-+91-9937148622 |

prerana_bgr@rediffmail.com |

  Monday 20th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   

ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଅଭିଯାନକୁ ନେଇ ଶାଗୁଆ ବଲାଙ୍ଗିର ର ବ୍ୟାପକ ପ୍ରସ୍ତୁତି, ଆାଗାମୀ ୫୦ ବର୍ଷର ବଲାଙ୍ଗିରକୁ ନେଇ ସଂକଳ୍ପ

06-Jun-2024



ବଲାଙ୍ଗିର (ପ୍ରେରଣା ଖବର ): ଶିଳ୍ପାୟନ, ଜଙ୍ଗଲ କ୍ଷୟ ଯୋଗୁଁ ସବୁଜ ବଳୟ ଧୀରେଧୀରେ ନଷ୍ଟ ହେବାରେ ଲାଗିଛି l ଏକଦା ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳ ଗୁଡ଼ିକ ଏବେ ପଦl ହେବାରେ ବସିଲାଣି l ପରିବେଶ ପ୍ରଦୂଷଣର ଏହି ବିଷମ ପରିସ୍ଥିତି ଏବେ ମଣିଷ ସାମାଜ ପ୍ରତି ବିପଦ ସୃଷ୍ଟି କରିଛି l ଆମ ପରିବେଶ ଓ ମଣିଷ ସମାଜକୁ ମରଣ ମୁହଁରୁ ବଞ୍ଚାଇବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ l
ବଲାଙ୍ଗିରର  ବୁଦ୍ଧିଜୀବୀ, ସଚେତନ ନାଗରିକ ମାନଙ୍କୁ ନେଇ ଶାଗୁଆ ବଲାଙ୍ଗିର ତରଫରୁ ଆୟୋଯିତ ଏକ ବୈଠକରେ ଏହି ମତପ୍ରକାଶ ପାଇଛି l ଗତକାଲି ବିଶ୍ଵ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ନେଇ ଆରମ୍ଭ ହୋଇଥିବା ଅଭିଯାନ 'ଶାଗୁଆ ବଲାଙ୍ଗିର' ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ସହରକୁ ସବୁଜ ସୁନ୍ଦର କରି ଗଢି ତୋଳିବା ତଥା ବ୍ୟାପକ ବୃକ୍ଷରୋପଣ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଶାଗୁଆ ବଲାଙ୍ଗିର ପକ୍ଷରୁ ସ୍ଥାନୀୟ ପି .ପି ଏକାଡେମୀ ଠାରେ ସହରର ବହୁ ସଚେତନ ନାଗରିକ, ପରିବେଶପ୍ରେମୀ ଓ ସମାଜସେବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ସଭାକୁ ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ସଂଯୋଜନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଟାଙ୍ଗିଆ ଜାମ୍ ଆନ୍ଦୋଳନ ର ଗୋପାଳ ଚନ୍ଦ୍ର ହୋତା, ପ୍ରଫେସର ମନମୋହନ ବାଗ ବିଜେପି ନେତା ଅନନ୍ତ ଦାସ, ନେସନାଲ୍ ପିସ୍ ୟୁନିସନ ର ସତ୍ୟ ରଞ୍ଜନ ମିଶ୍ର, ରବି ପୁଝାରୀ, ବାସନ୍ତୀ ସିଂହ,ବବିତା ପ୍ରଧାନ,ସୂରଜ ତ୍ରିପାଠୀ, ରାଧାକାନ୍ତ ମହାପାତ୍ର,ନାରୀ ନେତ୍ରୀ ନୂତନ ଦାସ, ଆଇନଜୀବୀ ଜୟରାମ ମିଶ୍ର, ରତନ ମହାରଣା, ମନୋରଞ୍ଜନ ସାହୁ, ପ୍ରଭାକର ମିଶ୍ର,  ଧର୍ମେନ୍ଦ୍ର ନନ୍ଦ, ବିଷ୍ନୁ ପ୍ରସାଦ କେଡ଼ିଆ, ପ୍ରଶାନ୍ତ ମହାକୁଡ, ଶାନ୍ତନୁ ରଣା,ଜନ୍ମେଜୟ ଭ୍ରମର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ଓ ରକ୍ଷଣାବେକ୍ଷଣ ଦିଗରେ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ମତଦେଇଥିଲେ ଜଙ୍ଗଲର ଉପଯୁକ୍ତ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ସହ ସମନ୍ଵୟ ରକ୍ଷା କରି କାମ କଲେ ଏହା ଆହୁରି ଫଳପ୍ରଦ ହୋଇପାରିବ ବୋଲି ବକ୍ତା ମାନେ କହିଥିଲେ l ଦଳମତ ନିର୍ବିଶେଷରେ ଏକ ବୃହତ୍ତର ସ୍ଵାର୍ଥ ନେଇ ତଥା ଆଗାମୀ ୫୦ବର୍ଷର ବଲାଙ୍ଗିରକୁ ନେଇ ଶାଗୁଆ ବଲାଙ୍ଗିର  ସଂକଳ୍ପ ନେଉ ବୋଲି ବକ୍ତାମାନେ ମତ ରଖିଥିଲେ । ବଲାଙ୍ଗିର ଶେଷରେ ଜୟ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ l 


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like