-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ବଲାଙ୍ଗିରେ(ପ୍ରରଣା ଖବର)- ବହୁବିଧ େଉଦ୍ଧଶ୍ୟ ପୂର୍ତ୍ତୀ ଲକ୍ଷ୍ୟ ନେଇ ଲକ୍ଷ୍ମେୀଜାର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ୨୦୧୪ ମସିହୋର। ଏହାର ଗୋଟିଏ ଦିନ ପେର କ୍ଷୁଦ୍ର ଜଲ ସେଚନ ବିଭାଗର ସମସ୍ତ କମର୍ଚାରୀଙ୍କୁ ବଦଳି କରି ଦିଆଗଲା। ୨୦୧୬ ମସିହାର ଅନ୍ତିମ ଭାଗେର ଏହାର କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଆରମ୍ଭରୁ ରାଜନୀତିର ପଶାପାଲେିର କିପରି ଏହା ପଥଭ୍ରଷ୍ଟ ହେଲା ତାର ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିବାକୁ ବଲାଙ୍ଗୀର ସ୍ୱାଭିମାନ ମଂଚ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଏବଂ ଶ୍ରୀ ବାମେଦବ ମିଶ୍ରଙ୍କ ନେତୃତ୍ୱେର ଏକ ପ୍ରତିନିଧି ଦଳ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଏସଡିଓ ଇଂ ମାନଭଞନ ଶତପଥିଙ୍କୁ ସାକ୍ଷାତ କରି ବିସ୍ତୃତ ଭୋବ ଅୋଲାଚନା କରିଥେôଲ। ଖରେସଲ୍ ଡଙ୍ଗରରୁ ଆରମ୍ଭ କରି େବେହରାପାଲି ଗାଁ ପଯ୍ୟର୍ନ୍ତ ୮.୨ କିମି ପ୍ରକଳ୍ପ ପାଇଁ ୨୦ କୋଟି ୧୩ ଲକ୍ଷ ୭୨ ହଜାର ଟଙ୍କା ଅନୁଦାନେର ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୫୦ ମିଟର ଓସାରର ଏହି ନାଳ ପାଇଁ ୯ ଟି ଚେକେ>ମ୍ ର ବ୍ୟବସ୍ଥା ହୋଇଥିଲା। ସେଗୁଡିକ ଯଥାକ୍ରେମ ଗନ୍ଧେରଲ ଡେମ୍ େ,ଡମପଡା ,ପବ୍ଲିକ ସ୍କୁଲ ,ଚମାର୍ ପଡା , ଠିକାଦାର୍ ପଡା ,ଚିମନି ଭାଟି ପଡା ,ସତ୍ୟନାରାୟଣ ପଡା , ଅନ୍ୟ ଏକ ବ୍ରିଜ କମ୍ ବ୍ୟୋରଜ ଓ ଶେଷେର େବେହରାପାଲି ଡେମ ଠୋର ଏହା ନିମିର୍ତ ହୋଇଥିଲା। ଚେକେଡମ୍ ନିମାର୍ଣର ମୂଖ୍ୟ େଉଦ୍ଧଶ୍ୟ ବନ୍ୟାଜଳ ନିୟନ୍ତ୍ରଣ ,ବଳକା ଜଳକୁ ବାନ୍ଧି ରଖି ଏହାକୁ ଜଳ ସଂକଟ ସମୟେର ଜନ ସାଧାରଣଙ୍କୁ ସହାୟତା କରିବା ,ଜଳ ସେଚନ ପାଇଁ ଚାଷ ଜମିକୁ ଜଳ ଯୋଗାଇବା ତଥା ଭୂଗଭର୍ସ୍ଥ ଜଳ ସ୍ତରକୁ ବୃଦ୍ଧି କରିବା। ଏହାର ସୁ‘ଳ ବହୁ ଲୋକ ପାଇ ଥିବାର ପ୍ରମାଣ ମଂଚ ପାଇଥିଲା ଯେପରିକି ଠିକାଦାରପଡା ଓ ଚିମନିଭାଟି ପଡୋର ଏହି
