-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||     

HOME   ରାଜ୍ୟ

ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା

20-May-2026



ବଲାଙ୍ଗିର(ପ୍ରେରଣା ଖବର): ଆଜି ଓଡ଼ିଶା ସିଏଚ୍ଏସି ବୋର୍ଡର AHSE ପରୀକ୍ଷା ୨୦୨୬ର ଫଳାଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷର ପରମ୍ପରାକୁ ଅବ୍ୟାହତ ରଖି ଜେ ଏସ୍ ଏମ୍  କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଏହିବର୍ଷ ମଧ୍ୟ ବୋର୍ଡ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛି। ଜେ ଏସ୍ ଏମ୍  କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଏହି ବର୍ଷ  ବଲାଙ୍ଗିର ଶିକ୍ଷା କ୍ଷେତ୍ର ରେ ପୁଣି ଥରେ ଆଗରେ ଓ ଶିକ୍ଷାର ବିକାଶରେ ସହାୟକ ହୋଇଅଛି ।
ଏହିବର୍ଷ କଲେଜରୁ ମୋଟ ୮୪ ଜଣ ଛାତ୍ରଛାତ୍ରୀ AHSE ୨୦୨୬ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ କଲେଜର ୧୦୦% ପାସ୍ ହାର ଅବ୍ୟାହତ ରଖିଛନ୍ତି।
ବିଭିନ୍ନ ବିଭାଗର ଟପ୍ପରମାନେ ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ କଲେଜର ଗୌରବ ବଢ଼ାଇଛନ୍ତି। ବାଣିଜ୍ୟ ବିଭାଗରେ ତୋଷିକା ମଙ୍ଗଳାନୀ ୯୫% ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ, କଳା ବିଭାଗରେ ଶ୍ରୁତିରେଖା ମିଶ୍ର ମଧ୍ୟ ୯୫% ମାର୍କ ସହ ଟପ୍ପର ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ସନ୍ଧ୍ୟା ଶର୍ମା ୭୬% ମାର୍କ ପାଇ ବିଭାଗରେ ପ୍ରଥମ

ସ୍ଥାନ ଅଧିକାର କରିଛନ୍ତି।
କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦାୟ ଫଳାଫଳ ମଧ୍ୟ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ମୋଟ ୫୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
କଲେଜର ଅଧ୍ୟକ୍ଷ ସିଏ ଶ୍ରିକାନ୍ତ ର୍ଶମା, ଶିକ୍ଷକ ଓ କର୍ମଚାରୀମାନେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳାବଦ୍ଧତାକୁ ପ୍ରଶଂସା କରିଛନ୍ତି। ଅଭିଭାବକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ଖୁସି ବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026
  ଜିଲ୍ଲା  
ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   11-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ   11-Jun-2026

You Might Also Like