-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ଜିଲ୍ଲା

ମାନସିକ ରୋଗ ସଚେତନତା ରଥ କୁ ଶୁଭାରମ୍ଭ କଲେ ଡ଼ା.ସୁଶାନ୍ତ ମେହେର,,,,,,,, ଖରମୁଣ୍ଡାରେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

05-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ଶିବିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖରମୁଣ୍ଡା ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ବରଗଡ଼ ପକ୍ଷରୁ ଏକ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବଲାଙ୍ଗିର ମେଡିକାଲ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରବୀଣ କୁମାର ସାହୁ ତଥା ଜିଲ୍ଲା ମାନସିକ ରୋଗୀ ସେବକଫକିର ମୋହନ ବାଗ, ଯଶୋବନ୍ତ ରଣବୀର କ୍ଲିନିକାଲ ସାଇକ୍ଲୋଲୋଜିଷ୍ଟ,ବବୁନ କୁମାର ସାହୁ ଗୋଷ୍ଠୀ ପର୍ଯ୍ୟବେକ୍ଷକ ଯୋଗଦେଇ ମାନସିକ ରୋଗର ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ମାଗଣାରେ ଚିକିତ୍ସା କରିଥିଲେ।ଏହା ପୂର୍ବରୁ ଗତ ତା ୦୩.୧୨.୨୦୨୪ ରିଖରେ ଏକ ପ୍ରଚାର ଗାଡ଼ି ମାଧ୍ୟମରେ ବିଜେପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୨୦ ଜଣ ରୋଗୀଙ୍କ ଚିକିତ୍ସା କରିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା।ଭାବବେଗରେ ପରିବର୍ତ୍ତନ, ଶାରିରୀକ ଦୁର୍ବଳତା, ନିରାଶପଣ, ନିଜକୁ ଦୋଷାରୋପ କରି ବାହୁନବା ,ମନେମନେ କଥା ହେବା,ନିଦ୍ରାହୀନତା, ଶୂନ୍ୟବାଣୀ ଶୁଣିବା,ଭୟ କରିବା, ମାନସିକ ଅନଗ୍ରସର, ପାରିବାରିକ ଓ ଯୈାନ ସମସ୍ୟା,ଏକାପଣ,ହିଂସା ତଥା ଆତ୍ମହତ୍ୟା ପ୍ରବଣତା ଭଳି ମାନସିକ ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ନିକଟସ୍ଥ ଆଶା ଦିଦି, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରି ଏହାର ଚିକିତ୍ସା କରିବା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଶାନ୍ତ ମେହେର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ସୈାମ୍ୟରଞ୍ଜନ ଦାସ ମତବ୍ୟକ୍ତ କରିଥିଲେ।

ଉକ୍ତ ଆୟୋଜିତ ଶିବିରରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ ଅଞ୍ଚଳର ସମସ୍ତ ଆଶା ଦିଦି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ତଥା ସି,ଏଚ,ଓ ଙ୍କୁ ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଚିକିତ୍ସା ପାଇଁ ପ୍ରେରଣ କରିବା ସକାଶେ ଉତ୍ସାହିତ କରିଥିଲେ।ବିପିଏମ ବିଜୟ କୁମାର ସରାପ ଶିବିରକୁ ସଂଚାଳନ କରିଥିଲେ।ଏ ପରିପ୍ରେକ୍ଷୀରେ ଆୟୁଷ ଡା.ଲିଙ୍ଗରାଜ ଦାସ,ଏସଟିଏସ ଦେବାଶିଷ ଦେବତା,ବିଡିଏମ ନାରାୟଣ ପାଢ଼ୀ,ବିଏଏମ ବାଲଗୋପାଳ ପଣ୍ଡା,ଏମପିଏଚଏସ ରଣଜିତ ବେହେରା, ଫାର୍ମାସିଷ୍ଟ ଅନିଲ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା କବିତାଞ୍ଜଳୀ ଦାଶ, ସି.ଏଚ.ଓ  ରଞ୍ଜିତା କୁଜୁର, ଏଲ.ଟି ରାଜେଶ ପ୍ରଧାନ, ଫାର୍ମାସିଷ୍ଟ ବିଜିତା ମିଶ୍ର, ଦିପକ କୁମାର ଷଣ୍ଢ, ହିଂମାଶୁ ଶେଖର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like