ଜୋର୍ ନିମାର୍ଣ ଆଗରୁ କୁଅମୋନ ଶୁଖି ଯାଉଥିଲା ତେଣୁ ଖରା ଦିନେର ଏଠିକାର ବାସିନ୍ଦା ଜଳ କଷ୍ଟ ଭୋଗୁଥେôଲ କିନ୍ତୁ େଏବ ଆଉ ସେ ସମସ୍୍ୟା ନାହିଁ। ପୁନଶ୍ଚ ଏହି ଜୋରର ଗଚ୍ଛିତ ଜଳ ଦ୍ୱାରା େବେହରାପାଲି ଗ୍ରାମର ପ୍ରାୟ ୪୨୦ ଏକର୍ ଜମିକୁ ଜଳ ସେଚନର ସୁବିଧା ଯୋଇ ଦିଆ ଯାଉଛି। ୨୦୧୯ ମସିହୋର ଆସିଥିବା ଭୀଷଣ ବନ୍ୟା ବିପଯର୍ୟ ଲକ୍ଷ୍ମେୀଜାରକୁ ବୃଥୋର ବିତକର୍ର ବଳୟ ଭିତରକୁ ଟାଣି ଆଣିଲା। ବିଭନ୍ନ ରାଜେନୌତିକ ଦଳ ଏହାକୁ ନେଇ ରୁଟି ସେକିବା ଆରମ୍ଭ କରେିଦେଲ। ତାହାର ସେୁଯାଗ ନେଇ େକେତକ ଅସାମାଜିକ ବ୍ୟକ୍ତି ଗାଡଓର୍୍ୱାଲ୍ ଗୁଡିକୁ ଭାଙ୍ଗେିଦେଲ। ସେହି ଅଂଚଳ ଗୁଡିକ ଧେୀର ଧେୀର ଜବରଦଖଲ ହୋଇଗଲା। ‘ଳତଃ ଯେତିକି ଅନୁଦାନ ଏହାର ତିଆରି ପାଇଁ ଆସିଥିଲା ସେଥିରୁ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ପରିମାଣ ସରକାରଙ୍କ ତହବିଲକୁ େ‘ରିଗଲା। ଆଜିବି ଗନ୍ଧେରଲ ଓ େବେହରାପାଲିର ଚେକେଡମେର ସ୍ୱଚ୍ଛ ଜଳ ମିଳୁଥିବା େବେଳ ଅନ୍ୟ ସ୍ଥାନମାଙ୍କେର ଏପରି ଅସନା ପାଣି ମିଳୁଛି ଯାହା ପାଖ ଦେଇ ଲେୋକ ଗନ୍ଧେର ଯାଇବି ପାରୁ ନାହାନ୍ତି। ପାଶ୍ୱର୍ବର୍ତ୍ତୀ ଅଂଚଳର ପ୍ରାୟତଃ ସବୁ ଅଧିବାସୀଙ୍କର ପାଇଖାନା ଓ ଶୌଚାଳୟର ବଜ୍ର୍ଜ୍ୟ ଜଳକୁ ବଡ ବଡ ପାଇପ ସାହାଯ୍ୟେର ନାଳ ମଧ୍ୟକୁ ଛାଡି ଦିଆ ଯାଉଛି। କୁଢକୁଢ ନଡିଆ ଚୋପା ,ପଇଡ ଖୋଳପା ,ପଚାସଢା ପନିପରିବା ଓ ‘ଳମୁଳକୁ ଏଠୋର େ‘ାପାଡି ଦିଆ ଯାଉଛି। ଠାଏଠାଏ ମଲା କୁକୁର ,ଘୁଷୁରୀ ତଥା ମଲା ମଣିଷର ଖପୁରୀ ହାତ େ,ଗାଡ ଏଠୋର ଇତସ୍ତତ ହୋଇ ପଡିଥିବା ଦେଖା ଯାଉଛି। ବସ୍ତା ବସ୍ତା ପଲିଥିନକୁ ଏଠି ଡମ୍ପିଙ୍ଗ ୟାର୍ଡ ଭଳି େ‘ାପାଡି ଦିଆ ଯାଉଛି। ବର୍ଷା ସମୟେର ବିନା ବୁଝିଶୁଝି ଅସାମାଜିକ ବ୍ୟକ୍ତିମୋନ ଗାଡଓର୍୍ୱାଲ
