-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକରେ ବଡ଼ଓଲମା ଗ୍ରାମର ରାଜେନ୍ଦ୍ର ବିଷୋୟୀଙ୍କୁ ସାଂସଦ ବଳଭଦ୍ର ମାଝୀ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି।ଆଜି ସେ ବିଡ଼ିଓଙ୍କୁ ସାଂସଦଙ୍କ ଚିଠି ପ୍ରଦାନ କରିଛନ୍ତି। ଏହି ଅବସରରେ ବିଡ଼ିଓ କାର୍ଯ୍ୟାଳୟ ପରିସର ଲୋକାରଣ୍ୟ ହୋଇଥିଲା। ପଞ୍ଚାୟତ ସମିତି ଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ସଭା କରାଯାଇଥିଲା।ଏଥିରେ ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରl, ଜି କିରଣ କୁମାର, ସମିତିସଭ୍ୟ ଲକି ଚନ୍ଦ୍ ଭତ୍ରl, ବଡ ଓଲମା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଡମ୍ବରୁ ଭତ୍ରl, ବିଶ୍ଵନାଥ ମାଝୀ, ଦଶମୂ କଲାର,ସତମନ ପୂଜାରୀ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।ଶ୍ରୀ ବିଷୋୟୀ କହିଛନ୍ତି, ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚାଇବେ ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ କାମ କରିବେ।