-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||     

HOME   ରାଜ୍ୟ

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

28-May-2026



ରାଉରକେଲା :  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ  ଶ୍ରୀ ରବି ନାରାୟଣ ନାଏକ ଆଜି ଏକଦିବସୀୟ ଗସ୍ତ ରେ ସୁନ୍ଦରଗଡ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । 

ରାଉରକେଲା ପାନପୋଷ ସ୍ଥିତ ପ୍ରଦକ୍ଷଣ ଗୃହଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଶ୍ରୀ ନାଏକ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଓ ସଫଳ ରୂପାୟନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।  ବୈଠକ ରେ  ସେ କହିଥିଲେ ଯେ 
ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ପ୍ରତିଟି ଗ୍ରାମାଞ୍ଚଳରେ ସ୍ଵଚ୍ଛ ପାନୀୟଜଳର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ ସମସ୍ତ ଜନକଲ୍ୟାଣକାରୀ ପ୍ରକଳ୍ପ ଯେପରି ସଠିକ୍ ସମୟରେ ଶେଷ ହୋଇ ଜନସାଧାରଣଙ୍କ ସେବାରେ ଉପଯୋଗୀ ହୋଇପାରିବ, ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ବୈଠକରେ  ଜିଲ୍ଲାର ସମସ୍ତ ବ୍ଲକ୍ ରେ ଗ୍ରାମୀଣ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ,ସଡ଼କ ନିର୍ମାଣ  କେତେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ଅସମ୍ପୂର୍ଣ୍ଣ  କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି

ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେତେକ ସ୍ଥାନରେ ବିଦ୍ୟୁତ ସମସ୍ୟା ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବାବେଳେ  କିପରି ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ହେବ ବିଷୟରେ ଆଲୋଚନା କରାଯାଇଥିବା ।  ମାନ୍ୟବର ମନ୍ତ୍ରୀ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ​ଏହି ସମୀକ୍ଷା ବୈଠକରେ ରଘୁନାଥପାଲିର ମାନନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ, ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ , ସମେତ ସମସ୍ତ ବ୍ଲକ ର ବିଡିଓ , ବିଭାଗୀୟ ଅଧିକାରୀ ଗଣ  ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026
  ଜିଲ୍ଲା  
ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   11-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ   11-Jun-2026

You Might Also Like