-+91-9937148622 |

prerana_bgr@rediffmail.com |

  Saturday 21st November 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   (20-Nov-2026)       ||      ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   (20-Nov-2026)       ||      ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   (20-Nov-2026)       ||      ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   (20-Nov-2026)       ||      *ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   (20-Nov-2026)       ||      ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   (20-Nov-2026)       ||      ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   (20-Nov-2026)       ||      ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   (20-Nov-2026)       ||      ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   (20-Nov-2026)       ||      ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   (20-Nov-2026)       ||      ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   (20-Nov-2026)       ||      ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   (20-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା    (20-Nov-2026)       ||      ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ    (20-Nov-2026)       ||      ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   (20-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||     

HOME   ଜିଲ୍ଲା

ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି

20-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍'ର  ବର୍ତ୍ତମାନ ଲ୍ୟାଣ୍ତ ଫଲ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ ।  

ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି   ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । 

         ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦  କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦  କିମି ପ୍ରତି ଘଣ୍ଚା ପବନର ବେଗ ରହିଛି । ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ । 

ଆଜି ସକାଳ ୮.୩୦  ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬  ମି.ମି., କେନ୍ଦ୍ରାପଡାରେ ୬୪.୬  ମିମି. ପୁରୀରେ ୬୧ .୧ ,   ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯,  ବାଲେଶ୍ୱରରେ ୪୩.୭ , କଟକରେ ୪୦.୪,     ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮,  କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ  ୨୪.୪ ଗଜପତିରେ ୨୧.୯  ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି ।   

ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି  ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା      କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ  ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି  । 

• ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩  ଲକ୍ଷ ୭୨  ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ  ଆଶ୍ରୟ ସ୍ଥଳରେ  ରଖାଯାଇଛି । 

• ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । 

• ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦   ଜଣଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି । 

ସୂଚନା ଯୋଗ୍ୟ ଯେ, ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି  ପୂର୍ବାହ୍ଣ ୧୧.୪୫ ମିନିଟ  ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ  ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ 


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   20-Nov-2026
  ଜିଲ୍ଲା  
ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   20-Nov-2026
  ରାଜ୍ୟ  
ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   20-Nov-2026
  ଜିଲ୍ଲା  
ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   20-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   20-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   20-Nov-2026
  ଜିଲ୍ଲା  
ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   20-Nov-2026
  ଜିଲ୍ଲା  
ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   20-Nov-2026
  ଜିଲ୍ଲା  
ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   20-Nov-2026
  ଜିଲ୍ଲା  
ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   20-Nov-2026
  ଜିଲ୍ଲା  
ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   20-Nov-2026
  ରାଜ୍ୟ  
ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   20-Nov-2026

You Might Also Like