-+91-9937148622 |

prerana_bgr@rediffmail.com |

  Saturday 21st November 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   (20-Nov-2026)       ||      ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   (20-Nov-2026)       ||      ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   (20-Nov-2026)       ||      ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   (20-Nov-2026)       ||      *ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   (20-Nov-2026)       ||      ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   (20-Nov-2026)       ||      ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   (20-Nov-2026)       ||      ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   (20-Nov-2026)       ||      ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   (20-Nov-2026)       ||      ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   (20-Nov-2026)       ||      ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   (20-Nov-2026)       ||      ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   (20-Nov-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା    (20-Nov-2026)       ||      ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା ! ୪ ଟି ପଦରେ ଜଣେ ଭାରପ୍ରାପ୍ତ ♦️ ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ    (20-Nov-2026)       ||      ଚଳିତ ବଜେଟ ରାଶିର ଅର୍ଥ ଖର୍ଚ୍ଚ କରିପାରୁନାହଁ, ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଛ?: କଂଗ୍ରେସ   (20-Nov-2026)       ||      ୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ   (19-Nov-2026)       ||      *ବିଶିପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ*   (19-Nov-2026)       ||      କଟାପାଲି ଶ୍ରୀ ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା   (19-Nov-2026)       ||      ଜନ ଗଣନା ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ସମ୍ବଲପୁର ଆର୍ ଡି ସି* ଓ - * *ପ୍ରଥମ ଥର ଜାତିଗତ ଭାଷାଗତ କୁ ଚିହ୍ନଟ କରା ଯାଇ ପାରିବ*- *ଉପ ଜିଲ୍ଲାପାଳ*-   (19-Nov-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ, ୨୯ ତମ ଅଁଳା ନବମୀ ଓ ଛପନଭୋଗ ଅବସରରେ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ   (19-Nov-2026)       ||     

HOME   ଜିଲ୍ଲା

ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି

20-Nov-2026



ବଲାଙ୍ଗିର:ବଲାଙ୍ଗିର ଜିଲ୍ଲାରେ ବେଆଇନ୍ ଦାଦନ ଶ୍ରମିକଚାଲାଣ କରି ଗତ କିଛିବର୍ଷ ତଳେ ଦିନମଜୁରିଆ ରୁ କୋଟିପତି ପାଲଟିଥିବା ସର୍ଦ୍ଦାରଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ସେମାନଙ୍କର ଏହି ଧନ୍ଦାରୁ ବହୁତଳ କୋଠାବାଡି, ଜମିଜମା, ଦାମିକା ଗାଡିମଟର ଆଖିଦୃଶିଆ ଭାବେ ଏହା ବିଜ୍ଞାପିତ କରୁଛି । ମୁଖ୍ୟତଃ ବେଲପଡା, କଣ୍ଟାବାଞ୍ଜି ପରି ଦାଦନଗଡ ଓ ଖପ୍ରାଖୋଲ, ଲାଠୋର ଇତ୍ୟାଦି ଗ୍ରାମାଞ୍ଚଳରେ ସେମାନଙ୍କର ହୁ ହୁ ବଢୁଥିବା ଆର୍ଥିକ ସ୍ଥିତିକୁ ନିରୀକ୍ଷଣ କଲେ ଏହା ସୁସ୍ପଷ୍ଟ ।  ଶ୍ରମବିଭାଗ, ଥାନାପୁଲିସ ଓ  ବିଧାୟକ ବା ସାଂସଦ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ପକେଟ୍ ରେ ରଖି ବିଗତ ଦଶନ୍ଧି ଦଶନ୍ଧି ଧରି ଏହା ଚାଲିଆସୁଛି । ଏପରିକି ଏବେ ଏଇ ସର୍ଦ୍ଦାର ମାନଙ୍କ ମଧ୍ୟରୁ କେତେକ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ବିଧାୟକ ଓ ସାଂସଦ ପରି ପଦ ବି ନିର୍ବ୍ଚନରେ ବିପୁଳ ଟଙ୍କା ବ୍ୟୟ କରି ଅକ୍ତିଆର କଲେଣି । ସେମାନଙ୍କ ପାଖକୁ ରାଜ୍ୟବାହାରର ଇଟା ଭାଟି ସେଠ୍ ମାନଙ୍କ ଠାରୁ ବ୍ୟାଙ୍କ ଜରିଆରେ ଓ ନଗଦ କୋଟି କୋଟି ଟଙ୍କାର ସୁଅ ଛୁଟୁଛି । ସେମାନେ ଶ୍ରମିକ ଚାଲାଣ ପାଇଁ ଶ୍ରମବିଭାଗର ଲାଇସେନ୍ସ ହାତେଇ ସୀମିତ ସଂଖ୍ୟକ ଶ୍ରମିକଚାଲାଣ କରୁଥିଲେ ହେଁ, ଏଇ ଆଳରେ ମୁଖ୍ୟତଃ ଥାନାପୁଲିସକୁ ସିଧାସଳଖ ଶ୍ରମ ବିଭାଗର ଅଫିସ୍ ଓ ଥାନାଫାଣ୍ଡିକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର ନିୟମିତ ବଟି ଦେଇ ତଥାପି ସେମାନଙ୍କର ଏହି ହଜାର ହଜାର ସଂଖ୍ୟାର ବେଆଇନ ଦାଦନଚାଲାଣ ବର୍ଷ ବର୍ଷ ଧରି ଜାରୀ ରଖିଛନ୍ତି । ସମସ୍ତେ ଏହା ଦେଖି ଆସୁଥିଲେ ହେଁ, ପ୍ରଚୁର ଟଙ୍କାର ହାତଚିକ୍କଣ କରୁଥିବା ଯୋଗୁଁ ଏହା ବିରୋଧରେ କ୍ରମାଗତ ଭାବରେ ଗଣମାଧ୍ୟମରେ ତଥ୍ୟ ଓ ଖବର ପ୍ରକାଶ ପାଇଆସୁଥିଲେ ହେଁ, ଏହି ପ୍ରସଙ୍ଗ ବା ସେମାନଙ୍କର ଏହି ବେଆଇନ ଆୟର ଆୟକର ଯାଞ୍ଚ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ, ବିଧାନସଭା ବା ପାର୍ଲ୍ୟାମେଣ୍ଟରେ ଉଠାଯାଉନାହିଁ । ଶ୍ରମବିଭାଗର ସରକାରୀ ଲାଇସେନ୍ସର ଉଲଙ୍ଘନ, ପ୍ରକୃତ ଚାଲାଣର ସଂଖ୍ୟା ନ ଦର୍ଶାଇବା ବା ହେରଫେର କରାଯାଇ ସରକାରୀ ଟିକସର ଖୋଲାଖୋଲି ବାଟମାରଣା ଦୁର୍ନୀତିର ଅନ୍ତର୍ଭୁକ୍ତ ହୋଇଥିଲେ ହେଁ, ଏହା ଭିଜିଲାନ୍ସର ପରିସରଭୁକ୍ତ କରାଯାଉନାହିଁ । ଏହା କେବଳ ବଲାଙ୍ଗିର ଜିଲ୍ଲାରେ ନୁହେଁ, ସୁବର୍ଣପୁର, କଳାହାଣ୍ଡି, ନୂଆପଡା, ବରଗଡ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ସମସ୍ୟା ।

