-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ରାଜ୍ୟ

କଲ୍ୟାଣ ମଣ୍ଡପ ପୁନଃକାର୍ଯ୍ୟକ୍ଷଣ ପାଇଁ କଂଗ୍ରେସର ଆନ୍ଦୋଳନ

22-Sep-2025



ବଲାଙ୍ଗିର(ପ୍ରେରଣା ଖବର)- ନରସିଂହ ମିଶ୍ର ଆଇନ ମନ୍ତ୍ରୀ ଥିବା ବେଳେ ଦେବାତ୍ତୋର ପାଣ୍ଠି ରୁ ବଲାଙ୍ଗିର ସମ୍ବଲପୁର ରୋଡ ସ୍ଥିତ ଲୋକନାଥ ମନ୍ଦିର ନିକଟରେ ଏକ କଲ୍ୟାଣ ମଣ୍ଡପ ସ୍ଥାପନ କରାଯାଇଥିଲା । ସେ ସମୟରେ ଏହା ଥିଲା ବଲାଙ୍ଗିର ର ପ୍ରଥମ କଲ୍ୟାଣ ମଣ୍ଡପ । ସହରର ନିମ୍ନ ମଧ୍ୟ ଆୟବିତ୍ତ ଲୋକଙ୍କର ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ଏହି କଲ୍ୟାଣ ମଣ୍ଡପ ପ୍ରାୟତଃ ବ୍ୟସ୍ତ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ଷଡଯନ୍ତ୍ର କରି ଏହି କଲ୍ୟାଣ ମଣ୍ଡପକୁ ଲୋକଙ୍କ ବ୍ୟବହାର ପାଇଁ ବାରଣ

କରାଯାଇଛି । ଏହି କଲ୍ୟାଣ ମଣ୍ଡପର ପରିଚାଳନା ଯେହେତୁ ଦେବୋତ୍ତର ବିଭାଗ ଅଧିନରେ ଅଛି, ଏହି ବିଭାଗର କର୍ମଚାରୀ ଙ୍କ ମନମୁଖି କାରବାର ତଥା ଦୁର୍ନୀତିକୁ ଲୁଚାଇବା ପାଇଁ ଦେବୋତ୍ତର ବିଭାଗ ଏହାର ପୁନଃ କାର୍ଯକ୍ଷମ ଦିଗରେ  ଅନେକ ଅନୁରୋଧ ସତ୍ୱେ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ଆଜି ବଲାଙ୍ଗିର ନଗର କଂଗ୍ରେସ ତରଫରୁ ଏହି କଲ୍ୟାଣ ମଣ୍ଡପର ପୁନଃ କାର୍ଯ୍ୟକ୍ଷମ ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋପ ସମୟରେ କଂଗ୍ରେସ ଦଳ ତରଫରୁ ବକ୍ତବ୍ୟରେ କୁହାଯାଇଥିଲା ଯେ ସହର ମଧ୍ୟରେ ଆଜି ମଧ୍ୟ ବହୁ ସଂଖ୍ୟାରେ ନିମ୍ନ ଆୟ ବର୍ଗର ଲୋକ ରହୁଛନ୍ତି । ବାସଗୃହ ନିର୍ମାଣ ଯୋଗୁଁ ସହର ମଧ୍ୟରେ ଆଉ ସାମାଜିକ କି ବୈବାହିକ କାର୍ଯ୍ୟକ୍ରମ ପାଇଁ ଖାଲି ଜାଗା ନାହିଁ । ଏପରି ସ୍ଥଳେ ଏହି କଲ୍ୟାଣ ମଣ୍ଡପକୁ ଷଡଯନ୍ତ୍ର କରି ବନ୍ଦ କରି ଦିଆଯାଇ ଥିବାରୁ ସହରର ସାଧାରଣ ଲୋକେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ଅନେକ ଅସୁବିଧା ଭୋଗ କରିବା ସହ ଘରୋଇ ଜାଗାରେ ସେ ସବୁର ଆୟୋଜନ ପାଇଁ ଅନେକ ଆର୍ଥିକ କ୍ଷତି ସହୁଛନ୍ତି । ଆହୁରି ମଧ୍ୟ ୩୨ ବର୍ଷରୁ ଉର୍ଦ୍ଧ୍ୱ ଏହି କଲ୍ୟାଣ ମଣ୍ଡପ ଭିତ୍ତି ଓ ତାର ଢାଞ୍ଜା ଆଜି ବି ମଜବୁତ ଅଛି । ଯାହାକି ଏହି କଲ୍ୟାଣ ମଣ୍ଡପ ଆଗାମୀ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା ଯୋଗାଇ ପାରିବ ବୋଲି କଂଗ୍ରେସ ନେତୃବୃନ୍ଦ ନିଜ ବକ୍ତବ୍ୟରେ କହିଛନ୍ତି । ନଗର କଂଗ୍ରେସ ତରଫରୁ ଏହା ମଧ୍ୟ ଦାବି କରାଯାଇଛି ଯେ ବିଗତ ଦିନରେ ଏହାର ପରିଚାଳନା ରେଁ ହୋଇଥିବା ଆର୍ଥିକ ଦୁର୍ନିତିର ଅନୁସନ୍ଧାନ କରି ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ । ଆଜିର ବିକ୍ଷୋଭ ସମାବେଶରେ ଏହି କଲ୍ୟାଣ ମଣ୍ଡପର ମରାମତି, ସୌନ୍ଦର୍ଯ୍ୟକରଣ ଓ ପୁନଃ କାର୍ଯ୍ୟକ୍ରମ କରାଯିବା ପାଇଁ ଗୋଟିଏ ମାସ ସମୟସୀମା ଦିଆଯାଇଛି । ଯଦି ଏହାର ମାସିଏ ଭିତରେ ସକାରତ୍ମକ ଫଳାଫଳ ନ ମିଳେ ତେବେ ନଗର କଂଗ୍ରେସ ସହରର ଛାତ୍ର, ଯୁବକ, କୃଷକ, ଶ୍ରମିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଏବଂ ନାଗରିକ ସମାଜକୁ ନେଇ ଏକ ବିରାଟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ନେସଲା ପାତ୍ରଙ୍କୁ ପ୍ରଦାନ କରିଛି । ନଗର କଂଗ୍ରେସ

ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶ ରେ ମନୀଷ ମିଶ୍ର, ଓମ୍ ପ୍ରକାଶ କୁମ୍ଭାର, ସନ୍ତକ ବହିଦାର, ଅନ୍ନପୁର୍ଣ୍ଣା ବଢିଆ, ଆରତିପ୍ରୀତି ନାଗ, ପଦ୍ମିନୀ ପରୁଆ, ଅସୀତ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, କୈଳାସ ମିଶ୍ର, ନାସିର ଖାନ, ପ୍ରଦୋଷ ପାଣିଗ୍ରାହୀ, ସମୀର କୁମ୍ଭାର, ଜୁଲୁ ପଟ୍ଟନାୟକ, ବିଦ୍ୟୁତ କୁମାର, ଶୁଭେନ୍ଦୁ ସାହୁ, ମହମ୍ମଦ ଆସିଫ୍ ହୁସେନ, ସନ୍ତୋଷ ଗୌଡ, କିରନ ସେଠ, ସୋହନ ନାଏକ, ଶିବୁ ପ୍ରଧାନ, ଅଭିଜିତ ସିଂ, ଶୁଭମ ବାଗ, ପଂଚାନନ ଷାଣ୍ଢ, ଆବ୍ରାହମ ନାଗ, ଶୁଭମ ଓ ସୌମ ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like