-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଅନ୍ୟାନ୍ୟ

ସାହିତ୍ୟରେ ବ୍ରତୀ ମମତା ପ୍ରିୟଦର୍ଶିନୀ

16-Dec-2020



ଗୋଟିଏ ପଟେ ପାରିବାରିକ ଜଞ୍ଜାଳ, ଅନ୍ୟପଟେ ନିଜର ବୃତ୍ତିଗତ ବ୍ୟସ୍ତତା ଏବଂ ଏହାରି ଭିତରେ ନିଜର ଲେଖନୀ ମୂନକୁ ବେଶ କ୍ରିୟାଶୀଳ କରିପାରିଥିବା ଜଣେ ସାହିତ୍ୟ ଅନୁରାଗୀ କବୟିତ୍ରୀ ହେଉଛନ୍ତି ସୁନ୍ଦରଗଡ଼ର ଡ. ମମତା ପ୍ରିୟଦର୍ଶିନୀ ସାହୁ ।  ସୁନ୍ଦରଗଡ଼ର ଝରିଆପାଲି ଗାଁ ରେ ଜନ୍ମଗ୍ରହଣ କରିଥିବା ମମତା ସେହି ସୁନ୍ଦରଗଡ଼ ଜିଲ୍ଲାକୁ ନିଜର କର୍ମଭୂମି ଭାବରେ ବାଛି ନେଇଛନ୍ତି । ପିତା ଦେବରାଜ ସାହୁ ଓ ମାତା ଗୀତାରାଣୀ ସାହୁଙ୍କ ଆଦର୍ଶରେ ଅନୁପ୍ରାଣିତ ମମତାଙ୍କ ଲେଖନୀ  ଉଭୟ ଗଳ୍ପ, କବିତା ଓ ପ୍ରବନ୍ଧ କ୍ଷେତ୍ରରେ ବେଶ ଗତିଶୀଳ । ସାହିତ୍ୟକୁ ନେଇ ମମତାଙ୍କ ରହିଛି ମଧ୍ୟରେ ଅନେକ  ସପ୍ନ । ସଂପ୍ରତି ସୁନ୍ଦରଗଡ଼ର ସରକାରୀ(ଏସ୍‌ଏସ୍‌ଡି)ଏଚ୍‌ଏସ୍‌ଏସ୍ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଭାବରେ କାମ କରୁଥିବା ଏହି କବୟିତ୍ରୀଙ୍କ ଲେଖନୀରେ ରହିଛି ସମାଜ ପାଇଁ କିଛି ବାର୍ତ୍ତା । ସବୁ ବର୍ଗର ଲୋକେ ପଢ଼ିପାରିବା ଓ ବୁଝିପାରିବା ଭଳି ସରଳ ଭାଷାରେ କବୟିତ୍ର ମମତା ପ୍ରିୟଦର୍ଶିନୀ ନିଜର ସହିତ୍ୟ ସଜର୍ନା କରି  ସାହିତ୍ୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କବୟିତ୍ରୀଙ୍କ  ଲିଖିତ ସମାଲୋଚନାମୂଳକ ପ୍ରବନ୍ଧ ଗ୍ରନ୍ଥ ‘ସୃଜନ ଓ ସମୀକ୍ଷା’  ପ୍ରକାଶିତ ହୋଇ ସାରିଛି । ନିଜର ପ୍ରତିଭା ପାଇଁ ମମତାଙ୍କୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ୧୯୯୬ରେ ଶ୍ରେଷ୍ଠ ଗାଳ୍ପିକ ସମ୍ମାନ, ପୂଣ୍ୟ ଉତ୍କଳ ସମ୍ମାନ, ନିଶିଗନ୍ଧା ସାହିତ୍ୟ ସମ୍ମାନ, ୨ଠଠ୪ରେ ଭରତ ଚନ୍ଦ୍ର ସ୍ମୃତି ପୁରସ୍କାର ଏବଂ ୨ଠ୧୭ ମସିହାରେ ବେଙ୍ଗଲୋର ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଇନ୍‌ଷ୍ଟିଚ୍ୟୁଟ୍‌ରୁ ମର୍ଯ୍ୟାଦାଜନକ ଡି.ଲିଟ୍ ସମ୍ମାନ ପାଇଛନ୍ତି ମମତା । ସେହିପରି ୨ଠ୧୯ ମସିହାରେ ଇଭେଣ୍ଟସ୍ ପବ୍ଲିକେସନ ପକ୍ଷରୁ ମମତା ଶ୍ରେଷ୍ଠ କବୟିତ୍ରୀ ର ସମ୍ମାନ ପାଇଥିବା ବେଳେ ଏହି ବର୍ଷ ନୂଆଦିଲ୍ଲୀରୁ ଆଦର୍ଶ ଶିକ୍ଷୟିତ୍ରୀର ସମ୍ମାନ ମଧ୍ୟ ଗ୍ରହଣ କରିଛନ୍ତି ମମତା ।  ମମତାଙ୍କ ସାରସ୍ୱତ ଯାତ୍ରା  ଓ ବୃତ୍ତିଗତ ଜୀବନ ସୁଗମ ଓ ସୁଖମୟ ହେଉ, ପ୍ରେରଣା ପରିବାର ତରଫରୁ ମାଁ ସମଲେଶ୍ୱରୀଙ୍କ ଠାରେ କାମନା । 
  ସାହିତ୍ୟରେ ବ୍ରତୀ ତଥା ସପ୍ନ ଓ ସମ୍ଭାବନାର ସ୍ୱର ମମତା ପ୍ରିୟଦର୍ଶିନୀଙ୍କ ପରି ଜଣେ କବୟିତ୍ରୀଙ୍କ ଠାରୁ ଆସନ୍ତୁ ଶୁଣିବା ଏକ ଭିନ୍ନ ସ୍ୱାଦର କବିତା । 


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like