-Nov-2024)       ||      ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   (07-Nov-2024)       ||      ଶିକାରୀ ଜାଲରେ ଲାଗିଥିବା ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ    (07-Nov-2024)       ||      କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଘୁଚାଙ୍ଗି ଗ୍ରାମରେ ସଭ୍ୟ ସଦସ୍ୟତା ଅଭିଯାନ। ଯୋଗ ଦେଲେ କଣ୍ଟାମାଳ ବିଧାୟକ   (07-Nov-2024)       ||      ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ମହିଳା ଓ ବାଲ ବିକାଶ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ   (07-Nov-2024)       ||      ଇନସ୍ପେକ୍ଟର୍ ସ୍ତରରେ ବଡ଼ ଅଦଳବଦଳ   (07-Nov-2024)       ||      ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଦେଓଗାଁ ବ୍ଲକ କମିଟୀ ଗଠିତ    (07-Nov-2024)       ||      ଡୁଙ୍ଗୁରିପାଲିରେ ଭୀମ ଭୋଇ ଭିନ୍ନକ୍ଷମ ସମଥ୍ୟ ଶିବିର ଅନୁଷ୍ଠିତ   (07-Nov-2024)       ||      ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ    (07-Nov-2024)       ||      ଖତ ଖାଉଛି ଲକ୍ଷାଧିକ ଟଙ୍କାର ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର.... ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ   (07-Nov-2024)       ||      ଅତାବିରା ରେ ଦୁଇଟି କେନ୍ଦ୍ରରେ ବୃତ୍ତି ପରୀକ୍ଷା, ୨୮୬ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା   (07-Nov-2024)       ||     

HOME   ରାଜ୍ୟ

ନିଶା ମହାରଣାଙ୍କୁ ବୋତଲ ମାଡ଼ । ଆଇଟମ ଡ୍ୟାନ୍ସ କଲା ବେଳେ ଦର୍ଶକ କଲେ ବୋତଲ ମାଡ

05-Oct-2024



ହରଭଙ୍ଗା/ବୌଦ୍ଧ(ଦେବବ୍ରତ ଦାସ): ନିଶା ମହାରଣାଙ୍କୁ ବୋତଲ ମାଡ଼ । ଆଇଟମ ଡ୍ୟାନ୍ସ କଲା ବେଳେ ଦର୍ଶକ କଲେ ବୋତଲ ମାଡ । ବୋତଲ ମାଡ଼ ପରେ ପେଣ୍ଡାଲ ଛାଡି ଚାଲିଗଲେ ନିଶା ।

ବୌଦ୍ଧ ଜିଲ୍ଲା ଜମଟାଙ୍ଗି ଗାଁ ରେ ହେଉଥିଲା ବିଶ୍ଵଦରବାର  ଯାତ୍ରା । ଯାତ୍ରା କୁ ଆସିଥିଲେ ନିଶା ମହାରଣା । ସୂଚନାମୁତାବକ ବୌଦ୍ଧ ଜିଲ୍ଲା ଜମଟାଙ୍ଗି ଗାଁ ରେ ହେଉଥିଲା ବିଶ୍ଵଦରବାର  ଯାତ୍ରା । ଆଉ ଯାତ୍ରା ମଞ୍ଚ କୁ ଆଇଟଡ୍ୟାନ୍ସ ପାଇଁ ଆସିଥିଲେ ନିଶା ମହାରଣା । ଦର୍ଶକ ଙ୍କ ସହ କିଛି ବାର୍ତ୍ତାଳାପ ପରେ ଆରମ୍ଭ କରିଥିଲେ ଆଇଟମ ଡ୍ୟାନ୍ସ । ଠିକି ସେତିକି ବେଳେ ହଠାତ ଜଣେ ଦର୍ଶକ ଉତକ୍ଷିପ୍ତ ହୋଇ ନିଶାଙ୍କ ଉପରକୁ ମାରିଥିଲେ ବୋତଲ । ବୋତଲ ମାଡ଼ ପରେ ନିଶା ଷ୍ଟେଜ ରୁ ପଳାଇଥିଲେ । ବୋତଲ ମାଡ ପରେ କିଛିସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେପଟେ ଯାତ୍ରା କମିଟି ମେମ୍ବର ଓ ସ୍ଥାନୀୟ ମାନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଯଦି ଯାତ୍ରା ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ ବୋଲି ପୋଲିସ ବାବୁ ଜଣକ ଦର୍ଶକଙ୍କୁ ବୁଝାଇଥିଲେ । ତେବେ ଏଭଳି ଅଶ୍ଳୀଳ ନୃତ୍ୟ କୁ ଯାତ୍ରା ପେଣ୍ଡାଲରେ ପ୍ରଶ୍ରୟ ଦେବା କେତେ ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   07-Nov-2024
  ଜିଲ୍ଲା  
ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   07-Nov-2024
  ଜିଲ୍ଲା  
ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ   07-Nov-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   07-Nov-2024
  ଜିଲ୍ଲା  
ବିରଳ ପକ୍ଷୀ ଉଦ୍ଧାର   07-Nov-2024
  ଜିଲ୍ଲା  
ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ   07-Nov-2024
  ଜିଲ୍ଲା  
ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   07-Nov-2024
  ଜିଲ୍ଲା  
ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   07-Nov-2024
  ଜିଲ୍ଲା  
ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   07-Nov-2024
  ଜିଲ୍ଲା  
ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ   07-Nov-2024
  ଜିଲ୍ଲା  
ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   07-Nov-2024
  ଜିଲ୍ଲା  
ଶିକାରୀ ଜାଲରେ ଲାଗିଥିବା ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ   07-Nov-2024

You Might Also Like