-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
29-May-2026
କଟକ(ତପନ ମହାନ୍ତି) ଆଜି କଟକ ମହାନଗର ନିଗମ ୱାର୍ଡ ନମ୍ବର ୪୭ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଶିଳାନ୍ୟାସ ସହ ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ବିଧାୟକ ସୌଭିକି ବିଶ୍ୱାଳ ଙ୍କ ସହିତ କର୍ପୋରେଟର ସୁବ୍ରତ ଘଡେ଼ଇ ଏମଡିଏ ସଭାପତି ସଂଜୟ ଜେନାଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ, ମୁରବି ଉପସ୍ଥିତ ଥିଲେ|