-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଟାଉନ ବାଳକ ହାଇସ୍କୁଲରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଚାରକ ଭାବରେ ପ୍ରଧାନଶିକ୍ଷୟତ୍ରୀ ମିତା ଭୋଇ, ଅଜିତ ପଧାନ, ରଜନୀ ବେହେରା, ଦିପ୍ତିମୟୀ ହୋତା ଦାୟିତ୍ୱ ତୁଲାଇଥିଲେ । ଅନୁଷ୍ଠାନ ର ମୁଖ୍ୟ ସତ୍ୟ ନାରାୟଣ ହୋତା, ତାପସ କଳତା, ଆକାଶ କୁମାର, ସଚିକାନ୍ତ ଷାଣ୍ଢ ପ୍ରମୁଖ କୁଇଜ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନେ ଆଜି ସନ୍ଧ୍ୟାରେ ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗୀର ଦିନ୍ ଉତ୍ସବରେ ପୁରସ୍କୃତ ହେବେ ବୋଲି ଜଣାପଡିଛି।