-+91-9937148622 |

prerana_bgr@rediffmail.com |

  Tuesday 18th March 2025 |

| | | |

R.N.I. Regd No. ODIODI/2010/46693

Breaking News

ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର    (17-Mar-2025)       ||      ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   (17-Mar-2025)       ||      ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   (17-Mar-2025)       ||      ବକଟି ରେ ଧନୁଯାତ୍ରା ମହୋତ୍ସବ    (17-Mar-2025)       ||      ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   (17-Mar-2025)       ||      କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   (17-Mar-2025)       ||      ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   (17-Mar-2025)       ||      *କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   (17-Mar-2025)       ||      ୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   (17-Mar-2025)       ||      ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଉମେଶ ଜେନାଙ୍କ ଶୋକ   (17-Mar-2025)       ||      ୪୨ ମୌଜl ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ   (17-Mar-2025)       ||      ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ   (17-Mar-2025)       ||      ପ୍ରେରଣାର ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବରୁ ଆରମ୍ଭ ହେଲା ବିଭିନ୍ନ ପ୍ରତିଯୋଗିତା    (17-Mar-2025)       ||      ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ   (09-Mar-2025)       ||      ପିକଅପ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ ଦୁଇ ଗୁରୁତର   (17-Mar-2025)       ||      *ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -୨ ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ*   (17-Mar-2025)       ||      ତହଁକ ତିହାର ଉଦଯାପିତ   (17-Mar-2025)       ||     

HOME   

30-Nov--0001



ବଲାଙ୍ଗିର (ପ୍ରେରଣା ଖବର) :ଆଜି ସ୍ଥାନୀୟ ତେଲିକୋଟ ପଡା ଠାରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗୀର ର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ରାଜେନ୍ଦ୍ର ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ସତ୍ୟବନ୍ତ ବେଦବାକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆରକ୍ଷୀ ଅଧିକ୍ଷକ ବିବେକ ରଥ, ମୁଖ୍ୟବକ୍ତା ଭାବରେ ପୂର୍ବତନ ଅଧ୍ୟକ୍ଷ ତରୁଣ ମିଶ୍ର ଓ ମହିଳା ମୋର୍ଚ୍ଚା ର ସମ୍ପାଦିକା ମାଳତୀ ଉଦ୍ଗାତା ମଂଚାସୀନ ଥିଲେ l ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚ କୁ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ କସ୍ତୁରୀ ରଥ l ପରିଷଦ ଓ ଉଦେଶ୍ୟ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଅଭିନନ୍ଦନ ଓ ଜିଲ୍ଲା ସାମ୍ବାଦିକ ଧର୍ମବ୍ରତ ରଥ l ସଭା ପରିଚାଳନା କରିଥିଲେ କବି ରତ୍ନମୟ ତ୍ରିପାଠୀ l ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କପିଳ ପତି ଙ୍କୁ

ଭାଗିରଥି ନେପାକ ସାହିତ୍ୟ ସମ୍ମାନ ଓ ନୀଳମଣି ବିଶ୍ୱାଳ ଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ l  ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଗୁରୁ ଦିବସ ର ମହତ୍ୱ, ରାଧା କ୍ରିଷ୍ଣନ ଙ୍କ ଆଦର୍ଶ ଓ ଆମେ କିପରି ଭଲ ମଣିଷ ହେବା ସେ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇ ଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ପରିଷଦ ର ସମ୍ପାଦକ ଦିବାକର ହୋତା l ଏହି ସଭାରେ ଅନେକ ସାହିତ୍ୟ ପ୍ରେମୀ, ଶିକ୍ଷକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର   17-Mar-2025
  ଜିଲ୍ଲା  
ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ଜିଲ୍ଲା  
ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   17-Mar-2025
  ରାଜ୍ୟ  
ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   17-Mar-2025
  ଜିଲ୍ଲା  
ବକଟି ରେ ଧନୁଯାତ୍ରା ମହୋତ୍ସବ   17-Mar-2025
  ଜିଲ୍ଲା  
ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   17-Mar-2025
  ଜିଲ୍ଲା  
କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   17-Mar-2025
  ଜିଲ୍ଲା  
ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   17-Mar-2025
  ଜିଲ୍ଲା  
*କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   17-Mar-2025
  ଜିଲ୍ଲା  
୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   17-Mar-2025

You Might Also Like