-+91-9937148622 |

prerana_bgr@rediffmail.com |

  Sunday 13th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   (12-Jul-2025)       ||      କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   (12-Jul-2025)       ||      ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   (12-Jul-2025)       ||      ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ    (12-Jul-2025)       ||      ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   (12-Jul-2025)       ||      ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା    (12-Jul-2025)       ||      *ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   (12-Jul-2025)       ||      ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ    (12-Jul-2025)       ||      ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   (12-Jul-2025)       ||      ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (12-Jul-2025)       ||      ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Jul-2025)       ||      ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   (12-Jul-2025)       ||      *ସୋନପୁର ପୌରାଞ୍ଚଳ ରେ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡ ର ଚଢାଉ*-27 ଟି ଦୋକାନ ରେ ଚଢାଉ*-   (12-Jul-2025)       ||      ମରଣଯନ୍ତା ପାଲଟିଛି ମନେଇପାଦ ରୁ ସେମେଲମୁଣ୍ଡା ରାସ୍ତା   (12-Jul-2025)       ||      ଦେଖେନ୍ ସୁନ୍ଦୁରି ଫଳସା ଫୁଲ ରୀତିରେ ମରାମତି ହେଲା ଶିଶୁ ମନ୍ଦିର ରାସ୍ତା   (12-Jul-2025)       ||      ଜନତା ହାଇସ୍କୁଲରେ ବନମହୋତ୍ସବ ଅବସରରେ" ମାଁ ପାଇଁ ଗଛଟିଏ -୨.୦ "   (12-Jul-2025)       ||      ଦାବ୍ରୀ ଗାଁ ରାସ୍ତା କାମ ରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ରେ କଂକ୍ରିଟ ରୋଡ ବାସ୍ତବ ରେ ନାହିଁ   (12-Jul-2025)       ||      ବରୀ-ବିଦୃପା ରାସ୍ତାରେ ଖାଲ ଧିରେ ଧିରେ ଚାଲ,ନିର୍ମାଣ ରେ ବିଳମ୍ବ    (12-Jul-2025)       ||      ୪୨ ନମ୍ବର ରାଜ୍ୟ ରାଜପଥ ତଥା ସିନ୍ଧେକେଲା - ଚାନ୍ଦୋତରା ମୁଖ୍ୟ ରାସ୍ତା ଉପରେ ଖାଳ ନା ଖାଳ ଉପରେ ରାସ୍ତା   (12-Jul-2025)       ||      *ସୋନପୁର ରେ ଆଜି ପ୍ରଦର୍ଶନ ହେବ ୪ ଗୋଟି ସୋ ଫିଲ୍ମ ମାଇଣ୍ଡ ଗେମ୍*-   (12-Jul-2025)       ||     

HOME   ରାଜ୍ୟ

ନିଶା ମହାରଣାଙ୍କୁ ବୋତଲ ମାଡ଼ । ଆଇଟମ ଡ୍ୟାନ୍ସ କଲା ବେଳେ ଦର୍ଶକ କଲେ ବୋତଲ ମାଡ

05-Oct-2024



ହରଭଙ୍ଗା/ବୌଦ୍ଧ(ଦେବବ୍ରତ ଦାସ): ନିଶା ମହାରଣାଙ୍କୁ ବୋତଲ ମାଡ଼ । ଆଇଟମ ଡ୍ୟାନ୍ସ କଲା ବେଳେ ଦର୍ଶକ କଲେ ବୋତଲ ମାଡ । ବୋତଲ ମାଡ଼ ପରେ ପେଣ୍ଡାଲ ଛାଡି ଚାଲିଗଲେ ନିଶା ।

ବୌଦ୍ଧ ଜିଲ୍ଲା ଜମଟାଙ୍ଗି ଗାଁ ରେ ହେଉଥିଲା ବିଶ୍ଵଦରବାର  ଯାତ୍ରା । ଯାତ୍ରା କୁ ଆସିଥିଲେ ନିଶା ମହାରଣା । ସୂଚନାମୁତାବକ ବୌଦ୍ଧ ଜିଲ୍ଲା ଜମଟାଙ୍ଗି ଗାଁ ରେ ହେଉଥିଲା ବିଶ୍ଵଦରବାର  ଯାତ୍ରା । ଆଉ ଯାତ୍ରା ମଞ୍ଚ କୁ ଆଇଟଡ୍ୟାନ୍ସ ପାଇଁ ଆସିଥିଲେ ନିଶା ମହାରଣା । ଦର୍ଶକ ଙ୍କ ସହ କିଛି ବାର୍ତ୍ତାଳାପ ପରେ ଆରମ୍ଭ କରିଥିଲେ ଆଇଟମ ଡ୍ୟାନ୍ସ । ଠିକି ସେତିକି ବେଳେ ହଠାତ ଜଣେ ଦର୍ଶକ ଉତକ୍ଷିପ୍ତ ହୋଇ ନିଶାଙ୍କ ଉପରକୁ ମାରିଥିଲେ ବୋତଲ । ବୋତଲ ମାଡ଼ ପରେ ନିଶା ଷ୍ଟେଜ ରୁ ପଳାଇଥିଲେ । ବୋତଲ ମାଡ ପରେ କିଛିସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେପଟେ ଯାତ୍ରା କମିଟି ମେମ୍ବର ଓ ସ୍ଥାନୀୟ ମାନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଯଦି ଯାତ୍ରା ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ ବୋଲି ପୋଲିସ ବାବୁ ଜଣକ ଦର୍ଶକଙ୍କୁ ବୁଝାଇଥିଲେ । ତେବେ ଏଭଳି ଅଶ୍ଳୀଳ ନୃତ୍ୟ କୁ ଯାତ୍ରା ପେଣ୍ଡାଲରେ ପ୍ରଶ୍ରୟ ଦେବା କେତେ ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   12-Jul-2025
  ଜିଲ୍ଲା  
କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   12-Jul-2025
  ଜିଲ୍ଲା  
ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   12-Jul-2025
  ଅପରାଧ  
ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ   12-Jul-2025
  ଜିଲ୍ଲା  
ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   12-Jul-2025
  ଜିଲ୍ଲା  
ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା   12-Jul-2025
  ଜିଲ୍ଲା  
*ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   12-Jul-2025
  ଜିଲ୍ଲା  
ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ   12-Jul-2025
  ଜିଲ୍ଲା  
ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   12-Jul-2025
  ଜିଲ୍ଲା  
ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   12-Jul-2025
  ଜିଲ୍ଲା  
ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   12-Jul-2025
  ଜିଲ୍ଲା  
ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   12-Jul-2025

You Might Also Like