ଗୁଡିକୁ ଭାଙ୍ଗି ଦେଉଛନ୍ତି ଏବଂ ଚେକେଡମ୍ ର ଦ୍ୱାର ଖୋଲି ଦେଇ କୃତ୍ରିମ ବନ୍ୟାର ଧାରଣା ସୃଷ୍ଟି କରୁଛନ୍ତି। ନାଳର ଓସାର ଯଦିଓ ସବୁ ସ୍ଥାନେର ୫୦ ଫୁଟ ରହିବା କଥା ତଥାପି ଜବରଦଖଲ ପାଇଁ କେଉଁ ସ୍ଥାନେର ୭୦ଫୁଟ ତ ଆଉ କେଉଁ ସ୍ଥାନେର ୧୮ ଫୁଟ ଓସାର କରି କେନାଲଟିକୁ ସପିର୍ଳ ଗତେିର ଯିବାକୁ ଦିଆ ଯାଉଛି। ବର୍ଷା ସମୟେର ଏହି ଆବଜର୍ନା ସବୁ ଜଳ ନିଷ୍କାସନେର ବାଧକ ସାଜୁଛି ଓ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ପ୍ରକୃତେର ଏହି ପ୍ରକଳ୍ପ ତିଆରି ପ୍ରସ୍ତାବ ସମୟେର ତାର ଉଭୟ ପାଶ୍ୱର୍ରେ ବଡ ଡ୍ରେନ ତିଆରି ପାଇଁ ପରାମର୍ଶ ଦିଆ ଯାଇଥିଲା କିନ୍ତୁ ଜବର ଦଖଲ େଉଚ୍ଛଦ ହୋଇ ନପାରିବା ଯୋଗୁଁ ତଥା େକେତକ ନ୍ୟସ୍ତସାର୍ଥ ବ୍ୟକ୍ତିଙ୍କ ବେିରାଧ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ । ଏଠାରୁ ଆବଜର୍ନା ସଫା କରିବା ଦାୟିତ୍ୱ ମୁନିସିପାଲିଟି କି ଏମ ଆଇ ପି ତାହା ଆଜି ପଯ୍ୟର୍ନ୍ତ ନିଦ୍ଧାର୍ରିତ ହୋଇ ପାରିନାହିଁ। ବିଶ୍ୱସ୍ଥ ସୂତ୍ରରୁ ଜଣା ଗଲୋଯ ଆଗାମୀ ଦିନେର ଏହାର ସୌନ୍ଦଯ୍ରୀକରଣ ବାବଦେର ମୁନିସିପାଲିଟିକୁ ପ୍ରାୟ ୩୩ କୋଟି ଟଙ୍କା ଅନୁଦାନ ମିଳିବାକୁ ଯାଉଛି। ଦେଖାଯାଉ ବଲାଙ୍ଗୀର ବାସୀ େକେବ ଏହାକୁ ଉପେଭାଗ କରେିବ। ଯଥାଶୀଘ୍ର ଏହି ପ୍ରକଳ୍ପର ସେ‘ଇ କାର୍ଯ୍ୟ ଆରମ୍ଭ କରିବାକୁ ମଂଚ ପକ୍ଷରୁ ଦାବୀ ଉପସ୍ଥାପନ ସହିତ ଏହା କାଯ୍ୟର୍କାରୀ ନକେଲ ମଂଚ ଅୋନ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି କତ୍ତୃପକ୍ଷଙ୍କୁ ଚେତାଇ ଦିଆ ଯାଇଥିଲା। ଏଠୋର ସମସ୍ତ ବଲାଗୀରବାସୀଙ୍କ ସ୍ୱାର୍ଥ ପାଇଁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ଅନେୁରାଧ କରା ଯାଇଥିଲା। ଏହି ଅୋଲାଚନୋର ଭକ୍ତବନ୍ଧୁ ଯୋଷୀ ,ଉମାକାନ୍ତ ସାହୁ ,ତେି୍ରଲାଚନ ମହାପାତ୍ର େ,ଜ୍ୟାତିରାଜ ନାଗ ,ରଞନ କୁମାର ପ୍ରଧାନ ,ଚିତ୍ତରଞନ ପେୁରାହିତ ,ବୁଠି େବେହରା ,ଡା, ପ୍ରଶାନ୍ତ କୁମାର ପ୍ରଧାନ ,ସେୁରନ୍ଦ୍ର କୁମାର ତ୍ରିପାଠୀ ,ରାଘବ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥେôଲ।