-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ମନୋରଞ୍ଜନ

ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି” 

31-May-2023



ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ | ଏହି ପରି ଭାବନା ଆଖିଆଗରେରେ ରଖି ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି” ଅର୍ଥାତ “ଆସନ୍ତାକାଲିର ମୂଳଦୁଆ ପକାଇବା, ସବୁଦିନ” ଯାହାକି ଜୀ-ସାର୍ଥକ ଦେଖାଇଥିବା କାହାଣୀ ଏବଂ ଚରିତ୍ରରେ ପ୍ରତିଫଳିତ ହୋଇଥାଏ |

ଏହି ନୂତନ ଟ୍ୟାଗଲାଇନ୍ ମାଧ୍ୟମରେ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡିଆ ମହିଳା ଚିନ୍ତାଧାରାକୁ ଦର୍ଶାଇବାକୁ ତିଆରି ହୋଇଛି | ଓଡିଆ ମହିଳାଙ୍କ ସଂସ୍କୃତି ଉପରେ ହୋଇଥିବା ଅଧ୍ୟୟନର ଅନ୍ତର୍ନିହିତ ତଥ୍ୟରେ ଦର୍ଶାଯାଇଛି ଯେ ଓଡିଆ ମହିଳାମାନେ ସର୍ବଦା ପରିବାରକୁ ପ୍ରାଧାନ୍ୟ ଦିଅନ୍ତି, ସେ ମଧ୍ୟରେ ବି ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖନ୍ତି | ଜୀ-ସାର୍ଥକ ସେହି ମହିଳାମାନଙ୍କୁ ସମ୍ମାନ କରନ୍ତି, ଯେଉଁମାନେ ଆସନ୍ତାକାଲିର ଭଲ ପାଇଁ ପ୍ରତିଦିନ ନୀରବରେ ନିଜର ଉଦ୍ୟମ ଜାରି ରଖିଛନ୍ତି |

ଏହି ଟ୍ୟାଗଲାଇନ୍ ଉପରେ ନିଜର ମନ୍ତବ୍ୟ ଦେଇ ଚ୍ଯାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧  ଜିଇସି ଚ୍ଯାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ରାଜ୍ୟର ଗଭୀର ସାଂସ୍କୃତିକ ଆଭିମୁଖ୍ୟ ସହ ସର୍ବଦା ନୂତନ ପ୍ରଗତି ଦିଗରେ ଛୋଟ, ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇଥାଏ | ଏହା ପ୍ରତିଦିନ ଓଡିଆ ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବାକୁ ଲକ୍ଷ୍ୟ ରଖିଛି ଯାହା ଦ୍ବାରା ଚ୍ୟାନେଲ ଏକ ଉତ୍ତମ, ଉଜ୍ଜ୍ୱଳ ଭବିଷ୍ୟତ ଖୋଜିବା ପାଇଁ ଏକ ସକ୍ଷମକାରୀ ହୋଇପାରିବ ବୋଲି ଆମର ଆଶା | ଆମର ନୂଆ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”କୁ ଆଧାର କରି  ଆବଶ୍ୟକୀୟ ଏବଂ ପ୍ରେରଣାଦାୟକ ବିଷୟବସ୍ତୁ ସୃଷ୍ଟି କରିବାକୁ ଆମର ନିରନ୍ତର ପ୍ରୟାସ ଜାରି ରହିବ | 

ନୂତନ ଟ୍ୟାଗଲାଇନ୍ ବିଷୟରେ ଆଲୋଚନା କରି ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। “ସାଥିରେ” , “ମୁଁ ବି ବିଜୟିନୀ”, “ତୁ ଖରା ମୁ ଛାଇ”, “ଖୁସିର ଛୁଙ୍କ” ଓ “ରଜ କୁଇନ୍” ପରି ପ୍ରୋଗ୍ରାମ୍ ଏକ ନୂତନ ବ୍ରାଣ୍ଡର ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀ-ସାର୍ଥକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ପ୍ରଥମ ଚେଷ୍ଟା  କରୁଛନ୍ତି । ”
ଏହି ଅଭିଯାନର ଏକ ଅଂଶ ଭାବରେ, ‘ଲ ଆଣ୍ଡ କେନେଥ ସାତ୍ଚି ଆଣ୍ଡ ସାତ୍ଚି’ ଚିନ୍ତାଧାରା ଦ୍ବାରା ତିଆରି ହୋଇଥିବା ଏହି ଟ୍ୟାଗଲାଇନ କୁ ଜୀ-ସାର୍ଥକ ଏକ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାକୁ ଘୋଷଣା କରିଛି | ଚ୍ଯାନେଲର ପ୍ରକାର ଓ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ସଂଗୀତ ନିର୍ଦ୍ଦେଶକ ଇନ୍ଦ୍ରଦୀପ ଦାସଗୁପ୍ତଙ୍କ ଦ୍ୱାରା ନିର୍ଦେଶୀତ ତଥା ସୂର୍ଯ୍ୟ ମହାପାତ୍ରଙ୍କ ଦ୍ୱାରା ରଚିତ ଓ ଅନ୍ତରା ମିତ୍ରଙ୍କ ଗାଇଥିବା ଏକ ବ୍ରାଣ୍ଡ ଗୀତ ସହିତ ଏହି ଅଭିଯାନକୁ ଆଗକୁ ନେବାପାଇଁ ଲକ୍ଷ ରଖାଯାଇଛି । ହୋଡିଂ,ପ୍ରିଣ୍ଟ, ତଥା ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏବଂ ଫେସବୁକ୍ ସହିତ ଏହାର ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ମଧ୍ୟରେ  ୩୬୦ଡ଼ିଗ୍ରୀ ଆଭିମୁଖ୍ୟରେ ଜୀ-ସାର୍ଥକ ଚ୍ୟାନେଲ ଏହାର ପ୍ରୋଶ୍ଚାହନ କରିବ |

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ବିଷୟରେ:
ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) ହେଉଛି ଏକ ଅଗ୍ରଣୀ ମନୋରଂଜନ ଭିଡିଓ ପ୍ରସ୍ତୁତକାରୀ କମ୍ପାନୀ ଯାହା ଦର୍ଶକଙ୍କୁ ବିଭିନ୍ନ ମନୋରଞ୍ଜନ ଭିଡିଓ ପ୍ରଦାନ କରିଥାଏ | ZEEL, ସର୍ବ ବୃହତ ବିଶ୍ୱ ମିଡିଆ ଏବଂ ମନୋରଞ୍ଜନ ପ୍ଲାଟଫର୍ମ କମ୍ପାନୀ ମଧ୍ୟରେ ଅଛି ଯାହାର ୯୦ ରୁ ଅଧିକ ଦେଶରେ ଉପସ୍ଥିତି ସହିତ ପୃଥିବୀର ୧.୩ ବିଲିୟନରୁ ଅଧିକ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ଭାଷା ଏବଂ ସମନ୍ୱିତ ଧାରାବାହିକ ଓ ଭିଡିଓ ପହଞ୍ଚାଇଛି |

     (ଅମୃତ ନନ୍ଦ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm