-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   

30-Nov--0001



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର  37 ବର୍ଷୀୟ ଯୁବକ ପ୍ରମୋଦ ଦାସିଆ  ଯେ କି ଏବେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ କନେଷ୍ଟବଳ ଭାବରେ ଦୀର୍ଘ 2006 ରୁ ପ୍ରଥମେ 1ss  ପରେ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ବାହିନୀ ରେ କାର୍ଯ୍ୟ କରି ଆସୁଛନ୍ତି l ପ୍ରାୟତଃ ଆମେ  ଯେ କୌଣସି ସାପ କୁ ଦେଖିଲେ  ପ୍ରଥମେ ତାକୁ ମାରି ପକାଉ କି ତାକୁ ଚିଡାଇ  ଦେଉ, ଯେଉଁଥି ପାଇଁ  କି  ସେ ରାଗି ଯାଇ କାମୁଡି ଦିଏ ମାତ୍ର ତାହା ସେ ଡରରେ ଚୋଟ ମାରେ l କିନ୍ତୁ  ତାକୁ  ନିର୍ଭୟ ରେ ଉଚିତ୍ ସ୍ନେହ ଓ ଆଦର ଦେଲେ ସେ ମଣିଷର କିଛି କ୍ଷତି କରେ ନାହିଁ ବୋଲି ପ୍ରମୋଦ କୁହନ୍ତି ଯେ କି ପେଶାରେ ପୋଲିସ ମାତ୍ର ନିଶା ହେଉଚି ଯେତେ ବି ବିଷଧର ନାଗସାପ ଲୋକଙ୍କ ଘରେ ବାହାରିଥାଏ, ତାକୁ ନିଜର କୌଶଳ ବଳରେ ଧରିବା ଓ  ତାକୁ  ନେଇ ପୁଣି  ଜଙ୍ଗଲ ରେ ଛାଡି ଦେଇ ସାପ ଓ ମଣିଷ ଉଭୟଙ୍କୁ ରକ୍ଷା କରିବା   ପ୍ରମୋଦ ର ଏକ ବଡ଼  ଇଛା ଓ  ନିତିଦିନିଆ କାମ l ସେଥିରେ ସେ ଖୁବ ଆତ୍ମ ସନ୍ତୋଷ ଲାଭ କରନ୍ତି l  ସାପକୁ ନିଜ ହାତରେ ଧରି ସେ କେତେ ଥର ପାଣି ଓ ଖାଦ୍ୟ ମଧ୍ୟ ଖୁଆଇ ବାର ବ୍ଦେଖିବାକୁ ମିଳେ । ଦିନକୁ ଦିନ ବାୟୁ ମଣ୍ଡଳ ର ପରିବର୍ତ୍ତନ ତଥା ସାପକୁ ନେଇ ଲୋକେ ମାରି ଦେଉ ଥିବାରୁ ପ୍ରାୟତଃ ଅନେକ ପ୍ରଜାତି ର ସାପ ପୃଥିବୀ ରୁ ଲୋପ ହୋଇ ଗଲେଣି l   ଜଙ୍ଗଲ ସୁରକ୍ଷା ଲାଗି ତାଙ୍କ ର ବଂଶ  ବୃଦ୍ଧି ମଧ୍ୟ ଆଜି ସମୟରେ  ଅତି ଜରୁରୀ ବୋଲି ପ୍ରମୋଦ କୁହନ୍ତି ଓ   ଲୋକଙ୍କୁ ସଚେତନ ବି କରନ୍ତି l  ଯେତେବଳେ ଯେଉଁ  ସମୟରେ ଲୋକେ ବିପଦ ବେଳେ  ସାପ ଧରିବାକୁ  ଖବର  କରନ୍ତି ପ୍ରମୋଦ ସେଠି ତୁରନ୍ତ ପହଞ୍ଚି ସାହାଯ୍ୟ କରନ୍ତି  l ସେ ବହୁ ପୂର୍ବରୁ ଜଣେ ପଶୁ ସମ୍ପଦ ବିଭାଗ  ଉଚ୍ଚ ଅଧିକାରୀ  ଙ୍କ ଠାରୁ ଏଇ କୋଚିଂ ନେଇ ଥିଲେ , ସାପ କୁ ନ ମାରି ତାଙ୍କୁ ଭଲ ପାଇବାକୁ ମଧ୍ୟ ପ୍ରମୋଦ ସବୁବେଳେ କୁହନ୍ତି  ଏବଂ  ଏ  ସାଧାରଣ ଜନତା ଙ୍କୁ  ମାଗଣା ସେବା ସୁରକ୍ଷା ଯୋଗାଇ ସରକାର ଙ୍କ  ଆମ ପୋଲିସ ବ୍ୟବସ୍ଥା ଭଳି ଏ ସେବା  ମାଧ୍ୟମରେ  ପବ୍ଲିକ ସହିତ ସୁ -ସମ୍ପର୍କ ଯୋଡିବା ର ସୁଯୋଗ ମିଳିଛି  l ଯେମିତି ପୋଲିସ ମନୋଜ ପଣ୍ଡା ଯୋଗ ପ୍ରଶିକ୍ଷଣ, ରୋଗୀ ସେବା, ରକ୍ତ ଦାତା ଙ୍କ ପ୍ରେରଣା ଦାତା, ସ୍ୱଛତା ଓ ପରିବେଶ ସୁରକ୍ଷା ର ସଚେତନତା, ଓ  ଗୋ ସେବା  ସୁରକ୍ଷା 

ଆଦି ବିଭିନ୍ନ କ୍ଷେତ୍ର ରେ ଉତ୍ସର୍ଗୀକୃତ ସେବା  ଯୋଗାଇ ପ୍ରଶାସନ ଓ  ପବ୍ଲିକ ର ଖୁବ  ନିକଟତର ହୋଇଛନ୍ତି l ଡିଉଟି ସହିତ  ନିଜର  କିଛି ବହୁ ମୂଲ୍ୟ ସମୟ କାଢି ପୋଲିସ କର୍ମଚାରୀ  ଯିଏ ଯାହାବି  ଲୋକଙ୍କୁ  ନିସ୍ଵାର୍ଥପର  ସେବା ଦେଇଛି,  ଜନ ସାଧାରଣ ଙ୍କ ସହ ସୁ ସମ୍ପର୍କ ରଖି ପାରିଛି l ଜିଲ୍ଲା ପୋଲିସ ପ୍ରଶାସନ ର ସମ୍ମାନ ଓ  ଗୌରବ ବୃଦ୍ଧି କରିବା ରେ ତାହା ଆଜି ଖୁବ ସହାୟ ହୋଇଛି l ଆଉ ଏଭଳି ଜଣେ ଜଣେ ଭଲ ମଣିଷ ବା  କର୍ମଚାରୀଙ୍କ ଙ୍କୁ ବିଭାଗୀୟ ଉପରିସ୍ଥ ଅଫିସର  ମାନଙ୍କ  ପ୍ରେରଣା ଉତ୍ସାହ ଯୋଗୁଁ  ପୋଲିସ ବିଭାଗ ପ୍ରତି ମଧ୍ୟ ସାଧାରଣ  ଲୋକଙ୍କ ବିଶ୍ୱାସ, ଭରସା ଓ  ଭଲ ପାଇବା ବୃଦ୍ଧି ହେଉଛି  ବୋଲି ସହର ର କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like