-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||     

HOME   ବିଶେଷ

ଓଡ଼ିଶାର ଲୋକମାନେ ହିଁ ପ୍ରକୃତରେ ଏକ ନମ୍ବର

12-Jun-2021



(ପ୍ରେରଣା ଖବର ବ୍ୟୁରୋ) :କିଛି ଦିନ ହେବ ଆମେ ସାମାଜିକ ଗଣମାଧ୍ୟମର ସାମର୍ଥ୍ୟ ଦେଖୁଛନ୍ତି । କେହି ଜଣେ ରୋଗୀକୁ ଯେତେବେଳେ ଜରୁରୀ ସେବା ପାଇଁ ଓଡ଼ିଶାରୁ ବାହାର ରାଜ୍ୟକୁ ପଠାଯାଉଛି ସେତେବେଳେ ଅର୍ଥର ଅଭାବ ଦେଖା ଦିଏ, ଆଉ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଆସେ ସେ ବ୍ୟକ୍ତିଙ୍କୁ ସହଯୋଗ କରିବା ପାଇଁ । ଜଣେ ଅଜଣା, ଅଚିହ୍ନା ରୋଗୀକୁ ଭଲ କରିବା ପାଇଁ ଶହ ଶହ ଲୋକ ସାମାଜିକ ଗଣ ମାଧ୍ୟାମରେ ଖବର ପାଇ ଆର୍ଥିକ ସାହାଯ୍ୟ କରିବା ପାଇଁ ବାହାରିପଡନ୍ତି । ଏମାନଙ୍କୁ ଦେଖି ମୋ ଛାତି କୁଣ୍ଢେ ମୋଟ ହେଇଯାଏ। ଓଡ଼ିଶା ସରକାର ବାହାରେ ଓଡ଼ିଶାକୁ ଯେତେ ଗରିବ, ଅବହେଳିତ କହିଲେ ବି ଓଡ଼ିଶା ଆଜି ଯଥେଷ୍ଟ ସକ୍ଷମ । ଶହ ଶହ ଲୋକ ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଏକାଠି କରିବା କିଛି ସାଧାରଣ କଥା ନୁହେଁ । ଏହି ଓଡ଼ିଆ ମାନଙ୍କ ପାଇଁ ମୁଁ ବି ନିଜକୁ ଗର୍ବ କରେ । 

ହେଲେ ଏହା ସହିତ ମନରେ ଯୋଡ଼ି ହୋଇଯାଏ ଅନେକ କଥା । ECMO ମେସିନ ଓଡ଼ିଶାରେ କୌଣସି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ନାହିଁ । ଏହାକୁ ଉପଲବ୍ଧ କରାଇବା କଣ ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗର କାମ ନୁହଁ? ୩୫ ଲକ୍ଷ ଟଙ୍କାର ଯନ୍ତ୍ର କିଣିବା ପାଇଁ ଓଡ଼ିଶା ସରକାର ପାଖରେ ଯଦି ଅର୍ଥ ନାହିଁ ତେବେ ଗ୍ଲୋବାଲ ଟେଣ୍ଡରରେ ଟୀକା କିଣିବାକୁ କେମିତି ମନ ବଳାଇଥିଲେ? ନା ଗ୍ଲୋବାଲ ଟେଣ୍ଡର ଏକ ରାଜନୈତିକ ଚାଲ ଥିଲା? 

ହଜାର ହଜାର ଲୋକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଡ଼ କରି ପଠାଉଛନ୍ତି କଣ କେବଳ ବେସରକାରୀ ଡାକ୍ତରଖାନାର ପକେଟ ଗରମ କରିବା ପାଇଁ? କାରଣ ୩୫ ଲକ୍ଷ ଟଙ୍କାର ମେସିନ ବ୍ୟବହାର ପାଇଁ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ଦିନକୁ ୩ ଲକ୍ଷ ଟଙ୍କା ଦାବି କରୁଛନ୍ତି । ରାଜ୍ୟ ସରକାରଙ୍କର କଣ ଏହା ଦାୟିତ୍ଵ ନୁହଁ ଯେ ଉକ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ କମ ଖର୍ଚ୍ଚରେ ECMO ଚିକିତ୍ସା ଯୋଗାଇବା ପାଇଁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା? କିଛି ନହେଲେ ବି ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ନିଜେ ଖର୍ଚ୍ଚ କରି ପାରିଥାନ୍ତେ । ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଯଦି ଓଡ଼ିଶାରେ ଲାଗୁ ହୋଇଥାନ୍ତା ତେବେ ମଧ୍ୟ ଜଣେ ଓଡ଼ିଆ ଗୁରୁତର ରୋଗୀ ଅନ୍ୟ ରାଜ୍ୟରେ ୫ ଲକ୍ଷ ଯାଏଁ ସହାୟତା ପାଇ ପାରିଥାନ୍ତା ।

ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଲକୁ ନିର୍ଦ୍ଦେଶ ଦେଲେ ଯେ ECMO ନିଜ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାପନ କରିବା ପାଇଁ । ସେହି ଦିଗରେ ଯଦି ଓଡ଼ିଆ ସରକାର ନିର୍ଦ୍ଦେଶ ଦେଇଥାନ୍ତେ, ତେବେ ଅନେକ ସ୍ବାସ୍ଥ୍ୟ କେନ୍ଦ୍ରରେ ECMO ସ୍ଥାପନା କରାଯାଇ ପାରିଥାଆନ୍ତା । କେନ୍ଦ୍ର ସରକାର ଏବେ ଏମ୍ସରେ ଦୁଇଟି ECMO ଲଗାଇବା ବ୍ୟବସ୍ଥା କରିଛନ୍ତି । ଏବେ ତ ଓଡ଼ିଶା ସରକାରକୁ ଜାଗିବ ଜରୁରୀ । ନଚେତ୍ ଏମିତି ବାହାର ରାଜ୍ୟ ସହ କେତେଦିନ ଆମେ ନିର୍ଭର କରୁଥିବା ।

ନିଜକୁ ଏକ ନମ୍ବର କହୁଥିବା ମୁଖ୍ୟମନ୍ତ୍ରୀ କେବେ ସାମାଜିକ ଗଣମାଧ୍ୟମରେ ବାହାରକୁ ଯାଉଥିବା ରୋଗୀକୁ ସହଯୋଗ କରୁଥିବା ସାଧାରଣ ଓଡ଼ିଆ ମାନଙ୍କୁ ଧନ୍ୟବାଦ  ବୋଲି କି? ଆମ ମୁଖ୍ୟମନ୍ତ୍ରୀ ସିନା ନାଁକୁ ଏକ ନମ୍ବର କହୁଛନ୍ତି, ହେଲେ ଆଜି ମନେ ହୁଏ, ଆମ ଓଡ଼ିଶାର ଲୋକ ମାନେ ହିଁ ପ୍ରକୃତରେ ଏକ ନମ୍ବର ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026

You Might Also Like