-+91-9937148622 |

prerana_bgr@rediffmail.com |

  Friday 29th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||      ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   (29-May-2026)       ||      ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   (29-May-2026)       ||      ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (28-May-2026)       ||      ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   (28-May-2026)       ||      ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (28-May-2026)       ||      ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ   (28-May-2026)       ||      ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ♦️ସାଇବର କ୍ରାଇମ ସମେତ କୌଣସି ବେଆଇନ ଅପରାଧ କୁ କ୍ଷମା କରାଯିବ ନାହିଁ: ବରଗଡ଼ ଆରକ୍ଷୀ ଅଧିକ୍ଷକ    (28-May-2026)       ||      ତୁଳଣ୍ଡିରେ ପିଇବା ପାଣି, ଅର୍ଡାରେ ବିଜୁଳି ସମସ୍ୟା ନରସିଂହ ଙ୍କ ହସ୍ତକ୍ଷେପ ଚାହିଁଲେ ଗ୍ରାମବାସୀ♦️ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହେଲେ ନରସିଂହ   (28-May-2026)       ||      *ମେଣ୍ଢା ଜଗୁଆଳିକୁ ଶିକାର କରିବକୁ ଆସିଛୁ କହି ନିରଧୂମ ପିଟିଲେ ବନବିଭାଗ କର୍ମଚାରୀ*   (28-May-2026)       ||      ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ସ୍ଵତନ୍ତ୍ର ସଘନ ସଂଶୋଧନ’ (ଏସ.ଆଇ.ଆର ) ତାଲିମ   (28-May-2026)       ||      ପେଟ୍ରୋଲ,ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (28-May-2026)       ||      ହୃଦଘାତରେ ଶିକ୍ଷକଙ୍କ ପରଲୋକ-   (28-May-2026)       ||      ବଲାଙ୍ଗୀର ଆହାର କେନ୍ଦ୍ରରେ ଆନୁସଙ୍ଗିିକ ସୁବିଧା ନାହିଁ, ପ୍ରତିକୂଳ ପରିସ୍ଥିତିରେ ଵି ଭୋକିଲା ମୁହଁରେ ହସ ଫୁଟାଉଛନ୍ତି ଏସ୍.ଏଚ୍.ଜି ମହିଳା    (28-May-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି

29-May-2026



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘର ର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ଯ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା । ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ  ରାସ୍ତା ସହ ସହର ର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକ ର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ଫଳରେ ରାସ୍ତା ଅବରୋଧ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପୌର ପରିଷଦ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ଥିବା ବେଳେ କେତେବେଳେ ଲାଇଟ୍ ଆସିବ ଅନିଶ୍ଚିତତା ଦେଖାଯାଇଛି । ବିଦ୍ୟୁତ୍ ବିଭାଗ ପୁନରୁଦ୍ଧାର କାମରେ ଲାଗିଛି । ସେପଟେ ପ୍ରବଳ ଗୁଳୁଗୁଳି ରେ ଭାଜି ହେଉଛନ୍ତି ସୋନପୁର ଜିଲ୍ଲା ବାସୀ । ବିଦ୍ୟୁତ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି । ହଇରାଣ ହେଉଛନ୍ତି ଜନସାଧାରଣ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ ବିଭାଗ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା  ପାଇଁ ବୁଦ୍ଧିଜୀବି ଦାବୀ କରିଛନ୍ତି । ଗଛପଡ଼ି ବ୍ୟାପକ ଘର କ୍ଷତି ହୋଇଥିବା ଜଣାପଡିଛି ।  ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ଝଡ ତଥା ବର୍ଷା କୁଆପଥର ମାଡ଼ରେ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଗଛ ପଡି ରାସ୍ତାକଡରେ ଥିବା ଅନେକ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାରୁ ଗଛ କାଟି ହଟାଯାଉଛି । କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରାଯିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   29-May-2026
  ଜିଲ୍ଲା  
ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   29-May-2026
  ଜିଲ୍ଲା  
ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   29-May-2026
  ଜିଲ୍ଲା  
୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   29-May-2026
  ଜିଲ୍ଲା  
ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   29-May-2026
  ରାଜ୍ୟ  
ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   29-May-2026
  ଜିଲ୍ଲା  
ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   29-May-2026
  ଜିଲ୍ଲା  
ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   29-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   29-May-2026
  ଜିଲ୍ଲା  
ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ   28-May-2026
  ଜିଲ୍ଲା  
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   28-May-2026
  ଜିଲ୍ଲା  
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   28-May-2026

You Might Also Like