-+91-9937148622 |
prerana_bgr@rediffmail.com |
Friday 20th May 2022 |
R.N.I. Regd No. ODIODI/2010/46693
Breaking News
19-Dec-2020
ମନ ର କଥାକେ କବିତା ଭିତରେ, କବିତା ଥି ସମିଆର ଭାବ କେ ଖୋବ ଗୁହେର ହିସାବେ କହି ପାରଲା ଝନେ କବି ହେଉଛନ୍ ସନ୍ଦୀପ କୁମାର କୁଅଁର। ମାନକ ଓଡ଼ିଆ ଆର କୋଶଲୀ ଭାଷାନେ ତାକର ଖୋବ ଟେ କବିତା ଆଏଜତକ ଛପା ହେଇଛେ ଭିନ୍ ଭିନ୍ ପତରିକାରେ। ତାକର କବିତା ସଙ୍କଲନ "ମହୁଘରା" ଥି କବିତା ପଢ଼ଲା ଲୋକମାନେ ତାକର କବିତା ଭିତରେ ନୁରି ପାଏବେ ସମିଆର ଧାରେ ବୁହି ଯାଉଥିବାର ଅନୁଭବ ଆର ସପନ। ଭାବନା ମାନେ ପରଛା ହେଇ ଫୁଟିଛନ ତାକର କବିତାଥି।
ଆସୁନ ସୁନମା କବି ସନ୍ଦୀପ କୁମାର କୁଅଁର ଙ୍କର କବିତା ।