-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||      ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ    (22-Nov-2026)       ||      ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ    (22-Nov-2026)       ||      ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ    (22-Nov-2026)       ||      ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   (22-Nov-2026)       ||      ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   (22-Nov-2026)       ||     

HOME   ଜିଲ୍ଲା

ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ

22-Nov-2026



କୋକସରା  (ତ୍ରିନାଥ ବେଶ୍ରା )
ଆଜି ତହସିଲ ଅଫିସ ଠାରୁ ବିରାଟ ସମାବେଶ ରେ କଲାହାଣ୍ଡି ଜିଲ୍ଲା ରୁ ପ୍ରତ୍ୟେକ ଗ୍ରାମରୁ ମହିଳା , ପୁରୁଷ , ବୁଦ୍ଧି ଜିବି, ସମାଜ ସେବୀ ଲୋକେ ହଜାର ହଜାର ସଂଖ୍ୟାରେ ଏହି ରାଳି ରେ ଯୋଗଦାନ କରିଥିଲେ ଏବଂ କୋକସରା ଥାନା ଘୋରାଉ କରି ରାଜୁ ବାଗ ର ପରି ବାର କୁ ନ୍ୟାୟ ମିଳିବା ଓ ହତ୍ୟା କlରି ମାନଙ୍କୁ  ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି l 
ଏହି କାର୍ଯ୍ୟ କ୍ରମ ରେ ସିଡୁଲକlଷ୍ଟ ଫେଡେରେସନ ଅଲ୍ ଓଡିଶା ମହା ସଚିବ ଜତିନ୍ଦ୍ର କର , ଆଇନ ଯିବି ଛବିଲାଲ ନିଆଲ, ଆଞ୍ଚଳିକ ଡ଼ମ୍ବ ସମାଜ ସଭାପତି  ବନମାଳୀ ବାଗ, କୋକସରା ବ୍ଲକ ଉପାଦକ୍ଷ ରାଜିବ କୁମାର ଅଗ୍ରୱାଲା,ମାର୍କଣ୍ଡ ବେମାଲ ,କୈଶିକ ଦୂରିଆ, ରମେଶ ଚନ୍ଦ୍ର ଦୁର୍ଗା, କୁଶ ଛତ୍ରିଆ, ଖେତୁରାମ ପାତ୍ର, ବରିଷ୍ଟ ସମାଜ ସେବୀ ଗୋବର ଧନ ବାଗ, ଆଇନ ଯିବି ଦିଗାମ୍ବର ଦୁରିଆ ,ରଘୁନାଥ ଖମାରୀ, ଦିଗାମ୍ବର ଲୋହl, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ବସନ୍ତ ନାୟକ, ଗରୁଡ଼ ବାଗ, ଦେବାନନ୍ଦ ନାୟକ, ପ୍ରହଲ୍ଲାଦ ଠାକୁର, ଶ୍ରୀବତ୍ସ ତାଣ୍ଡି, ରଜନୀକାନ୍ତ ସମର୍ଲିଆ, ନିରଞ୍ଜନ ପ୍ରସାଦ ବାଗ, ଶ୍ରୀକାନ୍ତ ଛତ୍ରିଆ, ବଳରାମ ଛତ୍ରିଆ, ସତ୍ୟବାନ ପାଣିଗ୍ରାହୀ, ଅଜୟ ଦୀପ, ଖଗେଶ୍ୱର ପାଣିଗ୍ରାହୀ, ଦିସାନ୍ତ ବେଶ୍ରା, ରୁଦ୍ର ପ୍ରସାଦ ନାୟକ,  ତ୍ରିନାଥ ବାଗ,ପ୍ରଧାନୀ ବାଗ, ଧଜ ମହା ନନ୍ଦ,ଗଜିନ୍ଦ୍ର ନାଗ, ଛାୟା କାନ୍ତ ବେଣୁପାଣି , ଦିଗାମ୍ବର ବେମାଲ, ବେଣୁ ପାଣି ଦୁର୍ଗା, ମୁକେଶ ସୁନା ଏଲ୍ ଡି ଏ ଟିମ୍, ରଘୁ ନାଥ ଖମାରୀ, ଘନ ଶ୍ୟାମ ନାୟକ, ଯୋଷୋବନ୍ତ ନାୟକ, ଟିକି ଚନ୍ଦ୍ର ଧଙ୍ଗଡାମାଝୀ, ମୁରଲୀ ପାଣିଗ୍ରାହୀ, କିଶୋର ନାୟକ, ଜୁଗେଶ୍ୱର୍ ନାଗ,ହେରlମ୍ବ ସେନାପତି, ଲକ୍ଷ୍ୟ ଯୋତି ଜାଲ, ଢଗମାଳି ନାୟକ, ରଶ୍ମୀ ରଞ୍ଜନ ସୁନାନି, ଲଖମନ ମେହେର, ଡାକେଶ୍ୱର ଲହଜଲ୍, ମୁକ୍ତେଶ୍ୱର ନାୟକ, ଭୁବନେସ୍ୱର ପାଣିଗ୍ରାହୀ, ରେଖା ମହାନନ୍ଦ, ଫୁଲ ତୋଳା ଖମାରୀ, ଜୁଲି ନାୟକ, କୁମୁଦିନୀ ପାଣଗ୍ରାହୀ, ଜୟନ୍ତୀ ଦୁର୍ଗା, କଳାବତୀ ବାଗ, ପିଙ୍କି ମହାନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାର ଉଚିତ୍ ବିଚାର କରି ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଉଚିତ ଦଣ୍ଡ ଦେବା ପାଇଁ ଚେତାବନୀ ଦେଇଛନ୍ତି l
ନହେଲେ ଆଗାମୀ ଦିନରେ ଆହୁରି ଅଧିକ ମାତ୍ରାରେ  ଯୋଗ ଦାନ କରି ରାସ୍ତା ଅବରୋଧ କରିବା ପାଇଁ ସରକାର ଙ୍କୁ ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   23-Nov-2026
  ଜିଲ୍ଲା  
‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   23-Nov-2026
  ଜିଲ୍ଲା  
ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   23-Nov-2026
  ଜିଲ୍ଲା  
ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   23-Nov-2026
  ଜିଲ୍ଲା  
ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   23-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   23-Nov-2026
  ଜିଲ୍ଲା  
ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   23-Nov-2026
  ଜିଲ୍ଲା  
କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   23-Nov-2026
  ଜିଲ୍ଲା  
ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   23-Nov-2026
  ଜିଲ୍ଲା  
କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ   23-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   23-Nov-2026

You Might Also Like