-+91-9937148622 |

prerana_bgr@rediffmail.com |

  Friday 20th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||      ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   (19-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   (19-Nov-2026)       ||      *ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ଅନୁଭୂତିରେ ଶ୍ରୀ ଗୋପାଳ ଜୀ   (19-Nov-2026)       ||      *ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   (19-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||     

HOME   ଜିଲ୍ଲା

*ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*

19-Nov-2026



ବରପାଲି ,(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା  ଅଦ୍ୟ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବାରଗୁଡ଼ା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଢାଲେଶ୍ବର ସାହୁ ଏବଂ ସତଲମା ବାଳିକା ସ୍କୁଲ ର ବିଜ୍ଞାନ ଶିକ୍ଷକ ହିତାଂଶୁ ଶେଖର ସାହୁ ଅତିଥି ତଥା ବିଚାରକ ଭାବରେ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀ ରେ ମୋଟ ୩୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ବିଚାରକ ମାନଙ୍କ ଦ୍ବାରା ମୂଲ୍ଯାୟନ କରାଯାଇଥିଲା ।  ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଢାଲେଶ୍ବର ସାହୁ, ହିତାଂଶୁ ଶେଖର ସାହୁଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଅଚ୍ୟୁତାନନ୍ଦ ନାୟକ ଓ କଳାକାନ୍ତ ଭୋଇ ମଞ୍ଚାସୀନ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଜୁନିଅର ବିଭାଗରେ ଆୟୁଷ୍ମାନ ଭୋଇ ପ୍ରଥମ, ବିପ୍ଳବ ବାଗ ଦ୍ବିତୀୟ ଓ ବିଷ୍ଣୁଦେବ  ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବିଭାଗରେ ଅଙ୍କିତ ପୋଢ ପ୍ରଥମ, ରତି ନାଏକ ଦ୍ବିତୀୟ ଏବଂ  ସୁଇଟି ବୁଡେକ ଓ ରିଷିକାନ୍ତ ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଭୋଇ, ଦିପ୍ତୀମୟୀ ଭୋଇ, ତୃପ୍ତିମୟୀ ଖମାରି, ମିନତୀ ମାଝୀ ଓ ବର୍ଷା ପଧାନ ସହଯୋଗ କରିଥିବାବେଳେ ଶିକ୍ଷକ ସୁଶାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   19-Nov-2026
  ଜିଲ୍ଲା  
*ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   19-Nov-2026
  ଜିଲ୍ଲା  
ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   19-Nov-2026
  ଜିଲ୍ଲା  
*ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ଅନୁଭୂତିରେ ଶ୍ରୀ ଗୋପାଳ ଜୀ   19-Nov-2026
  ଜିଲ୍ଲା  
*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ   18-Nov-2026
  ଜିଲ୍ଲା  
ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   18-Nov-2026

You Might Also Like