-+91-9937148622 |

prerana_bgr@rediffmail.com |

  Wednesday 11th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   (10-Sep-2024)       ||      ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ    (10-Sep-2024)       ||      ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   (10-Sep-2024)       ||      କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ    (10-Sep-2024)       ||      ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   (10-Sep-2024)       ||      ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   (10-Sep-2024)       ||      ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   (10-Sep-2024)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ    (10-Sep-2024)       ||      ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   (10-Sep-2024)       ||      ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   (10-Sep-2024)       ||      ସାନଟିକାରେ ନୂଆଁଖାଇ ଭେଟଘାଟ   (10-Sep-2024)       ||      ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ    (10-Sep-2024)       ||      ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ   (10-Sep-2024)       ||      ଭୈରୋପୁରରେ ନୂଆଁଖାଇ ଭେଟଘାଟ    (10-Sep-2024)       ||      ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା   (10-Sep-2024)       ||      ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି   (09-Sep-2024)       ||      ନଳିନୀପ୍ରଭା ଶତପଥୀଙ୍କ ଭକ୍ତିିରସାତ୍ମକ କବିତା ସଂକଳନ ‘ଭକ୍ତି କୁସୁମ’ ଲୋକାର୍ପିତ   (09-Sep-2024)       ||      ଝାଏଁରେ ବନ୍ଦପାଲି କଳାପଟା ଛକରେ ନୂଆଁଖାଇ ଭେଟଘାଟ    (09-Sep-2024)       ||      ଆର୍ ଜି କର ହସ୍ପିଟାଲ୍ ମହିଳା ଡ଼ାକ୍ତରଙ୍କ ମୃତ୍ୟୁ ଘଟଣା, ଏକ ମାସ ପରେ ନ୍ୟାୟ ପାଇଲେନି ପରିବାର- ଫୋଗସି ଏସୋସିଏସନ୍ ବରଗଡ଼ ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ    (09-Sep-2024)       ||      ନୁଆଁଖାଇରେ ବିଭିତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା    (09-Sep-2024)       ||     

HOME   ରାଜ୍ୟ

ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ମେୟର

31-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): ରାଜଧାନୀରେ ୬୦୦ରୁ ଉର୍ଦ୍ଧ୍ଵ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଅନେକ ଜାଗାରେ ବିଲଡର ଜାଗା ବିକି ଦେଇ ପଳେଇଛନ୍ତି। ବିଏମସିର ତା ଉପରେ ନିୟନ୍ତ୍ରଣ ନାହିଁ। ଆପର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଞ୍ଚାୟତରେ ଥିଲା। ଏବେ ସେଗୁଡ଼ିକ ବିଏମସି ନିୟନ୍ତ୍ରଣକୁ ଆସିଛି। ବେଆଇନ ନିର୍ମାଣ ହେବା ଫଳରେ ପ୍ରାକୃତିକ ଜଳାଶୟ ଗୁଡିକ ଜବରଦଖଲ ହେଇ ରହିଛି, ଯାହା ଫଳରେ ଡ୍ରେନେଜ ଅବ୍ୟବସ୍ଥା ଦେଖା ଦେଇଛି। ମେୟର ଆହୁରି କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଯାହା ରହିବ, ତାକୁ ବିଏମସି ମାନିବ। ହେଲେ ବିଏମସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ। ବିରାଟ ବିରାଟ ଆପାର୍ଟମେଣ୍ଟ ନିର୍ମାଣ ହେଇଛି ତାକୁ ଭାଙ୍ଗିଲେ ସେଇ ଅନୁଯାୟୀ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ସରକାର ଯଦି କ୍ଷତିପୂରଣ ଦେବେ ତାହେଲେ ଆମକୁ ଅନୁମତି ଦେଲେ ଆମେ ଭାଙ୍ଗିଦେବୁ। ବିଧିବଦ୍ଧ ଭାବରେ ସରକାରଙ୍କ ଚିଠି ଆସିଲେ ଆମେ ବେଆଇନ୍ ନିର୍ମାଣ, ବେଆଇନ ଆପର୍ଟମେଣ୍ଟ ଭାଙ୍ଗିବୁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   10-Sep-2024
  ଜିଲ୍ଲା  
ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ   10-Sep-2024
  ଜିଲ୍ଲା  
ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   10-Sep-2024
  ଜିଲ୍ଲା  
କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ   10-Sep-2024
  ଜିଲ୍ଲା  
ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   10-Sep-2024
  ଜିଲ୍ଲା  
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   10-Sep-2024
  ଜିଲ୍ଲା  
ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   10-Sep-2024
  ଅପରାଧ  
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ   10-Sep-2024
  ଜିଲ୍ଲା  
ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   10-Sep-2024
  ଜିଲ୍ଲା  
ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   10-Sep-2024
  ଜିଲ୍ଲା  
ସାନଟିକାରେ ନୂଆଁଖାଇ ଭେଟଘାଟ   10-Sep-2024
  ଜିଲ୍ଲା  
ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ   10-Sep-2024

You Might Also Like