-+91-9937148622 |

prerana_bgr@rediffmail.com |

  Friday 27th November 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    (27-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   (27-Nov-2026)       ||      ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   (26-Nov-2026)       ||      ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   (26-Nov-2026)       ||      ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||     

HOME   ରାଜ୍ୟ

ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?

30-Mar-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ )  ଜିଲ୍ଲାର  ଦାଦନ ଚାଲାଣର ଏକ ପ୍ରମୁଖ ପୀଠ ବେଲପଡା ବ୍ଲକ୍ ର ଘାଗୁର୍ଲି ପଞ୍ଚାୟତର ଗ୍ରାମସାଥୀ ଥିବା ଜଣେ ଗରିବ ଶ୍ରେଣୀର କ୍ଷୁଦ୍ରଚାଷୀ ପର୍ଲିମାଲ୍ ରାଜସ୍ବ ସର୍କଲ୍ ଅନ୍ତର୍ଗତ ଘାଗୁର୍ଲି-ଗମ୍ଭାରୀ ରାସ୍ତା ପାର୍ଶ୍ବର ପତ୍ରାଜଙ୍ଗଲ ଭିତରେ ନିଜର କିଛି ଜମି ଥିବା ଦର୍ଶାଇ ଉକ୍ତ ଜଙ୍ଗଲଜମିରେ ରାସ୍ତା ଜବରଦଖଲ କରି ଏକ ବଡ କୁକୁଡା ଫାର୍ମ ସହିତ ପାମ୍ ଅଏଲ୍ ଚାରା ଉତ୍ପାଦନ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ 'ମୁଖ୍ଯମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'ରେ କୁକୁଡା ଚାଷ ପାଇଁ  ୨ କୋଟି ୩୫ ହଜାର ଟଙ୍କାର ଏବଂ ପାମ୍ ଅଏଲ୍ ଚାରା ଉତ୍ପାଦନ ପାଇଁ ବ୍ୟାଙ୍କ ଋଣ ସହାୟତା ମିଳିଛି । ତେବେ ଏହା ଲୋକଙ୍କର ସନ୍ଦେହ ସୃଷ୍ଟି କରିଛି । 

ଜନସାଧାରଣଙ୍କ ଅଭିଯୋଗରୁ ପ୍ରକାଶ ଯେ, ଏହି ବ୍ଲକର ଗ୍ରାମସୀଥୀମାନେ ମନରେଗାର ସୋକ୍ ପିଟ୍ ଟଙ୍କା ହଡପ କରି ମାଲାମାଲ୍ ହୋଇଯାଇଥିବା ପରିପ୍ରେକ୍ଷୀରେ ଉକ୍ତ ଗ୍ରାମସାଥୀ ଜଣକ ମଧ୍ଯ ସରପଞ୍ଚ ଓ ବ୍ଲକ୍ ଅଧିକାରୀଙ୍କୁ ହାତ କରି ବଙ୍ଗାଳୀ ଠିକାଦାର ଲଗାଇ ପ୍ରତି ଗ୍ରାମର ହିତାଧିକାରୀଙ୍କ ବାସନମଜା ଜାଗାରେ ସୋକ୍ ପିଟ୍ ପିଛା ସାଢେ ୭ ହଜାରରୁ ହଜାର ହଜାର ଟଙ୍କାର ବାଟମାରଣା କରିଆସିଥିଲେ। ଏହି ସମ୍ବଳରେ ଉଦ୍ଦେଶ୍ଯମୂଳକ ଭାବେ ପତ୍ନୀଙ୍କ ନାମରେ କିଛି ଜଙ୍ଗଲ ସଂଲଗ୍ନ ଜମି କିଣି  ରାଜନେତା ଓ ବ୍ୟାଙ୍କ ଏବଂ ବିଭିନ୍ନ ଜଙ୍ଗଲ,  ଉଦ୍ୟାନ ବିଭାଗ, ପଶୁପାଳନ ବିଭାଗ ଓ ପାମ୍ ତେଲ ଚାଷ କରାଉଥିବା କମ୍ପାନୀର ଅଧିକାରୀଙ୍କୁ ଧରାଧରି କରି ଏଭଳି କୋଟି କୋଟି ଟଙ୍କାର ସମନ୍ଵିତ ଫାର୍ମ କରିବାରେ ସଫଳ ହୋଇଥିବା କୁହାଯାଉଛି । ଏ  ସମ୍ପର୍କରେ ଉକ୍ତ ଫାର୍ମ ଓ ଉକ୍ତ ଗ୍ରାମସାଥୀ ବନାମ ଚାଷୀ ନବୀନ ଚଣ୍ଡୀଙ୍କ ଘାଗୁର୍ଲି ସ୍ଥିତ ଘରକୁ ଯାଇ ପଚାରିଥିବା ସତ୍ତ୍ବେ, ସେ ଫୋନ୍ ରେ ଅଳ୍ପ କଥା ହୋଇ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିବା ସହ ଧରାଛୁଆଁ ଦେଇ ନ ଥିବାରୁ ଏଥିରେ କିଛି ହେରଫେର ରହିଥିବାର ସନ୍ଦେହ ହେଉଛି । ଏଣୁ ଏହି ବେଲପଡା ବ୍ଲକର ପଞ୍ଚାୟତ ଗୁଡିକରେ ମନରେଗାର ଉକ୍ତ ସୋକ୍ ପିଟ୍ ଦୁର୍ନୀତି ଓ ଏତାଦୃଶ ଉଠିଥିବା ଜଙ୍ଗଲ ଜମି ଜବରଦଖଲ ବା ଅନୁଚିତ ବ୍ୟାଙ୍କ୍ ଋଣ ଅନୁଗ୍ରହ ଇତ୍ୟାଦିର ଏକ ଭିଜିଲାନ୍ସ ତଦନ୍ତ କରାଯିବାକୁ ସ୍ଥାନୀୟ ଲୋକେ ସରକାରଙ୍କ ଠାରେ ଦାବି କରନ୍ତି ।


News Comment




Photo in News

Advertisment
Lastest News
ପିଏମ୍ ଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ଖେଳପଡ଼ିଆ ଠାରେ ଦୁଇ ଦିନିଆ ଆଥିଲେଟିକ୍ ମିଟ୍    27-Nov-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ   27-Nov-2026
  ଜିଲ୍ଲା  
ସମ୍ବଲପୁର ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ   26-Nov-2026
  ଜିଲ୍ଲା  
ସୁନ୍ଦରଗଡ଼ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ   26-Nov-2026
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026

You Might Also Like