-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
29-May-2026
କଟକ ( ତପନ ମହାନ୍ତି ) : ପଦ୍ମ ଧରିବା ପରେ ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ I ପ୍ରେସମିଟ୍ ? କରି ବର୍ଷି ଲେ ପୂର୍ବତନ
ରାଜ୍ୟସଭା ସାଂ ସାଂସଦ। କହିଲେ ନବୀନ ବାବୁଙ୍କୁ ମୋତେ ଦେଖା କରେଇ ଦେଲେନି I ବିଜୁ ବ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଷଡ଼ଯନ୍ତ୍ର ଚାଲିଛି I ବିଜେଡିର ଏବେ ବାପା, ମା ନ ନଥୁବା ଭଳି ସ୍ଥିତି I ଏନଡିଏ ସହ ମୋ ରାଜନୈତିକ କ୍ୟାରିଅର ଆରମ୍ଭହୋଇଥୁଲା ନଥୁଲା I I ବିଜେପିରେ ମିଶିବା ପରେ ମୋତେ ଘରକୁ ଫେରିବା ଭଳି ଅନୁଭବ ହେଉଛି I ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦେବାଶିଷ କହିଛନ୍ତି ଯେ, ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର I କଟକର ବିଜେଡି ସଙ୍ଗଠନ ମୋ ସହ ଆସି ସାଗି ସାରିଲେଣି I ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି I ସେପଟେ ପ୍ରେସମିଟ୍ ? କରି ଦେବାଶିଷ ସାମନ୍ତରାୟଙ୍କଙ୍କୁ କଟାକ୍ଷ କଲା ବିଜେଡି I ଦ ଦଳ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଯେ, ପ୍ରଲୋଭିତ ପ୍ରଳେ କରେଇବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଏବେ ଦେଶରେ ଚାଲିଛି I ଗୋଟିଏ ଏ ଦଳ ଲୋକଙ୍କୁ ପ୍ରୋଳି ପ୍ରାଲିଭିତ କରୁଛି I ସେହି ପ୍ରସେସରେ ଦୁଇ ଦିନ ତଳେ ଳ ଜଣେ ନେତା ଆମ ଦଳ ଛାଡିଛନ୍ତି । ଦଳର ଭଲ ସମୟରେ ଥିଲେ, ବିଜେଡିରୁ ପଦ ପଦବୀ ପାଇଥିଲେ I ପୂର୍ବରୁ କିଛି ଜଣ ଜଣ ଯାଇଥିଲେ | ହେଲେ । ତାଙ୍କୁ ଦେଖୁବାକୁ ମିଳୁନାହିଁ I ଏବେ ଦେବାଶିଷ ସାମନ୍ତରାୟ ଗଲେ I ଦଳ ଯେତେ ବେଳେ ବିରୋଧୀ ଦଳରେ ଅଛି I ସେ ସମୟରେ ଫେରିଛି I ବିଜେପିରେ ଏବେ ପଲିଟିକାଲ ଟସଲ କହୁଛନ୍ତି ମୁଁ ଏ€ [ ଏବେ ପୁରୁଣା ଘରକୁ ପେ ଚାଲିଛି। ଦେବାଶିଷ ବାବୁ ଟ୍ରାପରେ ପଡିଲେ I ନବୀନ ବାବୁ ଆପଣଙ୍କୁ ୫ ଥର ଟିକେଟ ଦେବା ସହ ରାଜ୍ୟସଭାବ ।ଜ୍ୟସଭାକୁ ପଠାଇଛନ୍ତି I ଯଦି ଅଣନିଶ୍ୱାସୀ ହେଉଥିଲେ ତାହାଲେ କାହିଁକି ସେତେବେଳେ ବେଳେ ଇସ୍ତଫା ଦେଇ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେନିନା ସେ କହିଛନ୍ତି ଯେ, ଦେବାଶିଷ ବିଜେଡି କର୍ମୀଙ୍କୁ ଚ୍ୟାଲେଞ୍ଜ ଦିଅନ୍ତୁ ନାହିଁ। ଆପଣ କେତେ ବାଟ ଯାଇ ପାରିବେ ଆମେ ଦେଖୁଛୁ I ଏତେ ଉଲ୍ଲସିତ ହୁଅନ୍ତୁ ନାହିଁ । ଯଦି ବିଜେଡି ସଂଗଠନ ତାଙ୍କ ସହ ଅଛି ତାହାଲେ ଗତକାଲି କାହିଁକି ବିମାନ ବନ୍ଦରରେ କେହି ନଥୁଲେ ବୋଲି ବାଲି ପ୍ରଶ୍ନ କରିଛନ୍ତି |