-+91-9937148622 |

prerana_bgr@rediffmail.com |

  Monday 20th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

14-Oct-2020



ଆନ୍ଧପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷାର ତାଣ୍ଡବ: ରାସ୍ତା ପାଲଟିଲା ନଦୀ, ୧୮ ମୃତ, ପରୀକ୍ଷା ସ୍ଥଗିତ ।

 ଖୁସି ଖବର...ରାଜ୍ଯରେ ଆଜି ୨୭୭୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୨,୩୫,୭୬୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

 ଅନ୍ୟ ବାଇକ୍‌ ନିର୍ମାତା କମ୍ପାନୀ ପରି ହିରୋ ଇଲେଟ୍ରିକ୍‌ ମଧ୍ୟ ଭାରତୀୟ ବଜାରରେ ନିଜ ସ୍ପିଡ ବଢାଇବା ପାଇଁ ଏହାରରେ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। କମ୍ପାନୀ ହିରୋ ଅପ୍ଟିମା HX ସିଟି ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟରରେ ୧୪,୩୯୦ଟଙ୍କା ଡିସକାଉଣ୍ଟ ଦେଉଛି।

 ଇପିଏଫଓ ଆକାଉଣ୍ଟ ସବସ୍କ୍ରାଇବ କରିବା ପାଇଁ ହ୍ଵାଟସଆପ୍‌ ହେଲପଲାଇନ ସର୍ଭିସ ଲଞ୍ଚ କରିଛି। ଏହି ସେବା ଲଞ୍ଚ ହେବା ଫଳରେ ଇପିଏଫଓ ସଦସ୍ୟ ନିଜର ଅଭିଯୋଗର ସମାଧାନ କରିପାରିବେ।

 ରେଳ ବିଭାଗରେ ଚାକିରି କରିବାକୁ ଚାହୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।ଏଠାରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଜୁନିଅର ଆକାଉଣ୍ଟ ଅଫିସର ସମେତ ୩୯ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ nrti.edu.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

 ଆପଣ ଆପଣଙ୍କ ଜନ ଧାନ ଆକାଉଣ୍ଟକୁ ଆପଣଙ୍କ ଆଧାର କାର୍ଡ ସହିତ ସଂଯୁକ୍ତ କରିଛନ୍ତି କି ନାହିଁ। ଯଦି କରି ନାହାଁନ୍ତି ତେବେ ଶୀଘ୍ର କରି ଦିଅନ୍ତୁ। ତେବେ ଆପଣଙ୍କୁ ୫୦୦୦ ଟଙ୍କା ଓଭରଡ୍ରାଫ୍ଟ ସୁବିଧା ମିଳିବ।

କାବୁଲ: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।

 ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜଣେ ଯୁବକ ନିଜ ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛି । ଏଥିରେ ଯୁବତୀ ଜଣକ ପୋଡିହୋଇ ପ୍ରାଣ ହରାଇଛନ୍ତି । ତେବେ ଜଳୁଥିବା ବେଳେ ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ଜାବୁଡି ଧରିବାରୁ ସେ ମଧ୍ୟ ପୋଡିହୋଇ ପ୍ରାଣ ହରାଇଥିବା ଜଣାପଡିଛି ।

 ଗଞ୍ଜାମ ପୁରୁଶୋତ୍ତମପୁର ନିକଟରେ ବନ୍ୟାଜଳ ଛୁଇଁପାରେ। ଋଷିକୂଲ୍ୟା ନଦୀର ଜଳ ବିପଦ ସଙ୍କେତ ତଳେ ପ୍ରବାହିତ। ଗଞ୍ଜାମର ୩ଟି ବ୍ଲକରେ ୩୦୦ମିମିରୁ ଅଧିକ ବର୍ଷା ରେକର୍ଡ।

 କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । ତଦନ୍ତ କରିବା ଚିଠି ଲେଖି ଅନୁରୋଧ କଲା ରାଜସ୍ୱ ବିଭାଗ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଆଗଲା ପଦକ୍ଷେପ ।

 କଟକ ଚାଉଳିଆଗଞ୍ଜ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୋଲିସର ତନାଘନା । ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କଲା ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଚାଲିଛି ଖୋଳତାଡ । କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ।

 ବୌଦ୍ଧସ୍ଥିତ ମହାନଦୀର ନିର୍ମାଣଧୀନ ମର୍ଜାକୂଦ ବ୍ରିଜ ନିକଟରୁ ବୁଧବାର ଏକ ଅଜଣା ଗଳିତ ମୃ‌ତଦେହ ଉଦ୍ଧାର ହୋଇଛି। ଅର୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଏହି ମୃତ ଶରୀରର କେବଳ କଙ୍କାଳ ଦେଖିବାକୁ ମିଳିଛି ।

 ୫୨୦ଲିଟରର ବିଦେଶୀ ମଦ ଜବତ, ୫ ଗିରଫ!!ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରାଯାଇଛି । ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ  ଲାଗିଥିଲା ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫ ରୁ ୨୦୨୦ ମଧ୍ୟରେ ୮୮୫.୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

 ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ହିଁ ଏସ୍‌ବିଆଇ ନିଜ କାର୍ଡ ଧାରକଙ୍କ ପାଇଁ ଖୁସିଖବର ନେଇ ଆସିଛି। ଯେତେ ଇଚ୍ଛା ସେତେ ସପିଂ କରିପାରିବେ। ଏଭଳି କରିବା ଦ୍ୱାରା ଆପଣଙ୍କୁ ବଢ଼ିଆ କ୍ୟାସବ୍ୟାକ୍‌ ମିଳିବ।

 ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଗୋଟିଏ ଟ୍ରକୁ ଅନ୍ୟ ଏକ ପିଟିବା ପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଦୁର୍ଘଟଣା ପରେ ଚାଲିଛି ଉଦ୍ଧାର କାମ ।

 ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ମାତ୍ର ୨୨ ଦିନ ପରେ IAS ଅଫିସର୍ ସୌମ୍ୟା ପାଣ୍ଡେ କାର୍ଯ୍ୟାଳୟକୁ ଫେରି କାମ ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ତାଙ୍କର ଏପରି ଦାୟିତ୍ୱନିଷ୍ଠାକୁ ଖୁବ୍ ପ୍ରଶଂସା ମିଳୁଛି ।

ଜଗତସିଂହପୁର ଜିଲ୍ଳା ବାସିନ୍ଦା ଏହି ନାବାଳିକା ବାପା ମା’ଙ୍କ ମଧ୍ୟରେ ଲାଗିରହିଥିବା କଳିରେ ଅତିଷ୍ଟ ହୋଇ ଘର ଛାଡ଼ିଥିଲେ । ଦୁଇ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରି ସେହି ଦୃଶ୍ୟର ଭିଡିଓ ମୋବାଇଲ ଫୋନରେ ବନେଇଥିଲେ ।

ନାବାଳିକା ସହ କଥିତ ଦୁଷ୍କର୍ମ ଘଟଣା ଓ ପୋଲିସ ପାଖରେ ମାମଲା ରୁଜୁ ହେବାରେ ପାଖାପାଖି ୪ ମାସ ବିତି ଯାଇଥିବାରୁ ବାୟୋଲୋଜିକାଲ ପ୍ରମାଣ ପାଇବାରେ ସମସ୍ୟା ହେଉଛି ବୋଲି ହାଇ କୋର୍ଟଙ୍କୁ କହିଛି କ୍ରାଇମ୍ ବ୍ରାଞ୍ଚ୍ ।

 ନୂଆଦିଲ୍ଲୀ : ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ଗତ କିଛି ମାସ ହେବ କରୋନା ମହାମାରୀ ଯୋଗୁଁ ବନ୍ଦ ଥିଲା। ଅକ୍ଷରଧାମ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି।

 ଯାତ୍ରୀବାହୀ ବସ୍‌କୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା କଲେ RTO-୨ ଭୁବନେଶ୍ୱର, ବସ୍‌ଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା,୨୦୧୯ ମେ’ରୁ ଏଯାଏ MV ଟ୍ୟାକ୍ସ ଦେଇ ନ ଥିବାରୁ ଜରିମାନା କରାଯାଇଛି ।

ରାଜ୍ୟର ସବୁ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ: ଆସନ୍ତା ମାସ ପ୍ରଥମ ସପ୍ତାହକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ, ଏ ସଂପର୍କିତ ଏକ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ ।

ତାମିଲ ଷ୍ଚାର୍ ଧନୁଶ ଓ ନେତା ବିଜୟକାନ୍ତଙ୍କ ଘରେ ବୋମା ମାଡ଼ ନେଇ ଆସିଲା ଧମକପୂର୍ଣ୍ଣ କଲ୍ ।

 ଛତିଶଗଡ ରାୟପୁର ଚେରିଖେଡି ନିକଟରେ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁନ୍ଦରପୁର ଗ୍ରାମର ସମୀର ମହାଙ୍କୁଡଙ୍କ ପରିବାର ବର୍ଗଙ୍କୁ ୨ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ରାଶି ଘୋଷଣା କରିଥିଲେ।

 ୬ମାସର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଦେଶରେ ସିନେମା ହଲ୍ ଖୋଲିବ।

 ରାସ୍ତା ପାର୍‌ ହେଉଥିବା ୩ ଶିଶୁଙ୍କ ଉପରେ ମାଡ଼ିଗଲା କାର୍‌। ଏହି ଦୁର୍ଘଟଣାରେ ୨ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।ଦିଲ୍ଲୀରେ ଜଣେ ନାବାଳକ ଦ୍ରୁତ୍‌ ଗତିରେ କାର୍‌ ଚଳାଉଥିବା ବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like