-+91-9937148622 |

prerana_bgr@rediffmail.com |

  Saturday 30th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||      *ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*   (29-May-2026)       ||      ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||     

HOME   ରାଜ୍ୟ

ଫେରାର ଯୁବକ ଗିରଫ, ବିଦେଶୀ ମୁଦ୍ରା ସହ ଲକ୍ଷାଧିକ ଟଙ୍କା ଜବତ ମାମଲା

01-Mar-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର):  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗତ ଶୁକ୍ରବାର ଦିନ ଡୁଙ୍ଗୁରିପାଲି ଆର୍ ଫିଏଫ୍ ପୋଲିସ ଅଜଣା ଯୁବକ ଙ୍କୁ ସନ୍ଦେହ କରିଥିଲ। ତାଙ୍କୁ ପଚରାଉଚରା କରାଯିବା ରୁ  ନିଜର ବ୍ୟାଗ୍ ଛାଡି ଫେରାର ମାରିଥିଲା ଡୁଙ୍ଗୁରୁପାଲି ପୋଲିସ ଓ ଆର୍ ଫିଏଫ୍ ଟିମ୍ ଉକ୍ତ ବ୍ୟାଗ ଯାଞ୍ଚ କରିବା ରୁ ନଗଦ  ୨.୬୯ ଲକ୍ଷ ଟଙ୍କା ସହ ୪ ବିଦେଶର ୧୯ଟି ନୋଟ୍ ଜବତ କରିଛି । ଏଥିରେ ୨ଲକ୍ଷ ୬୮ହଜାର ୭୭୪ ଭାରତୀୟ ଟଙ୍କା ଏବଂ ୟୁଏଇ, ମାଲେସିଆ, ଥାଇଲାଣ୍ଡ ଓ ଚାଇନା ଦେଶର ନୋଟ୍ ରହିଥିବା ବେଳେ । ଗତ ୨୧ ତାରିଖ ରାତିରେ ବଲାଙ୍ଗିର ଆରପିଏଫ୍ ହାବିଦଲଦାର ହୀରାଲାଲ୍ ସିଂ ଡୁ ଙ୍ଗୁ ରି ପାଲି ରେଳଷ୍ଟେସନରେ ପେଟ୍ରୋଲିଂ କରୁଥିବା ବେଳେ ରାତି ୨ ଟାରେ ପ୍ଲାଟଫର୍ମରେ ବସିଥିବା ଜଣେ ଯୁବକଙ୍କୁ ପଚରାଉଚୁରା କରିଥିଲେ ।
ଝାନ୍‌ସି ଯିବାକୁ ପୁରୀ-ଦୁର୍ଗ ଟ୍ରେନ୍‌କୁ ଅପେକ୍ଷା କରିଥିବା ସେ କହିବାପରେ ତା' ବ୍ୟାଗରେ କ'ଣ ଅଛି ବୋଲି
ପଚାରିବାରୁ ହଠାତ୍ ଯୁବକ ଜଣକ ବ୍ୟାଗ୍ ଛାଡ଼ି ସେଠାରୁ ଦୌଡ଼ି ଫେରାରହୋଇଯାଇଥିଲା । ଆଜି ଧରା ପଡ଼ିଛି ୨୦ ତାରିଖ ରେ ଅଜଣା ଯୁବକ ସୁମିତ ଏଜେନ୍ସୀ ର କାଉଣ୍ଟର ଡ୍ରୟରୁ ୪ ଲକ୍ଷ (ଆନୁମାନିକ) ଟଙ୍କା ଚୋରି କରିଥିଲେ। ସେ ସୁମିତ ଏଜେନ୍ସୀ ରେ  ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୁକ୍ତ କୁଲ୍ ଦିପ ଖାଁ (୨୫)ଭର୍ଖାନି ଥାନା ର ପିତା ରାମବିହାରୀ  ଉତ୍ତର ପ୍ରଦେଶର  ଜିଲ୍ଲା ହରଡୋଲ୍  ର  ଡୁଙ୍ଗୁରିପାଲି ଏସ୍ ଆଇ ଏକଦସିଆ ପଧାନ ଗିରଫ କରି ଧାରା ୩୩୧(୪)/୩୦୫ ବିଏନ ଏସ୍ ଦ୍ଵାରା ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026
  ଜିଲ୍ଲା  
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   30-May-2026
  ଜିଲ୍ଲା  
ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   30-May-2026
  ଜିଲ୍ଲା  
ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   30-May-2026
  ଜିଲ୍ଲା  
ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   29-May-2026
  ଜିଲ୍ଲା  
ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   29-May-2026
  ଜିଲ୍ଲା  
ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   29-May-2026
  ଜିଲ୍ଲା  
ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ   29-May-2026
  ଜିଲ୍ଲା  
ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   29-May-2026

You Might Also Like