ଆଜିର ଚର୍ଚିତ  ଖବର 

୧-ଓଡିଶା ମୁହାଁ ବାତ୍ୟା ୟାସ୍ । ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ରେଡ୍, ଅରେଞ୍ଜ ଏବଂ ୟେଲୋ ୱାଣ୍ଣିଂ ଜାରି ।
୨-ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।

୩–‘ୟସ୍‌’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ଗୁଜବରୁ ନିବୃତ୍ତ ରହିବା ସହ ଭୟ ନକରିବାକୁୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

୪-ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC ।

୫-୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ ।

୬-ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।

୭-ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଟି ମାନବ ଜୀବନ ମୂଲ୍ୟବାନ। ଜିରୋ କାଜୁଆଲିଟି ଆମ ସରକାରଙ୍କ ପଲିସି-ମୁଖ୍ୟମନ୍ତ୍ରୀ ।

୮-ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

୯--ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍  ।

୧୦-ନାରଦା ମାମଲା: ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଲା ସିବିଆଇ ।

୧୧-ଚାଷୀଙ୍କ ସମର୍ଥନରେ ନିଜ ଘରର ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।

୧୨-ମାହାଙ୍ଗା ଅଞ୍ଚଳରେ ଦିନ ଦୁଇ ପ୍ରହରରେ ରାଜସ୍ବ ନିରୀକ୍ଷକକୁ ଆକ୍ରମଣ ଘଟଣା: ମାଫିଆଙ୍କୁ ସୁରକ୍ଷା ଦେବାକୁ ତହସିଲଦାର ବଦଳାଇଲେ ଥାନାରେ ଅଭିଯୋଗ, ବିରୋଧ କରି ଘେରିଲେ ଆରଆଇ ସଂଘ ।

୧୩-ଟୁଲକିଟ୍ ବିବାଦରେ twitterକୁ କଂଗ୍ରେସର ଚିଠି, ୧୧ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍‌କୁ ‘ମାନ୍ୟୁପୁଲେଟିଭ୍’ ଟ୍ୟାଗ୍ ଦେବାକୁ ଦାବି ।

୧୪-କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ ।

୧୫-ହତ୍ୟା ଘଟଣାରେ ଗିରଫ ହେବାର ୪୮ଘଣ୍ଟା ପରେ ଗଲା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ କୁମାରଙ୍କ ଚାକିରି .।

୧୬-କରୋନା ଆକ୍ରାନ୍ତଙ୍କୁ କରୋନିଲ କିଟ ବାଣ୍ଟିବ ହରିୟାଣା ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୧୭-ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମୋଦିତ କରିପାରେ ‘ହୁ’: ଭାରତ ବାୟୋଟେକ ।

୧୮-ମହାମାରୀର ଦ୍ବିତୀୟ ଲହର ପ୍ରଭାବ: ୫.୪ ଲକ୍ଷ କୋଟି କ୍ଷତି ହେବ, ସରକାର ଘୋଷଣା କରିବେ ପ୍ୟାକେଜ୍  ।

୧୯-ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।

୨୦-ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ ।

୨୧-ଭାରତକୁ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ଫାଇଜର, ଆସନ୍ତା ବର୍ଷ ମଡେର୍ଣ୍ଣାର ସିଙ୍ଗଲ ଡୋଜ୍ ଟୀକା ।

"/>

-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||     

HOME   ବିଶେଷ

ଅଳ୍ପରେ ଅନେକ ଖବର

26-May-2021

ଆଜିର ଚର୍ଚିତ  ଖବର 

୧-ଓଡିଶା ମୁହାଁ ବାତ୍ୟା ୟାସ୍ । ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ରେଡ୍, ଅରେଞ୍ଜ ଏବଂ ୟେଲୋ ୱାଣ୍ଣିଂ ଜାରି ।
୨-ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।

୩–‘ୟସ୍‌’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ଗୁଜବରୁ ନିବୃତ୍ତ ରହିବା ସହ ଭୟ ନକରିବାକୁୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

୪-ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC ।

୫-୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ ।

୬-ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।

୭-ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଟି ମାନବ ଜୀବନ ମୂଲ୍ୟବାନ। ଜିରୋ କାଜୁଆଲିଟି ଆମ ସରକାରଙ୍କ ପଲିସି-ମୁଖ୍ୟମନ୍ତ୍ରୀ ।

୮-ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

୯--ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍  ।

୧୦-ନାରଦା ମାମଲା: ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଲା ସିବିଆଇ ।

୧୧-ଚାଷୀଙ୍କ ସମର୍ଥନରେ ନିଜ ଘରର ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।

୧୨-ମାହାଙ୍ଗା ଅଞ୍ଚଳରେ ଦିନ ଦୁଇ ପ୍ରହରରେ ରାଜସ୍ବ ନିରୀକ୍ଷକକୁ ଆକ୍ରମଣ ଘଟଣା: ମାଫିଆଙ୍କୁ ସୁରକ୍ଷା ଦେବାକୁ ତହସିଲଦାର ବଦଳାଇଲେ ଥାନାରେ ଅଭିଯୋଗ, ବିରୋଧ କରି ଘେରିଲେ ଆରଆଇ ସଂଘ ।

୧୩-ଟୁଲକିଟ୍ ବିବାଦରେ twitterକୁ କଂଗ୍ରେସର ଚିଠି, ୧୧ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍‌କୁ ‘ମାନ୍ୟୁପୁଲେଟିଭ୍’ ଟ୍ୟାଗ୍ ଦେବାକୁ ଦାବି ।

୧୪-କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ ।

୧୫-ହତ୍ୟା ଘଟଣାରେ ଗିରଫ ହେବାର ୪୮ଘଣ୍ଟା ପରେ ଗଲା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ କୁମାରଙ୍କ ଚାକିରି .।

୧୬-କରୋନା ଆକ୍ରାନ୍ତଙ୍କୁ କରୋନିଲ କିଟ ବାଣ୍ଟିବ ହରିୟାଣା ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୧୭-ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମୋଦିତ କରିପାରେ ‘ହୁ’: ଭାରତ ବାୟୋଟେକ ।

୧୮-ମହାମାରୀର ଦ୍ବିତୀୟ ଲହର ପ୍ରଭାବ: ୫.୪ ଲକ୍ଷ କୋଟି କ୍ଷତି ହେବ, ସରକାର ଘୋଷଣା କରିବେ ପ୍ୟାକେଜ୍  ।

୧୯-ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।

୨୦-ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ ।

୨୧-ଭାରତକୁ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ଫାଇଜର, ଆସନ୍ତା ବର୍ଷ ମଡେର୍ଣ୍ଣାର ସିଙ୍ଗଲ ଡୋଜ୍ ଟୀକା ।

News Comment

Photo in News

Advertisment
Lastest News
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026

You Might Also Like