-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
30-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ପଦ୍ମପୁର ସ୍ୱଲାଖ ବିନ୍ଧ୍ୟଗିରି ବାସୀ ବିଂଝାଲ ସମାଜ ତରଫରୁ ବୁଧବାର ପଦ୍ମପୁର ବ୍ଲକ ଖଇରପାଲି ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ଉପଖଣ୍ଡ ପୂର୍ବତନ ଲାଟ ସଭାପତି √ଛେଲିଆ ବରିହାଙ୍କ ପୁତ୍ର ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପ୍ରଥମେ ୨ମିନିଟ ନିରବ ପ୍ରାର୍ଥନା ପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଲାଟ ସଭାପତି ହୃଷିକେଶ ବରିହା,ପଦ୍ମପୁର ବ୍ଳକ ସଭାପତି କରୁଣାକର ବରିହା ଝାରବନ୍ଧ ବ୍ଳକ ସଭାପତି ଜବହାରଲାଲ ସିଂ ବରିହା ପାଇକମାଲ ବ୍ଳକ ସଂପାଦକ ଦେବରାଜ ବରିହା ପଦ୍ମପୁର ଜୋନ ୩ ର ସଭାପତି ପ୍ରେମାନନ୍ଦ ବରିହା ସର୍ବ ଭାରତୀୟ ବିଂଝାଲ ସମାଜ ସହ ସଂପାଦକ ନନ୍ଦଲାଲ ବରିହା ମାଝିପାଲି ପଞ୍ଚାୟତ ସଭାପତି ଝାଙ୍କରୁ ବରିହା ପ୍ରମୁଖ ଉପସ୍ଥିତ ଥିଲେ