-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
02-Dec-2024
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣ ତିନି ବନ କର୍ମଚାରୀ ଗୁରୁତର। ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ହସ୍ପିଟାଲ ଓ ପରେ ଗୁରୁତର ହେବାରୁ ବଲାଙ୍ଗୀରକୁ ରେଫର କରାଯାଇଛି । ଏହି ତିନି ଜଣଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତ୍ରରଣ କରାଯାଇଛି l ଅବସ୍ଥା ଗୁରୁତର ଥିବା ଜଣାପଡିଛି l