-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି ବୈଠକ ଅନୁଷ୍ଠିତ ହେଇଯାଇଛି    (12-Jun-2026)       ||      ଏସବିଆଇ ଏଲଡିଏମ ଙ୍କ ଦ୍ୱାରା ସମ୍ବଲପୁର ରେଙ୍ଗାପଡ଼ାଠାରେ ‘ଖେତ ବଞ୍ଚାଅ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*   (12-Jun-2026)       ||      କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||     

HOME   ରାଜ୍ୟ

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି

27-May-2026



ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭା ସମ୍ମତି ଓ ଯଥୋଚିତ କ୍ଷତିପୂରଣ ଦାବି କଲା ଆଦିବାସୀ ସଂଘ 

ବଲାଙ୍ଗିର/ପାଟଣାଗଡ(ପ୍ରେରଣା ଖବର): ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବୈଠକ ପଣ୍ଡକିମାଲ ଠାରେ ଅନୁଷ୍ଠିତ ହୋଇଯାଇଛି l ପଣ୍ଡକିମାଲ, ଜାମଜୁରୀ, ଟେଙ୍ଗନାବାସା, ଡୁମେରବାହାଲ, ବlଦିମାଲ, ବେନ୍ଦେର ଓ ଚହକପଡା ଗ୍ରାମର ଲୋକ କୃଷି, ଜମି, ଜଙ୍ଗଲ, ଜଳସମ୍ପଦ ଓ ପାରମ୍ପରିକ ଜୀବିକା ଉପରେ ନିର୍ଭରଶୀଳ। ଆଇନ ଅନୁସାରେ ପୁନର୍ବାସ ଓ କ୍ଷତିପୂରଣ ବିନା ବିସ୍ଥାପନ ସେମାନଙ୍କ ସାମ୍ବିଧାନିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଧିକାରକୁ ଗୁରୁତର ଭାବେ ପ୍ରଭାବିତ କରିବ।
ସଂଘ ପକ୍ଷରୁ “ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନସ୍ଥାପନରେ  କ୍ଷତିପୂରଣ ଏବଂ

ପ୍ରସ୍ତାବିତ ବିସ୍ଥାପିତ ଆଦିବାସୀ ପରିବାରଙ୍କ ପାଇଁ ସମ୍ପୂର୍ଣ୍ଣ ପୁନର୍ବାସ ପ୍ୟାକେଜ ଦାବି କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

ପାରଦର୍ଶିତା ଅଧିକାର ଅଧିନିୟମ-୨୦୧୩ ଏବଂ ଓଡିଶା RFCTLARR ନିୟମ, 2016 ର କଡାକଡି ପାଳନ ଦାବି କରାଯାଇଛି।
ମୁଖ୍ୟ ଦାବିଗୁଡିକ: ସାମାଜିକ ପ୍ରଭାବ ମୂଲ୍ୟାୟନ  ଗ୍ରାମ ସଭାର ୭୦ ପ୍ରତିଶତ ଲୋକଙ୍କ ପୂର୍ବ ସମ୍ମତି, ଗ୍ରାମାଞ୍ଚଳ ଜମି ପାଇଁ ଚାରିଗୁଣ କ୍ଷତିପୂରଣ,ଜମି ବଦଳରେ ଜମି ପ୍ରଦାନ,ସ୍ଥାୟୀ ଘର ଓ ପୁନର୍ବାସ ସୁବିଧା, ପ୍ରତ୍ୟେକ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ଜଙ୍ଗଲ ଓ ଗୋଷ୍ଠୀଗତ ସମ୍ପଦ ପାଇଁ

ଅପର ଲାନ୍ଥ ପ୍ରକଳ୍ପ ପାଇଁ ଜମି, ଜୀବିକା ଓ ସାମ୍ବିଧାନିକ ସୁରକ୍ଷା ଦାବି କଲା ସଂଘ

କ୍ଷତିପୂରଣ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଅଧିକାର ଆଇନ  ପାଳନ କରିବାକୁ ଦାବୀ କରା ଯାଇଛି l ସମ୍ପୂର୍ଣ୍ଣ ପୁନର୍ବାସ ପୂର୍ବରୁ କୌଣସି ପରିବାରକୁ ବେଦଖଲ ନକରିବାକୁ ବୈଠକ ରେ ନିଷ୍ପତ୍ତି କରାଯାଇଛି l
ଏହାସହ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରି ପ୍ରଭାବିତ ଗ୍ରାମବାସୀ ଓ ଆଦିବାସୀ ପ୍ରତିନିଧିମାନଙ୍କୁ ସାମିଲ କରିବାକୁ ସଂଘ ଦାବି କରିଛି।
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ପ୍ରଶାସନଙ୍କୁ ଆଦିବାସୀ ସମୁଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା ସହ ନ୍ୟାୟସଂଗତ ଓ ସମ୍ମାନଜନକ ପୁନର୍ବାସ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ସଭାରେ ବିଶିଷ୍ଟ ସମାଜସେବୀ ବନମାଳୀ ଖମାରି ସଭାପତିତ୍ବ କରିଥିଲେ l ପୂର୍ବତନ ସାଂସଦ ନିରଞ୍ଜନ ବିଶି, ପରିବେଶବିତ ସତ୍ୟ ବନଛୋର, ନୃପ ସାହୁ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ  ବେଲପଡାର ବ୍ଲକ ସଭାପତି ରସିକ ଧରୁଆ, ଉପସଭାପତି ଧନିରାମ ମିର୍ଦ୍ଧା, ମିନିକେତନ ଧରୁଆ, ଗିରିଧାରୀ ଭୋଇ, ପ୍ରମୁଖ ଉଦବୋଧନ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି ବୈଠକ ଅନୁଷ୍ଠିତ ହେଇଯାଇଛି   12-Jun-2026
  ଜିଲ୍ଲା  
ଏସବିଆଇ ଏଲଡିଏମ ଙ୍କ ଦ୍ୱାରା ସମ୍ବଲପୁର ରେଙ୍ଗାପଡ଼ାଠାରେ ‘ଖେତ ବଞ୍ଚାଅ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*   12-Jun-2026
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026

You Might Also Like