ଏଣୁ  ଚଳିତ ବିଧାନସଭାରେ ଏହି ଦାଦନସର୍ଦ୍ଦାର ମାନଙ୍କର ବିଗତ କେତେବର୍ଷର ଆୟର ତଦନ୍ତପୂର୍ବକ ଅନ୍ତତଃ ଆୟକର ଯାଞ୍ଚ ପ୍ରକ୍ରିୟା ଚାଲୁ କରାଯିବାକୁ ସରକାର ପଦକ୍ଷେପ ନେବା ଦିଗରେ ଆଲୋଚନା କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

ରିପୋର୍ଟ : ମଳୟ ମିଶ୍ର 


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ   20-Nov-2026
  ଜିଲ୍ଲା  
ବାତ୍ୟାର ପ୍ରଭାବ ହ୍ରାସ, ତଥାପି ଜାରି ରହିଛି ସତର୍କତା ଓ ପ୍ରସ୍ତୁତି: ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ*   20-Nov-2026
  ରାଜ୍ୟ  
ଅସହାୟ ଓ ଗରିବ ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛେଳି ବଣ୍ଟନ♦️୨୫ଟି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ମିଳିଲା ୫୦ ଟି ଛେଳି   20-Nov-2026
  ଜିଲ୍ଲା  
ବାତ୍ୟା ଅକଭାନ୍ ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ! ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି   20-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ୬୭ ଶିକ୍ଷକଙ୍କ ପଦୋନ୍ନତି* *ବିଦ୍ରୋହ:-ପଦୋନ୍ନତି ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି*   20-Nov-2026
  ଜିଲ୍ଲା  
ସପ୍ତାହ ପାରାୟଣରେ ସମୁଦ୍ର ମନ୍ଥନର ବିସ୍ତୃତ ବ୍ୟାଖ୍ୟା, ଭକ୍ତିରେ ବିଭୋର ଶ୍ରୋତା   20-Nov-2026
  ଜିଲ୍ଲା  
ରାଜୁ ବାଗ ହତ୍ୟା ର ନ୍ୟାୟ ନ ମିଳିବା ନେଇ ସିଡ୍ୟୁଲଡ଼ କାଷ୍ଟ ଫେଡେରେସନ କର୍ମକର୍ତା ଙ୍କ ଥାନା ଘେରାଉ ନିଷ୍ପତି   20-Nov-2026
  ଜିଲ୍ଲା  
ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ; ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ   20-Nov-2026
  ଜିଲ୍ଲା  
ଭତ୍ତା ବିଳମ୍ବ ନେଇ ଡାବୁଗାଁରେ ବିଜେଡିର ବ୍ଲକ ଘେରାଉ, ଜିଲ୍ଲାପାଳଙ୍କୁ ଦାବିପତ୍ର   20-Nov-2026
  ଜିଲ୍ଲା  
ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ   20-Nov-2026
  ଜିଲ୍ଲା  
ଦାଦନସର୍ଦ୍ଦାରଙ୍କ ଉପରେ ଆଇଟି ଚଢାଉ ଦାବି♦️ ବେଆଇନ ଶ୍ରମିକଚାଲାଣରୁ କୋଟିପତି   20-Nov-2026
  ରାଜ୍ୟ  
ବଦଳି ନୀତିର ଖୋଲା ଉଲ୍ଲଂଘନ; ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ଜମି ରହିଛନ୍ତି ଅଧିକାରୀ   20-Nov-2026

You Might Also Like