-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି ବୈଠକ ଅନୁଷ୍ଠିତ ହେଇଯାଇଛି    (12-Jun-2026)       ||      ଏସବିଆଇ ଏଲଡିଏମ ଙ୍କ ଦ୍ୱାରା ସମ୍ବଲପୁର ରେଙ୍ଗାପଡ଼ାଠାରେ ‘ଖେତ ବଞ୍ଚାଅ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*   (12-Jun-2026)       ||      କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||     

HOME   ରାଜ୍ୟ

ଟିଟିଲାଗଡ ମହାରାଜାସାଗରରୁ ଅଜଣାବ୍ୟକ୍ତିଙ୍କ ଶବଉଦ୍ଧାର ଘଟଣା.. ଡାକ୍ତରୀ ରିପୋର୍ଟରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା କହିଲେ ଏସପି

27-May-2026



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌରପାଳିକା ପକ୍ଷରୁ ଚାଲିଥିବା ମହାରାଜା ବନ୍ଧର ଉନ୍ନତିକରଣ କାମ ଚାଲିଥିବା ବେଳେ ଜଣେ ଅଜଣା ବ୍ୟକ୍ତିର ମୃତଶରୀର ଉଦ୍ଧାର ହୋଇଥିଲା। ସେହି ବ୍ୟକ୍ତିର ମୃତ୍ୟୁ ଜେସିବି ମାଡରେ ହୋଇଥିବା ଅଭିଯୋଗ ଉଠୁଥିଲା। ଏପରିକି ଏହି ଘଟଣାରେ ପୋଲିସର ତଦନ୍ତନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଆଜି ବଲାଙ୍ଗୀର ଏସପି ଅଭିଲାଷ ଜୀ ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ପୋଲିସ ସଠିକ ତଦନ୍ତ କରିଛି ଓ ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଅଂଶୁଘାତ ଜନିତ(ହିଟଷ୍ଟ୍ରୋକ) ବୋଲି କହିଛନ୍ତି। ମଲଟିଅରଗାନ ଫେଲ୍ୟୁର କାରଣରୁ ମୃତ୍ୟୁ ହୋଇଥିବା ପୋଷ୍ଟମଟର୍ମ ରିପୋର୍ଟ ଆସିଥିବା ଘଟଣାଦିନ ସହିତ ପୂର୍ବରୁ ସେହି ଅଜଣାବ୍ୟକ୍ତି ଜଣକ ଅବାଞ୍ଛିତ ଭାବରେ ମହାରାଜା ସାଗର ଅଞ୍ଚଳରେ ବୁଲୁଥିବାରୁ ଅନେକଲୋକ ଦେଖିଛନ୍ତି ଓ ସେହିଦିନ ସେ ହଠାତ ପଡିଯିବା ପରେ ତାକୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଇନକ୍ୱେଷ୍ଟ କରାଯାଇ ପୋଷ୍ଟମର୍ଟମ କରାଯାଇଥିଲା। ମୃତ ବ୍ୟକ୍ତିର ପରିଚୟ ପାଇଁ ତାଙ୍କର ଫଟୋ ବିଭିନ୍ନ ମାଧ୍ୟରେ ଲୋକଙ୍କୁ ଦିଆଯାଇଛି ବୋଲି ଏସପି କହିଛନ୍ତି।
