-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
■ ଭିଜିଲାନ୍ସ ଅଫିସର କହି ୧୮ ଅଧିକାରୀଙ୍କୁ ଠକିଥିବା ୨ ଠକ ଗିରଫ
■ଭିଜିଲାନ୍ସ ସହାୟତାରେ ୨ ଜଣଙ୍କୁ ବାନ୍ଧିଲା ରାଉରକେଲା ପୋଲିସ
■ପ୍ରେସମିଟ୍ରେ ସୂଚନା ଦେଲେ ରାଉରକେଲା ଏସ୍ପି
■ଗିରଫ ୨ ଜଣ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଓ ତା ସଂପର୍କୀୟ ପ୍ରଦୀପ ପଣ୍ଡା
■୨୦୨୧ରୁ ଏଯାବତ୍ ୧୮ରୁ ବରିଷ୍ଠ ଅଧିକାରୀଙ୍କୁ ୨୦ ଲକ୍ଷର ଠକେଇ କରିଛନ୍ତି
■ଜଣେ OAS ଅଧିକାରୀଙ୍କୁ ମଧ୍ୟ ୪ ଲକ୍ଷର ଠକେଇ କରିଛନ୍ତି
■ଭିଜିଲାନ୍ସ କେସ୍ର ଧମକ ଦେଇ ଉଭୟ ଠକୁଥିଲେ
■କେବଳ ଭିଜିଲାନ୍ସ ନୁହେଁ ନିଜକୁ ସାମ୍ବାଦିକ ଓ ଓକିଲ କହି ମଧ୍ୟ ଠକୁଥିଲେ
■୨ ଅଭିଯୁକ୍ତଙ୍କ ଠାରୁ ୨୫ ହଜାର ଟଙ୍କା ଓ ୩୮ଟି ଏଟିଏମ୍ କାର୍ଡ ଜବତ