-+91-9937148622 |

prerana_bgr@rediffmail.com |

  Friday 20th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||      ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   (19-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   (19-Nov-2026)       ||      *ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ଅନୁଭୂତିରେ ଶ୍ରୀ ଗୋପାଳ ଜୀ   (19-Nov-2026)       ||      *ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   (19-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ    (18-Nov-2026)       ||      ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   (18-Nov-2026)       ||      ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ(ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଅନନ୍ୟ)   (18-Nov-2026)       ||      ବିନିକା ଏନଏସିରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତାପାଇଁ ରଖାଯାଇଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି   (18-Nov-2026)       ||      ସମ୍ଭାବ୍ୟ ବାତ୍ୟା ‘ଅକଓ୍ୱାନ’ ମୁକାବିଲା ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି♦️ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍ କ୍ୱାର୍ଟର ନ ଛାଡିବାକୁ ନିର୍ଦେଶ   (18-Nov-2026)       ||      ଦୁଲଦୁଲି ୨୦୨୭’ ପାଇଁ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ   (18-Nov-2026)       ||      କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?    (18-Nov-2026)       ||      ସପ୍ତାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା   (18-Nov-2026)       ||      ବିଚ ରାସ୍ତାରେ ଯୁବକକୁ ଗୁଳିମାରି ହତ୍ୟା,ଦୁର୍ବୁର୍ତ୍ତ ଫେରାର I   (18-Nov-2026)       ||      ବଲାଙ୍ଗିର ମାଟିର ପୁଅ ସତ୍ୟବାନ ନାଗ ଙ୍କ ବିଶ୍ୱ ରେକର୍ଡ ଯାତ୍ରା, ସମ୍ବଲପୁର ମହୋତ୍ସବରେ ଲେଖିଲେ ନୂଆ ଅଧ୍ୟାୟ   (18-Nov-2026)       ||     

HOME   ଜିଲ୍ଲା

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026

19-Nov-2026



(ମନୋରଞ୍ଜନ ତ୍ରିପାଠୀ )
ଓଡିଶା ଆଦର୍ଶ ବିଦ୍ୟାଳୟ ପିପିଲିପାଲି ସୋନପୁର 
ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ସୋନପୁର ତରଫରୁ ବ୍ଲକ୍ ସ୍ତରୀୟ ଆଖି ପରୀକ୍ଷା ଶିବିର
(ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି  ଯୋଜନା)
 ଅନୁଷ୍ଠିତ ହୋଇ ଯାଇଛି| ଏଥିରେ ବ୍ଲକର 3 ଗୋଟି କ୍ଲଷ୍ଟର ର ମୋଟ 208 ଜଣ ଛାତ୍ର ଛାତ୍ରୀଙ୍କ ଆଖି ପରୀକ୍ଷା କରାଯାଇଥିଲା| ମୋଟ 136 ଜଣକୁ ଚଷମା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଗଲା ଓ 09 ଜଣକୁ ଉତ୍ତମ ଚିକିସ୍ରା ପାଇଁ ରେଫର୍ କରାଗଲା|
ଜିଲ୍ଲା ହସ୍ପିଟାଲ ଓ ତ୍ରିଲୋଚନ ନେତ୍ରାଲୟ, ବଲାଙ୍ଗୀର ର ଡାକ୍ତର ମାନେ ଆସି ପରୀକ୍ଷା କରିଥିଲେ।  
ଡ. ଉଷାରାଣୀ ଦାସ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ,ସୁବର୍ଣ୍ଣପୁର, ଡ. ପୂଜାଶ୍ରି ମିଶ୍ର,ମେଡିକାଲ ଅଫିସର , ସି ଏଚ ସି , ନାଇକେନ୍ ପାଳି, ଆର ବି ଏସ କେ,ମ୍ୟାନେଜର , ସୁବର୍ଣ୍ଣପୁର କାର୍ଯ୍ୟକ୍ରମକୁ  ପରିଦର୍ଶନ କରିଥିଲେ | ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନାଇକେନ୍ ପାଳି  ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ସୋନପୁର ର ,ସି ଆର ସି ସି ଗଡା଼ଭିତର, ସି ଆର ସି ସି ମଲ୍ଲିକମୁଣ୍ଡା ରଞ୍ଜନ କୁମାର ବୁଡ଼େକ, ସି ଆର ସି ସି  ଜନମୁରା ରିଚପାଲ ମେହେର , ମିଳନ କୁମାର ଷଡ଼ଙ୍ଗୀ ଗୋଷ୍ଠୀ ସମ୍ବଳ ଶିକ୍ଷକ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ବିଭିନ୍ନ କର୍ମକର୍ତା ସହଯୋଗ କରିଥିବା ବେଳେ ,ରଞ୍ଜନ କୁମାର ସା ଗୋଷ୍ଠୀ ସମ୍ବଳ ଶିକ୍ଷକ କାଯ୍ୟକ୍ରମକୁ ପରିଚାଳନା କରିଥିଲେ|


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   19-Nov-2026
  ଜିଲ୍ଲା  
*ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   19-Nov-2026
  ଜିଲ୍ଲା  
ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ପଣ୍ଡାକିଟାଲରେ ସିଆରଏଫଏମ ରବି ୨୦୨୬-୨୭ ଚାଷୀ ସଚେତନତା କାର୍ଯ୍ୟକ୍ରମ   19-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା 2026   19-Nov-2026
  ଜିଲ୍ଲା  
*ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - *ପ୍ରଥମ ଥର ଜାତିଗତ ଭାଷାଗତ ଉପରେ ଚିହ୍ନଟ ହୋଇ ପାରିବ*- *ଉପ ଜିଲ୍ଲାପାଳ*-   19-Nov-2026
  ଜିଲ୍ଲା  
ଅନୁଭୂତିରେ ଶ୍ରୀ ଗୋପାଳ ଜୀ   19-Nov-2026
  ଜିଲ୍ଲା  
*ଡୋଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ କଳା ଓ ସାହିତ୍ୟ ସମହୋତ୍ସବ ଅନୁଷ୍ଠିତ*   19-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ପଞ୍ଚମ ଦିବସ   18-Nov-2026
  ଜିଲ୍ଲା  
ଯୁବକକୁ ଗୁଳି କରି ହତ୍ୟା, ଲୋକେ ଆତଙ୍କିତ   18-Nov-2026

You Might Also Like