-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
26-May-2021
ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ‘ୟାସ୍’ । ଭଦ୍ରକର ଧାମରାରୁ ଏହା ୪୦ କି.ମି. ଦୂରରେ ରହିଛି । ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କି.ମି. ଦୂରରେ ରହିଛି ‘ୟାସ୍’ । ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ୟାସ୍’ର ଆଖିର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର । ଲ୍ୟାଣ୍ଡଫଲ୍ ବେଳେ ୧୩୦ରୁ ୧୫୫ କି.ମି. ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଉଛି ।