-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ମହାନଗର

ଏଥର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ୭୫୦୦ କଳାକାରଙ୍କ ସମାଗମ ଖର୍ଚ ହେବ ୧.୭୫ କୋଟି

25-May-2025



ରିପୋର୍ଟ: ସଂଜୀବ ପାଣିଗ୍ରାହୀ

ଏଥର ହେବ ଆକର୍ଷଣୀୟ ଶୋଭାଯାତ୍ରା ସ୍ଥାନ ପାଇବ ଅପରେସନ ସିନ୍ଦୂର; ମିଳିତ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର, ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳିତ ବର୍ଷ ବ୍ୟାପକ ଅୟୋଜନ ଚାଲିଛି। ସହରର ଷ୍ଠୀ ଯାତ୍ରା ୩ ପ୍ରମୁଖ ଓ ପୁରାତନ ଶୀତଳଷଷ୍ଠୀ କମିଟି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ାର ହଜାରରୁ ଶୋଭାଯାତ୍ରାରେ ଏଥର ସାଢ଼େ ୬ ହଜାରରୁ ଅଧିକ କଳାକାରଙ୍କ ସମାଗମ ହେବ ତଥା ରାଜ୍ୟ ବାହାରର ଲୋକ କଳାକାରଙ୍କ ନାଚଗୀତ ସହିତ ଆଧୁନିକ ନୃତ୍ଯ ବି ଲୋକେ ଉପଭୋଗ କରିବେ ବୋଲି ଆଜି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ ସମନ୍ବୟ ସମିତିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ ୨୭ ତାରିଖ ମଂଗଳବାର ଦିନ ପତରପେଣ୍ଡି  କନ୍ଯା ଅନ୍ଵେଷଣ ସହିତ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ବ ଆରମ୍ଭ ହେବା ୨୮ ତାରିଖ ନୃସିଂହ ନିଉତା (ଦେବ ନିମନ୍ତ୍ରଣ) ଓ ୩୦ରେ ସାକ୍ଷୀ ଗୋପୀନାଥଙ୍କ ଆଗମନ ବିଧି ଅନୁଷ୍ଠିତ ହେବ ଅପରପକ୍ଷରେ ଝାଡୁଆପଡ଼ା ଓ ମୁଦିପଡ଼ାର ପତରପେଣ୍ଡି ୨୯ ତାରିଖ ଏବଂ ଦେବ ନିମନ୍ତ୍ରଣ ୩୦ ତାରିଖ ଦିନ ସଂପନ୍ନ ହେବା ଏସବୁ ସରିବା ପରେ ୩୧ ତାରିଖ ଦେବବିବାହ, ଜୁନ୍ ୧ ତାରିଖରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଓ ୨ ତାରିଖରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ରହିଛି। ଚଳିତ ବର୍ଷ ନନ୍ଦପଡ଼ାର ମୁଖ୍ୟ ଶୋଭଯାତ୍ରାରେ ଦୁଲୁଦୁଲି, ସଂପ୍ରଦା, ଶବର ନୃତ୍ୟ, ମୟୂର ନୃତ୍ୟ, କାନ୍ତରା, ଅଘୋରୀ, ଘଣ୍ଟବାଦ୍ୟ, ଘୁମୁରା, ପୁରୁଲିଆ ଛଉ, ଡମ୍ବରୁ ନୃତ୍ୟ, ଦଣ୍ଡା ନୃତ୍ୟ, ଯୋଡ଼ିଶଙ୍ଖ ଆଦି ରହିଛି। ଏଥି ସହିତ ନାଦିଆ ଡ୍ୟାନ୍ସ ଗ୍ରୁପ, ଆସାମ, ମୁମ୍ବାଇ, କୋଲକାତାର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିବେ | ତେବେ, କେରଳର ତମ୍ବୋଲା ଓ ମେଲମ, ମୁମ୍ବାଇର ଲାବଣୀ ଓ ଖଡ଼ଗପୁରର ଶେର୍‌ବାଜା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ନନ୍ଦପଡ଼ା ଯାତ୍ରାରେ ଏଥର ୭୦ ଲକ୍ଷ ଟଙ୍କାର ବଜେଟ୍ ରହିଛି। ଶୋଭାଯାତ୍ରାରେ ୧୮ଶହ କଳାକାର ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ପ୍ରଜ୍ଞାପନ ମେଢରେ ଶମ୍ଭାଜୀ ମହାରାଜ, ପଂଚମୁଖୀ ହନୁମାନ ଭୈରବ, ରାମେଶ୍ଵରମ, ଅପରେସନ ସିନ୍ଦୂର ସ୍ଥାନ ପାଇବା, ଝାଡୁଆପଡ଼ାର ଶୀତଳଷଷ୍ଠୀ ଯାତ୍ରା ପାଇଁ ଏଥର ୫୭ରୁ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥର ଯାତ୍ରାରେ ୨୫୦୦ରୁ ୨୭୦୦ କଳାକାର ସାମିଲ ହେବେ । ଭୋପାଳର ବାବା ବଟେଶ୍ଵର କୀର୍ତନ ସମିତି ଏବଂ ଗୋଆର ଟେନୋଶ୍ଵର ସିଂ ମହୋତ୍ସବ ମଣ୍ଡଳର ୬୦ ଜଣିଆ କଳାକାରଙ୍କ ନୃତ୍ୟ ଏଥର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦିଆଯାଇଛି। ଦୁଲ୍‌ଦୁଲି, ସଂପ୍ରଦା, ଆଦିବାସୀ ନାଚ, ଘୁମୁରା, କୋବରା ନୃତ୍ୟ, ପଂଜାବ ଢୋଲ, ବାଘନାଚ, ମୁଖାନାଚ, ଦୁର୍ଗା, ଜଗନ୍ନାଥ ମେଢ ନାଚ, କର୍ମା, ଧମାଲ ବ୍ୟାଣ୍ଡ, ଘଣ୍ଟବାଦ୍ୟ, ପାଇକ ଆଖଡ଼ା, ଶଙ୍ଖ, କଣ୍ଢେଇ ନାଚ, ବାଘନାଚ, ହନୁମାନ ଓ ମୋଟୁପତଲୁ କାର୍ଟୁନ ନୃତ୍ୟ ଦଳ ସହିତ କୋଲକାତା, ଆସାମ, ପୁରୀ ଆଦି ସ୍ଥାନର ନୃତ୍ୟ ଦଳ ମନ ମୋହିବେ । ପ୍ରଜ୍ଞାପନ ମେଢରେ ରାପେଲ, ରେବିଟ୍ କାର୍ଟୁନ, ଏଲିଅନ, ଅଘୋରି, ଅଗ୍ନି, ବ୍ରହ୍ମାସ ମିସାଇଲ ଆଦି ସ୍ଥାନ ପାଇବା
ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା ଏଥର ୪୮ ବର୍ଷରେ ପଦାର୍ପଣ କରିଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ସଂପୂର୍ଣ୍ଣଭାବେ ପରଭା ରୂପାରେ ତିଆରି ହେବା ତେଣୁ, ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଚଳିତ ବର୍ଷ ୨୫୦୦ରୁ ୩୦୦୦ କଳକାର ସାମିଲ ହେବାକୁ ଥିବାବେଳେ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏଥର ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ଦୁଲଦୁଲି, ଡିଜେ, ଢୋଲ ବାଜା, ମୟୂର ନୃତ୍ୟ, ସୃଜନୀ ନୃତ୍ୟ ଦଳ, ଦୁର୍ଗା ନୃତ୍ୟ, ଆଦିବାସୀ ନୃତ୍ୟ, କାଲସୀ ନୃତ୍ୟ, ମାଛ ଓ ଗରିଲା ନୃତ୍ୟ, ଯୋଡ଼ିଶଙ୍ଖ, ଝାଜିର, ଗଉଡ଼ବାଡ଼ି, ସମ୍ବଲପୁରୀ ନୃତ୍ୟ ସହିତ ଭୁବନେଶ୍ଵର, କୋଲକାତା, ପୁନେ ଓ ନାଗପୁରର ଆଧୁନିକ ନୃତ୍ୟଦଳ ଦର୍ଶକଙ୍କ ମନ ମୋହିବେ | ପ୍ରଜ୍ଞାପନ ମେଢରେ ବ୍ରହ୍ମାସ ମିସାଇଲ, ନରସିଂହ ଅବତାର, ଗରୁଡ଼ ଗରୁଡ଼ ଆଦି ସ୍ଥାନ ପାଇବ ବୋଲି ସୂଚନା ଦିଆଯା ସାମ୍ବାଦିକ ସମ୍ମିଳନୀରେ ସମନ୍ଵୟ ସମିତିର ସଭାପତି ସୁଶାନ୍ତ ପୁରୋହିତ, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ନନ୍ଦପଡ଼ା କମିଟିର ସଭାପତି ସମୀର ରଂଜନ ବାବୁ, ଝାଡୁଆପଡ଼ା ଯାତ୍ରା କମିଟିର ସଭାପତି ସରୋଜ ଦଲପତ୍ର ଏବଂ ମୁଦିପଡ଼ା ଯାତ୍ରା କମିଟିର ସଭାପତି ଜଗଦୀଶ ପଣ୍ଡା ମଂଚାସୀନ ରହି ବିଭିନ୍ନ ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like