-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||     

HOME   ଜିଲ୍ଲା

*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*

12-Apr-2026



(ପ୍ରିୟଦର୍ଶିନୀ ପାତ୍ର)
ଉମରକୋଟ ଉପ ଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ ଲଗାଇ ଠିଆ ହୋଇଛନ୍ତି ପ୍ରାୟ ଚାଳିଶି ଜଣମହିଳା, ପୁରୁଷ ଓ ଶିଶୁ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲିଟି ଅନ୍ତର୍ଗତ ବାର ନମ୍ବର ୱାର୍ଡର ଗୋପାଳକ ଅସରୁ ରାୟ ଙ୍କ ଗାଈ କୁ କିଛିଦିନ ତଳେ କୁକୁର କାମୁଡି ଥୁଲା, ଅସରୁ କିନ୍ତୁ ଏହି କଥା ଜାଣି ନଥିଲେ ସେହି ଗାଈ ଅସ୍ଵାଭାଭିକ ଆଚରଣ ଦେଖୁ ସ୍ଥାନୀୟ ପଶୁ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିଲେ ସେ ସେହିଠାରେ ଚିକିତ୍ସକ ଗାଈ ପାଗଳ ହେଇଥିବା କଥା କହିଥିଲେ ଓ କୁକୁର କାମୁଡା ଯୋଗୁଁ ପାଗୁଁ ଏହି ପରି ହୋଇଥିବା ସ୍ପଷ୍ଟ ହୋଇଥିଲା କିନ୍ତୁ ଗତ କାଲି ରାତିରେ ଏହି ପାଗଳା ଗାଈଟି ମରି ଯାଇଥିଲା, ଏହି ଖବର ପ୍ରଚାର ହେବା ପରେ ସେହି ଗାଈର କ୍ଷୀର ଖାଇଥିବା ପରିବାର ମଧ୍ୟରେ ଆତଙ୍କ ଖେଳି ଯାଇଛି। ସମସ୍ତେ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ ଲଗେଇଛ ଛନ୍ତି । ଗାଈ ମାଲିକ କୁକୁର କାମୁଡା ସମ୍ପର୍କରେ ଜାଣି ନଥିଲେ ଏଣୁ ସେ ନିୟମିତ ଯାହା ଯାହା ପରିବାର କୁ କ୍ଷୀର ଯୋଗାଉ ଥିଲେ ସେହି ଘର ମାନଙ୍କରେ କ୍ଷୀର ଦେଇଥିଲେ କିଛି ପରିବାର ଖାଇଥିଲେ।ସୌଭାଗ୍ୟ ବଶତଃ ବର୍ତମାନ ପର୍ଯ୍ୟନ୍ତ କାହାରିକୁ କିଛି ଅସୁସ୍ଥତା ର ଲକ୍ଷ ଲକ୍ଷଣ ଦେଖାଯାଇ ନାହିଁ ବୋଲି ଡାକ୍ତର ସୂଚନା ଦେବା ସହ ସମସ୍ତ ଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା ସୂଚନା ଦେଇଛନ୍ତି !


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ   23-Nov-2026
  ଜିଲ୍ଲା  
  ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ   23-Nov-2026
  ଜିଲ୍ଲା  
ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   23-Nov-2026
  ରାଜ୍ୟ  
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   23-Nov-2026
  ଜିଲ୍ଲା  
ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   23-Nov-2026
  ଜିଲ୍ଲା  
‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   23-Nov-2026
  ଜିଲ୍ଲା  
ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   23-Nov-2026
  ଜିଲ୍ଲା  
ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   23-Nov-2026
  ଜିଲ୍ଲା  
ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   23-Nov-2026

You Might Also Like