-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ଜିଲ୍ଲା

ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ

29-Apr-2025



ବରଗଡ:(-ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଠାରେ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ମାଉସୀ ମନ୍ଦିର ପ୍ରାଙ୍ଗଣରେ ଭଗବାନ ଶ୍ରୀ ପର୍ଶୁରାମ ଙ୍କ ଜନ୍ମୋତ୍ସବ ପୂଜା ବିଧିବଦ୍ଧ ରିତିନିତି ଅନୁସାରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବରେ ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦିବାକର ଗୁରୁ କର୍ତ୍ତା ଭାବରେ ଦାୟିତ୍ଵ ନିର୍ବାହ କରିଥିବା ବେଳେ, ପୁରୋହିତ ଭୂମିକାରେ ସର୍ବଶ୍ରୀ ରାମହରି ପୂଜାରୀ, ସୁରେନ୍ଦ୍ର ମହାପାତ୍ର, ଅଜିତ ମହାପାତ୍ର ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ। ପରବର୍ତ୍ତୀ ସମୟ ଅପରାହ୍ନ ୫ ଘଟିକା ସମୟରେ ବିଜେପୁର ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମାଉସି ମା ମନ୍ଦିରରୁ ବାହାରି ପ୍ରଥମେ ବସଷ୍ଟାଣ୍ଡ, ଶ୍ରୀଜଗନ୍ନାଥ ମନ୍ଦିର, ଗାନ୍ଧୀ ଛକ, ଶ୍ରୀରାମ ଛକ ଦେଇ ଦେଇ ପ୍ରତ୍ୟାବର୍ତ୍ତନ କଲା ଭଗବାନ ପର୍ଶୁରାମଙ୍କର ବିଭିନ୍ନ ପ୍ରକାରର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରାରେ ସମାଜର ସଭାପତି ଶଶୀଭୂଷଣ ପଣ୍ଡା, ଉପସଭାପତି ମନୋଜ କୁମାର ପଣ୍ଡା, ସମ୍ପାଦକ ମନୋଜ କୁମାର ଦାଶ ଶର୍ମା ସହ ସମ୍ପାଦକ କିଶୋର ତ୍ରିପାଠୀ, କୋଷାଧ୍ୟକ୍ଷ ହଳପାଣି ମାଝି ତଥା ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ପାଣିଗ୍ରାହୀ, ଡ଼ା ସୁରେଶ ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା,ପ୍ରଦୀପ ଗୁରୁ, ଗିରିଧାରୀ ଦାଶ, ହରେକୃଷ୍ଣ ସେନାପତି, ବାଳକୃଷ୍ଣ ପାଢ଼ୀ,ଶାନ୍ତନୁ ମିଶ୍ର,ସନାତନ ମହାପାତ୍ର, ଅଜିତ ମହାପାତ୍ର, ଦିଲିପ ଦେବତା,ମଣ୍ଟୁ ସାବତ,ଲୋକନାଥ ମହାପାତ୍ର, ପ୍ରଫୁଲ୍ଲ ଦାଶ, ଅକ୍ଷୟ ଦାଶ,ମହିଳା ସଦସ୍ୟା ସୁଶ୍ରୀ ପ୍ରତିମା ଗୁରୁ, ନନ୍ଦିନୀ ଷଡ଼ଙ୍ଗୀ, ପୁଷ୍ପଲତା ଦାଶ, ମନ୍ଦାକିନୀ ମିଶ୍ର, ଗାୟତ୍ରୀ ରଥ, ମିନାକ୍ଷୀ ମାଝି, ବବିତା ଦାଶ,ଅନୁପମା ରଥ,ଆନନ୍ଦିନୀ ଦେବତା,ଶୁଭ୍ର ରେଖା ପୁରୋହିତ, ଚନ୍ଦ୍ରକଳା ଦାଶ,ଯୁବ ବାହିନୀର ଦେବବ୍ରତ ରଥ, ମଣ୍ଟୁ ପାଣି, ପ୍ରକାଶ ଗୁରୁ, ଦେବବ୍ରତ ମହାପାତ୍ର, ମନିଷ ଷଡ଼ଙ୍ଗୀ, ଦେବାଶିଷ ଦାଶ,ତପନ ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହିନ୍ଦୁଧର୍ମ ଅନୁସାରେ ବିଷ୍ଣୁଙ୍କର ଷଷ୍ଠ ଅବତାର ପ୍ରଭୁ ଶ୍ରୀ ପରଶୁରାମ ଅଟନ୍ତି। ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜିବୀ ଓ ସେ କର୍ମୀଙ୍କର ଗୁରୁ ଭାବରେ ଅବତରଣ କରିଥିବା ଜଣାଯାଏ।ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ବ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ। ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ପାଇଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବାପାଇଁ ପୂର୍ବରୁ ଭବିଷ୍ୟବାଣୀ ହୋଇଥିଲା। ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟ ମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା,ଅନ୍ୟର ଜିନିଷ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ। ପର୍ଶୁରାମ ଏହି କ୍ଷତ୍ରିୟ ଯୋଦ୍ଧା ମାନଙ୍କୁ ବିନାଶ କରି ବ୍ରହ୍ମାଣ୍ତର ସନ୍ତୁଳନ ରକ୍ଷା କରିଥିଲେ। ତାଙ୍କୁ କେତେକ ହିନ୍ଦୁ ଗ୍ରନ୍ଥରେ ରାମ ଜମାଦାଗ୍ନୀ,ରାମ ଭାର୍ଗବ ଏବଂ ବୀର ରାମ ମଧ୍ୟ କୁହିଯାଏ। ପର୍ଶୁରାମ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣ ଆଦିଙ୍କର ମଧ୍ୟ ଗୁରୁ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like