-+91-9937148622 |

prerana_bgr@rediffmail.com |

  Wednesday 11th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   (10-Sep-2024)       ||      ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ    (10-Sep-2024)       ||      ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   (10-Sep-2024)       ||      କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ    (10-Sep-2024)       ||      ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   (10-Sep-2024)       ||      ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   (10-Sep-2024)       ||      ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   (10-Sep-2024)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ    (10-Sep-2024)       ||      ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   (10-Sep-2024)       ||      ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   (10-Sep-2024)       ||      ସାନଟିକାରେ ନୂଆଁଖାଇ ଭେଟଘାଟ   (10-Sep-2024)       ||      ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ    (10-Sep-2024)       ||      ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ   (10-Sep-2024)       ||      ଭୈରୋପୁରରେ ନୂଆଁଖାଇ ଭେଟଘାଟ    (10-Sep-2024)       ||      ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା   (10-Sep-2024)       ||      ବିଭାଗୀୟ ଯନ୍ତ୍ରୀ ସୁଧିର ପଣ୍ଡାଙ୍କ ଅବହେଳା, ୨୦ ବର୍ଷ ହେବ ୪୦ଲକ୍ଷ ଟଙ୍କାର କ୍ଲଷ୍ଟର ବିଲ୍ଡିଂ ସ୍ୱାହା,ଉଦ୍‌ଘାଟନ ପୂର୍ବରୁ ମରାମତି କାମ ଚାଲିଛି   (09-Sep-2024)       ||      ନଳିନୀପ୍ରଭା ଶତପଥୀଙ୍କ ଭକ୍ତିିରସାତ୍ମକ କବିତା ସଂକଳନ ‘ଭକ୍ତି କୁସୁମ’ ଲୋକାର୍ପିତ   (09-Sep-2024)       ||      ଝାଏଁରେ ବନ୍ଦପାଲି କଳାପଟା ଛକରେ ନୂଆଁଖାଇ ଭେଟଘାଟ    (09-Sep-2024)       ||      ଆର୍ ଜି କର ହସ୍ପିଟାଲ୍ ମହିଳା ଡ଼ାକ୍ତରଙ୍କ ମୃତ୍ୟୁ ଘଟଣା, ଏକ ମାସ ପରେ ନ୍ୟାୟ ପାଇଲେନି ପରିବାର- ଫୋଗସି ଏସୋସିଏସନ୍ ବରଗଡ଼ ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ    (09-Sep-2024)       ||      ନୁଆଁଖାଇରେ ବିଭିତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା    (09-Sep-2024)       ||     

HOME   ମହାନଗର

କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି : ଉତ୍ତରପ୍ରଦେଶ ଓ ମଥୁରାରୁ ୨ଟି ପ୍ଲଟ ଠାବ କଲା ଭିଜିଲାନ୍ସ

28-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନବିଶ୍ଵାଳ): ଖୋଲୁଛି ବଲାଙ୍ଗିର ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ସମ୍ପତ୍ତି ପେଡି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଭିଜିଲାନ୍ସ ରେଡ କରିଛି। ଆଉ ରେଡ କରିବା ପରେ ସୁନୀଲ କୁମାର ରାଉତଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ। ଓଡ଼ିଶା ଭିତରେ ୩୪ ପ୍ଲଟ୍‌‌, ୨ ଫ୍ଲାଟ୍‌‌ ଏବଂ ୨ ବହୁତଳ କୋଠା ଠାବ ହୋଇଥିବା ବେଳେ ଆଜି ବାହାର ରାଜ୍ୟରୁ ମିଳିଲାଣି ସମ୍ପତ୍ତି। ଉତ୍ତରପ୍ରଦେଶ ଓ ମଥୁରାରୁ ଆଉ ଦୁଇଟି ପ୍ଲଟ୍‌ ଠାବ ହୋଇଛି। ସମ୍ପତ୍ତି ହିସାବରେ ଲାଗିଛନ୍ତି ଭିଜିଲାନ୍ସ ଅଧିକାରୀ। ଅଧିକ ଖୋଳତାଡ଼ ପାଇଁ ଆଜି ତାଙ୍କ ବ୍ୟାଙ୍କ ଲକର ଖୋଲାଯିବ ବୋଲି ଜଣାପଡିଛି।

ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଭୁବନେଶ୍ୱର ସମେତ ପୁରୀ, ଅନୁଗୋଳ, ଢେଙ୍କାନାଳ, କଟକ ଓ ବଲାଙ୍ଗିରର ମୋଟ ୯ଟି ସ୍ଥାନରେ ଗତକାଲି ଚଢ଼ଉ କରାଯାଇଥିଲା।  ଚଢ଼ଉ ବେଳେ ଶ୍ରୀ ରାଉତଙ୍କ ସ୍ଥାବର-ଅସ୍ଥାବର ସଂପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି। ଭୁବନେଶ୍ୱରରେ ତାଙ୍କର ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ୍‌‌ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଏହାବ୍ୟତୀତ ତାଙ୍କର ଗୋଟିଏ ଟ୍ରକ୍‌‌, ୨ଟି ଦାମୀ ଚାରିଚକିଆ ଯାନ (ବେନାମୀ ଗାଡ଼ି) ଓ ୪ଟି ବାଇକ୍‌ ରହିଛି। ତାଙ୍କ ଘରୁ ୧୭୬ ଗ୍ରାମ୍‌ ସୁନା ଅଳଙ୍କାର ସହ ନଗଦ ୨ଲକ୍ଷ ୩୪ ହଜାର ଟଙ୍କା ଠାବ କରାଯାଇଛି। ଏହି ସବୁ ଫ୍ଲାଟ୍‌‌ର ମୂଲ୍ୟ ଭିଜିଲାନ୍ସର ଟେକ୍ନିକାଲ ଟିମ୍‌‌ କରୁଛି। ଗୋଟିଏ ଟ୍ରକ୍‌‌, ୨ଟି ବେନାମି ଦାମୀ ଗାଡ଼ି ଏବଂ ୪ଟି ଦୁଇ ଚକିଆ ଗାଡ଼ିର ମୂଲ୍ୟ ୩୭ ଲକ୍ଷ ୩୬ ହଜାର ୫୯୭ ଟଙ୍କା ହେବ। ସେହିପରି ୧୫ଲକ୍ଷ ଟଙ୍କାର ଆସବାବପତ୍ର ଠାବ କରାଯାଇଛି। ଏହାବ୍ୟତୀତ, ସେ କେଉଁଠି କେଉଁଠି ସବୁ ଟଙ୍କା ଲଗାଇଛନ୍ତି ଏବଂ ସଞ୍ଜୟ ଖାତାରେ କେତେ ଟଙ୍କା ଅଛି, ତାହାକୁ ଭିଜିଲାନ୍ସ ଯାଞ୍ଚ କରୁଛି। ଏନେଇ ଅଧିକ ଛାନ୍‌‌ଭିନ୍‌‌ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି,ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା   10-Sep-2024
  ଜିଲ୍ଲା  
ସୁଭଦ୍ରା ଯୋଜନା ର ତଦାରଖ ପାଇଁ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ   10-Sep-2024
  ଜିଲ୍ଲା  
ନୂଆଖାଇ ଅବସରରେ ୭ ତମ ଏକ ଦିବସୀୟ ମହିଳା ଫୁଟବଲ ପ୍ରଦର୍ଶନୀ ୫/୪ ରେ ସୁନ୍ଦରଗଡ ବିଜୟୀ   10-Sep-2024
  ଜିଲ୍ଲା  
କଲଗାଂପାଲି ନେ ନୂଆଁଖାଇ ଆର୍ ଜୁହାର୍ ଭେଟ   10-Sep-2024
  ଜିଲ୍ଲା  
ବିଶ୍ବାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ ତମ ପ୍ରତିଷ୍ଠା ଦିବସ   10-Sep-2024
  ଜିଲ୍ଲା  
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ   10-Sep-2024
  ଜିଲ୍ଲା  
ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ   10-Sep-2024
  ଅପରାଧ  
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡ଼ାରେ ବିଭତ୍ସ ହତ୍ୟାକାଣ୍ଡ   10-Sep-2024
  ଜିଲ୍ଲା  
ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ   10-Sep-2024
  ଜିଲ୍ଲା  
ଏକତ୍ରିତ ହୋଇ ନୁଆଁ ଖାଇଲେ କର୍ଲା ମୁହାଁଣ ଗ୍ରାମବାସୀ   10-Sep-2024
  ଜିଲ୍ଲା  
ସାନଟିକାରେ ନୂଆଁଖାଇ ଭେଟଘାଟ   10-Sep-2024
  ଜିଲ୍ଲା  
ପଞ୍ଚାୟତ ବାଳିକା ହାଇସ୍କୁଲ ଭୁକ୍ତାରେ ହାତାଧୁଆ ଦିବସ ପାଳିତ   10-Sep-2024

You Might Also Like