-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
କଟକ (ତପନ ମହାନ୍ତି): କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଶ୍ରୀମତୀ ସ୍ଵାଗତିକା ବେହେରା ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୨୩ ବ୍ୟାଚର ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀମତୀ ବେହେରା ସହକାରୀ ସୂଚନା ଅଧିକାରୀ ଭାବରେ ପ୍ରଥମେ ନିଜର ବୃତିଗତ ଜୀବନ ଆରମ୍ଭ କରିଥିଲେ । ନିଜର ଚାକିରି ଜୀବନ ଆରମ୍ଭରୁ ସେ ପ୍ରଶାସନର ବହୁ ଲୋକାଭିମୁଖୀ କାର୍ଯ୍ୟରେ ନିୟୋଜିତ ହୋଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ଏଥିସହିତ ସୂଚନା ଓ ଲୋକସଂପର୍କ ବିଭାଗର ପରବର୍ତ୍ତୀ ନିର୍ଦେଶାନାମା ଜାରି ହେବା ପର୍ଯ୍ୟନ୍ତ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ଵ ମଧ୍ୟ ନିର୍ବାହ କରିବେ ।