-+91-9937148622 |

prerana_bgr@rediffmail.com |

  Tuesday 7th February 2023 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   (07-Feb-2023)       ||      ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   (07-Feb-2023)       ||      ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   (06-Feb-2023)       ||      ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   (06-Feb-2023)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    (06-Feb-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   (07-Feb-2023)       ||      ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   (06-Feb-2023)       ||      ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   (06-Feb-2023)       ||      ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    (06-Feb-2023)       ||      5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା    (06-Feb-2023)       ||      ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ    (05-Feb-2023)       ||      ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   (05-Feb-2023)       ||      ଆଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ    (05-Feb-2023)       ||        ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ମହୋତ୍ସବ,  ଗଣମାଧ୍ୟମ ହିଁ ଲୋକଙ୍କ ବିଶ୍ୱାସ ଭାଜନ- ଅତିଥି ବୃନ୍ଦ   (05-Feb-2023)       ||      ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲରେ ପରୀକ୍ଷା ଦେବେ ୬୫୯୪ଜଣ ଛାତ୍ରଛାତ୍ରୀ      (05-Feb-2023)       ||      ବୋର୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚଞ୍ଚରା ଭାଡି ଚମ୍ପିୟାନ ।   (05-Feb-2023)       ||      ସନ୍ଥ ଶିରୋମଣି ଗୁରୁ ରବି ଦାସ ଜୟନ୍ତୀ ପାଳିତ   (05-Feb-2023)       ||      ତୃତୀୟ  ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- କୃଷି ସଂବନ୍ଧୀୟ ଆଲୋଚନାଚକ୍ର    (05-Feb-2023)       ||      ଇମ୍ପରିୟଲ କଲେଜରେ ଏନସିିସିର ଶାଖା ଉଦଘାଟିତ   (05-Feb-2023)       ||      ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ   (05-Feb-2023)       ||     

HOME   ଜିଲ୍ଲା

ରେଢ଼ାଖୋଲ ସାମ୍ବାଦିକ ସଂଘର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ

14-Jan-2021



ରେଢ଼ାଖୋଲ, ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସାମ୍ବାଦିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଆର ଡି ଡାକ ବଙ୍ଗଳା ଠାରେ ବୁଧୁବାର ଅନୁଷ୍ଠିତ ହୋଇ ଯାଇଛି  | ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା, ବରିଷ୍ଠ ସାମ୍ବାଦିକ ତଥା ନାକଟିଦେଉଳ କଲେଜ ର ପୂର୍ବତନ ଅଧକ୍ଷ ଶରତ ପ୍ରଧାନ,ଜୟନ୍ତ କୁମାର ଖଡ଼ିରତ୍ନ,ସରୋଜ କୁମାର ରାଉତ, ଶରତ ଚନ୍ଦ୍ର ପ୍ରଧାନ,ଜିତେନ୍ଦ୍ର ସାହୁ, ରୋହିତ ଭୋଇ, ଶଙ୍କର ପୃଷ୍ଟି, ସୁଶାନ୍ତ କୁମାର ନାଗ, ଅନିଲ ପୃଷ୍ଟି, ରଶ୍ମିତା ରାଉତ, ରବୀନ୍ଦ୍ର ପ୍ରଧାନ, ପଦାର ବିନ୍ଦ ପ୍ରଧାନ, ପରୀକ୍ଷିତ ଦାଶ ପ୍ରମୁଖ ଯୋଗ ଦେଇ ସଂଘର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ | ସେହିପରି ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ,ସୁଶାନ୍ତ ନାଗ, ଅନିଲ ପୃଷ୍ଟିଙ୍କୁ ସଂଘର ନୂତନ ସଭ୍ୟ ଭାବରେ ଗ୍ରହଣ କରିବା ସହ ସ୍ୱାଗତ କରିଥିଲେ |ଶେଷରେ ସଂଘର ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ଵକପ ହକିରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ   07-Feb-2023
  ଜିଲ୍ଲା  
ଯୁବକ ମିଛ ଅପହରଣର ନାଟକ ଭିଆଇ ଜେଲ ଗଲା ମିଛରେ ୩ ଲକ୍ଷ ର ମୁଣ୍ଡଜାମିନ ରଚିଥିଲା ଯୁବକ   07-Feb-2023
  ଜିଲ୍ଲା  
ସାଲେଭଟା ଜେ. ଏନ. ଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ  ।   06-Feb-2023
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ –ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ ।    06-Feb-2023
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ   07-Feb-2023
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ , ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ   06-Feb-2023
  ଜିଲ୍ଲା  
ଦୁଇ ଦିନିଆଁ ଜାତୀୟ ସ୍ତରୀୟ ଚେସ ଟୁର୍ନାମେଣ୍ଟ ଭରସୁଜା ଠାରେ ଅନୁଷ୍ଠିତ, ଚମ୍ପିୟାନ ହେଲେ ଭୁବନେଶ୍ୱର ର ଦାଶରଥି ସାହୁ   06-Feb-2023
  ଜିଲ୍ଲା  
ରାଣୀସର୍ଡା ର ପ୍ରସିଦ୍ଧ ମା ମାହେଶ୍ବରୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ    06-Feb-2023
  ଜିଲ୍ଲା  
5T ସଚିନ ଙ୍କୁ ସାକ୍ଷାତ କଲେ ଏସ୍ ୟୁ ଜେ କୋରାପୁଟ ଶାଖାର କର୍ମକର୍ତ୍ତା   06-Feb-2023
  ଜିଲ୍ଲା  
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡ଼ାହାଣ୍ଡିର ସାଂଗଠନିକ ବୈଠକ   05-Feb-2023
  ଜିଲ୍ଲା  
ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ନରସିଂହ, ଆବାସ ଯୋଜନା କେଳେଙ୍କାରି ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର- ନରସିଂହ   05-Feb-2023

You Might Also Like