-+91-9937148622 |

prerana_bgr@rediffmail.com |

  Thursday 26th November 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଲଷ୍ମୀ ଙ୍କ ଘରେ ଘରେ ପୂଜା    (26-Nov-2026)       ||      ୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   (26-Nov-2026)       ||      *ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   (26-Nov-2026)       ||      ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   (26-Nov-2026)       ||      *ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   (26-Nov-2026)       ||      ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   (26-Nov-2026)       ||      ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   (26-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   (26-Nov-2026)       ||      ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   (26-Nov-2026)       ||      ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର    (26-Nov-2026)       ||      ବେଲପଡା: ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ    (26-Nov-2026)       ||      ୭ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ   (26-Nov-2026)       ||      *ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି*   (26-Nov-2026)       ||      ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା କ୍ଷେତ୍ରରେ ରହିଛି ଅସୀମ କ୍ୟାରିୟର ସୁଯୋଗ   (26-Nov-2026)       ||      ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ   (26-Nov-2026)       ||      ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||     

HOME   ଜିଲ୍ଲା

ମା ଲଷ୍ମୀ ଙ୍କ ଘରେ ଘରେ ପୂଜା

26-Nov-2026



ବିନିକା(ହିମାଂଶୁ ଶେଖର ପୁଟେଲ)ମାର୍ଗଶିର ମାସ ଆସିଲେ ପଲ୍ଲୀ ଠାରୁ ସହର ସବୁଠି ସମସ୍ତଙ୍କର ଘରେ ଏକ ସ୍ୱତନ୍ତ୍ର ଭକ୍ତିମୟ ପରିବେଶ ସୃଷ୍ଟି ହୁଏ। ପ୍ରତି ଗୁରୁବାର ଦିନ ମା' ଲକ୍ଷ୍ମୀଙ୍କୁ ଆବାହନ କରି ଘରର ମହିଳାମାନେ ନିଷ୍ଠାର ସହ ପୂଜା କରନ୍ତି। ଏହାକୁ ମାର୍ଗଶିର ଗୁରୁବାର ବା ମାଣ ବସା ଗୁରୁବାର କୁହାଯାଏ।
ପୌରାଣିକ କଥା ଅନୁସାରେ, ମା' ଲକ୍ଷ୍ମୀ ଧନ,ଐଶ୍ୱର୍ଯ୍ୟ, ସୁଖ-ସମୃଦ୍ଧି ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ। ମାର୍ଗଶିର ମାସ ହେଉଛି ଧାନ ଅମଳର ମାସ। ନୂଆ ଧାନ ଘରକୁ ଆସେ, ଚାଷୀ ଘରେ ଖୁସିର ଲହରୀ ଖେଳେ। ଏହି ସମୟରେ ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କଲେ ଘରେ ଧନ-ଧାନ୍ୟ ଭରି ରହେ ବୋଲି ବିଶ୍ୱାସ ରହିଥିବାରୁ ମାଁ ମାନେ ଭୋର୍ ସକାଳରୁ ସ୍ନାନ ସାରି ମାଁ ଲକ୍ସମିଙ୍କ ପୂଜାରେ ଲାଗି ପଡ଼ନ୍ତି । ପ୍ରସିଦ୍ଧ କଥା ଅନୁସାରେ, ଥରେ ମା' ଲକ୍ଷ୍ମୀ ଚଣ୍ଡାଳୁଣୀ ଶ୍ରୀୟାଙ୍କ ଘରକୁ ଯାଇଥିବାରୁ ତାଙ୍କ ଭାଇ ବଳରାମ ରାଗି ଯାଇ ତାଙ୍କୁ ମନ୍ଦିରରୁ ବାହାର କରି ଦେଇଥିଲେ। ସେତେବେଳେ ମା' ଲକ୍ଷ୍ମୀ କହିଥିଲେ, ଭକ୍ତି ଆଗରେ ଜାତି-ଧର୍ମର ଭେଦ ନାହିଁ। ଯେଉଁ ଘରେ ଭକ୍ତି,ପବିତ୍ରତା ଓ ପରିଷ୍କାର ପରିଚ୍ଛନ୍ନତା ଥାଏ, ସେହି ଘରେ ମୁଁ ବାସ କରେ। ସେଥିପାଇଁ ମାର୍ଗଶିର ମାସରେ ଘରେ ଘରେ ମା'ଙ୍କୁ ଆବାହନ କରାଯାଏ । ପୂଜାରେ ଜାତି,ଧର୍ମ ନିର୍ବିଶେଷରେ ସମସ୍ତେ ମା'ଙ୍କୁ ପୂଜା କରିଥାନ୍ତି।ମା' ଲକ୍ଷ୍ମୀ କେବଳ ଧନ ନୁହଁନ୍ତି,ସେ ସଂସାରର ସୁଖ,ଶାନ୍ତି ଓ ସୁସ୍ଥତା ଦିଅନ୍ତି।ଯାହାକି ଏହି ପୂଜା ଘରର ମହିଳାଙ୍କୁ ସମ୍ମାନ ଦେଇଥାଏ,କାରଣ ଘରର ଲକ୍ଷ୍ମୀ ହେଉଛନ୍ତି ନାରୀ।ମହିଳା ମାନେ ଏହି ଦିନ ସକାଳୁ ଘର ଦ୍ୱାର ଲିପାପୋଛା କରି,ଚିତା ପକାଇ ପଦ୍ମ ପାଦ ଅଙ୍କା ଯାଏ। ମାଣରେ ନୂଆ ଧାନ ଭର୍ତ୍ତି କରି ତା' ଉପରେ ମା'ଙ୍କ ପ୍ରତିମା ବା ଘଟ ସ୍ଥାପନ କରାଯାଏ। ଫୁଲ, ଚନ୍ଦନ,ସିନ୍ଦୂର,ଦୀପ ଓ ଧୂପ ଦେଇ ପୂଜା କରାଯାଏ। ମଣ୍ଡା ପିଠା,ଖିରି,ଫଳ ଭୋଗ ଲଗାଯାଏ। ଲକ୍ଷ୍ମୀ ପୁରାଣ ପାଠ କରାଯାଏ। ସନ୍ଧ୍ୟାରେ ଘରର ସମସ୍ତେ ମିଶି ଆରତି କରନ୍ତି।
ଏହି ପୂଜା କେବଳ ଏକ ପରମ୍ପରା ନୁହେଁ,ଏହା ଓଡ଼ିଆ ସଂସ୍କୃତିର ପରିଚୟ। ଘରେ ଶାନ୍ତି ରହୁ,ସମସ୍ତେ ମିଳିମିଶି ରହୁନ୍ତୁ, ଏହାହିଁ ମା' ଲକ୍ଷ୍ମୀଙ୍କ ପୂଜାର ଆଶୟ ବୋଲି ବିଶ୍ୱାସ ରହିଛି।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଗଶିର ମାସ ପ୍ରଥମ ଗୁରୁବାର ଠାରୁ ମାସର ସମସ୍ତ ଗୁରୁବାର ସାରା ବିନିକା ଅଞ୍ଚଳରେ ମାଁ ଲକ୍ସମୀଙ୍କ ପୂଜା ମହା ଆଡ଼ମ୍ବରରେ ମହିଳା ମାନେ ଘରେ ଘରେ ପାଳନ କରୁଥିବା ଦେଖିବାକୁ ମିଳୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଲଷ୍ମୀ ଙ୍କ ଘରେ ଘରେ ପୂଜା   26-Nov-2026
  ଅପରାଧ  
୮ ଲକ୍ଷ ଟଙ୍କା ଚୋରି ଅଭିଯୋଗ ମିଛ! ସେଲୁନ୍ ମାଲିକଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି, ୨ ଅଭିଯୁକ୍ତ ଗିରଫ   26-Nov-2026
  ଜିଲ୍ଲା  
*ଚନ୍ଦାହାଣ୍ଡିରେ ସମ୍ବିଧାନ ଦିବସ ପାଳିତ*   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର; ଯୋଗଦେବେ ୧୦ ଟି ବିଭାଗର ବିଶେଷଜ୍ଞ ଡାକ୍ତର   26-Nov-2026
  ଜିଲ୍ଲା  
ଜନ କଲ୍ୟାଣ ପାଠାଗାର, ଧାନଘରା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ   26-Nov-2026
  ଜିଲ୍ଲା  
*ହୋମିଓପ୍ୟାଥିକ ସ୍ବାସ୍ଥ୍ୟ ସେବା ଶିବିର*   26-Nov-2026
  ଜିଲ୍ଲା  
ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ହରିଶଙ୍କର ରେଳଲାଇନ ସ୍ୱତନ୍ତ୍ରପ୍ରକଲ୍ପ ଘୋଷଣା   26-Nov-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ   26-Nov-2026
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଫାଇନାଲ ମ୍ୟାଚ, ସମ୍ବଲପୁର ଆଶିଷ ଏକାଦଶ ବିଜୟ   26-Nov-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ   26-Nov-2026
  ଜିଲ୍ଲା  
ବରଗଡ଼ ପୁସ୍ତକ ମେଳା ମଞ୍ଚରେ ଉନ୍ମୋଚିତ ହେଲା ମିଟ୍‌ର ବାର୍ଷିକ କ୍ୟାଲେଣ୍ଡର   26-Nov-2026

You Might Also Like