   ତେବେ ଏହି ଘଟଣାକୁ ନେଇ ଟିଟିଲାଗଡରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ଘଟଣାଦିନ ଯେଉଁଠାରେ ସେହି ବ୍ୟକ୍ତିର ଶରୀର ପଡିଥିଲା ସେଠାରେ ମହାରାଜାସାଗରର ମାଟିକାମ ଚାଲିଥିଲା ଓ ଉକ୍ତଶରୀରରେ ମାଟି ମଧ୍ୟ ଲାଗିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି ଯେ,ଉକ୍ତ ବ୍ୟକ୍ତିଜଣକ ଜଣେ ବଙ୍ଗାଳି ଲୋକ ଓ ସେ ମିସ୍ତ୍ରୀକାମ କରୁଥିଲେ। ଘଟଣାଦିନ ଜେସିବି ମାଡରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଉପରେ ଜେସିବି ମାଡହେବା ପରେ ସେ ପଡିଯାଇଥିଲେ ଓ ଜେସିବି ଡ୍ରାଇଭର ଜେସିବିଛାଡି ଚାଲିଯାଇଥିଲେ। ସେହିଦିନରୁ ଜେସିବି ଡ୍ରାଇଭର ଫେରାର ରହିଛନ୍ତି। ଟିଟିଲାଗଡ ଆଇ.ଆଇ.ସି  ମନୋଜ ମୁଣ୍ଡା ଘଟଣାର ଖବରପାଇ ଟିମ ସହିତ ପହଞ୍ଚିଲେ । ପୋଲିସ କର୍ମଚାରୀଙ୍କୁ ଲଗାଇ ବସ୍ତାଉଠାଇଲା ଭଳି ମଣିଷ ର ଶରୀରକୁ ଉଠାଇ ଆମ୍ବୁଲାନ୍ସ ବଦଳରେ ପୋଲିସ ଗାଡିରେ ଲଦି ହସପିଟାଲକୁ ନେଇ ପଳାଇଲେ। ଏସପିଙ୍କ କହିବା ହେଲା ମଣିଷଟି ବଞ୍ଚିଥିବା ଭାବି ଆଇଆଇସି ସାଙ୍ଗେ ସାଙ୍ଗେ ହସପିଟାଲକୁ ନେଇଥିଲେ। ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ମାଜିଷ୍ଟ୍ରେଟଙ୍କୁ ଡାକି ଇନକ୍ୱେଷ୍ଟକରି ପୋଷ୍ଟମର୍ଟମ କରାଇଥିଲେ। ପୋଲିସର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ଏସପି ଅଭିଲାଷ ଜୀ କହିଛନ୍ତି । ତେବେ ପୋଲିସର ଏତେସବୁ ବୟାନ ପରେ ମଧ୍ୟ ସ୍ଥାନୀୟ ଲୋକମାନଏ ଏହାକୁ ବିଶ୍ୱାସ କରୁନାହାଁନ୍ତି । କେତେକ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଟିଟିଲାଗଡ ଆଇଆଇସି ମନୋଜ ମୁଣ୍ଡା ଛୁଟିରେ ଚାଲିଯିବା,ଜେସିବି ଡ୍ରାଇଭର କାମଛାଡି ଚାଲିଯିବା, ଡାକ୍ତର ଗୋଟିଏ ଦିନରେ ପୋଷ୍ଟମର୍ଟମ ରିପୋର୍ଟ ଦେଇଦେବା ଇତ୍ୟାଦି ଘଟଣାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଟିଟିଲାଗଡରେ ଥିବା ଏସଡିପିଓଙ୍କୁ ଅନେକଗୁଡିଏ ଘଟଣାରେ ସ୍ଥାନୀୟଲୋକେ ସନ୍ଦେହଚକ୍ଷୁରେ ଦେଖୁଛନ୍ତି। ତେଣୁ ଏହି ଘଟଣାର ଏକ ଉଚ୍ଚସ୍ଥରୀୟ କରାଯିବାକୁ ମଧ୍ୟ ଜନସାଧାରଣ ରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି ବୈଠକ ଅନୁଷ୍ଠିତ ହେଇଯାଇଛି   12-Jun-2026
  ଜିଲ୍ଲା  
ଏସବିଆଇ ଏଲଡିଏମ ଙ୍କ ଦ୍ୱାରା ସମ୍ବଲପୁର ରେଙ୍ଗାପଡ଼ାଠାରେ ‘ଖେତ ବଞ୍ଚାଅ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*   12-Jun-2026
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026

You Might Also Like