-+91-9937148622 |

prerana_bgr@rediffmail.com |

  Friday 20th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||      ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   (19-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   (19-Nov-2026)       ||      *ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ଅନୁଭୂତିରେ ଶ୍ରୀ ଗୋପାଳ ଜୀ   (19-Nov-2026)       ||      *ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   (19-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||     

HOME   ଜିଲ୍ଲା

*ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-

19-Nov-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲାରେ  ଜନଗଣନା ୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପୁରୁଣା ମେଡିକାଲ୍ ସଭା ଗୃହ ଠାରେ ଆରମ୍ଭ ହୋଇଯାଇଛି।  ୧୮  ତାରିଖ ରୁ ୨୦ ତାରିଖ ତିନି ଦିନ ଯାଏ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ର ଦ୍ୱିତୀୟ ଦିବସ ରେ ପହଞ୍ଚିଥିଲେ ସମ୍ବଲପୁର ରାଜସ୍ୱ କମିସନର ଓ ଜନ ଗଣନା କାର୍ଯ୍ୟ କଳାପ , ଉଦ୍ଦେଶ୍ୟ, ବ୍ରିଟିଶ ସମୟର ରୁ ଜନ ଗଣନା ର ଇତିହାସ ଏଵଂ ଏ ସେନ୍ସଂସ କେତେ ଗୁରୁତ୍ୱ ତା ଉପରେ ବୁଝାଇଥିଲେ l ଜିଲ୍ଲାର ସମସ୍ତ ଚାର୍ଜ ରୁ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକ ତାଲିମ୍ କେନ୍ଦ୍ର ରେ ଯୋଗ ଦେଇଥିଲେ l ମାଷ୍ଟର ଟ୍ରେନର ଭାବେ ଡ଼ଃ ସୋମ୍ୟାରୁପା ରଥ , ଉପଜିଲ୍ଲାପାଳ, ସୋନପୁର ଓ ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ, ତହସିଲଦାର, ବୀରମହାରାଜପୁର ଏହି ତାଲିମ୍ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନ ଉତ୍ତର ମାଧ୍ଯମରେ ଖୁବ୍ ସୁନ୍ଦର ଭାବେ  ତାଲିମ୍ ପ୍ରଦାନ କରୁଛନ୍ତି । ତ୍ରୁଟି ପୂର୍ଣ୍ଣ ଭାବେ ଆତ୍ମ ବିଶ୍ୱାସ ର ସହ କାମ କରିବେ କ୍ଷେତ୍ର ପ୍ରଶିକ୍ଷକ ବୋଲି ଉପ ଜିଲ୍ଲାପାଳ ଡଃ ରଥ ମତ ରଖି ପ୍ରଥମେ ସ୍ଵ ଗଣନା ହେବ ଜାନୁଆରୀ ୧୦ ରୁ ୨୪ ଯାଏ ୧୬୦୦ ଏନୁମେରେଟର ବ୍ଲକ କୁ ଯିବେ, ଓ ଜାନୁୟାରୀ ୨୫ ରୁ ୨୮ ଯାଏ  ଏନୁମିନେଟର ଘର କୁ ଘର ବୁଲି ଜନ ଗଣନା କରିବେ ବୋଲି କହିଥିଲେ l ୨୦୧୧ ଠାରୁ ଏ ପର୍ଯ୍ୟନ୍ତ ଜନ ଗଣନା ହୋଈ ପାରି ନାହିଁ ଏଣୁ ପ୍ରଥମ ଥର ପାଇଁ ଜାତି ଗଣନା କରା ଯାଇଛି ଯା ଦ୍ଵାରା କି ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ ବୋଲି ଡ଼ଃ ରଥ ମିଡିଆ ଙ୍କୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ  ଅନିରୁଦ୍ଧ ପ୍ରଧାନ, ସୁବର୍ଣ୍ଣପୁର, ସହକାରୀ ଜିଲ୍ଲାପାଳ, ଜନଗଣନା ଶାଖା, ସୁବର୍ଣ୍ଣପୁର ଶ୍ରୀ ଆଜାଦ୍ କୁମାର ସାହୁ, ଜନଗଣାନା ନିର୍ଦେଶାଳୟ ରୁ ନିଯୁକ୍ତ ଜିଲ୍ଲା କୋ କୋଡ଼ିନେଟର ଶ୍ରୀ ଶିଭମ ଜୟସ୍ବାଲ , ଶ୍ରୀ ଆକାଶ ସାହୁ, ସମସ୍ତ ଚାର୍ଜ ଅଫିସର, ଫିଲ୍ଡ ଟ୍ରେନର ଉପସ୍ଥିତ ଥିଲେ ।   ଏଥିରେ ଫିଲ୍ଡ ଟ୍ରେନର ମାନଙ୍କୁ  ଏନୁ ମେରେଟର ଓ ସୁପର୍ ଭାଇଜର ମାନଙ୍କୁ କିପରି କାର୍ଯ୍ୟ କରିବାକୁ ହେବ ସେ ପ୍ରଣାଳୀ ସମ୍ପର୍କରେ ତାଲିମ୍ ପ୍ରଶିକ୍ଷଣ ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   19-Nov-2026
  ଜିଲ୍ଲା  
*ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   19-Nov-2026
  ଜିଲ୍ଲା  
ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   19-Nov-2026
  ଜିଲ୍ଲା  
*ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ଅନୁଭୂତିରେ ଶ୍ରୀ ଗୋପାଳ ଜୀ   19-Nov-2026
  ଜିଲ୍ଲା  
*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ   18-Nov-2026
  ଜିଲ୍ଲା  
ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   18-Nov-2026

You Might Also Like