-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
13-Nov-2024
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ର ଆୟାପ୍ପା ସ୍ଵାମୀଙ୍କ ମଣିକଣ୍ଠ ଭକ୍ତମାନେ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜି ସକାଳୁ ଡାବୁଗାଁ ଶିବ ମନ୍ଦିରରେ ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ଠାରୁ ୨ ଜଣ ଛୋଟ ପିଲା ମାଳା ଧାରଣ କରିଛନ୍ତି | ଏଥିରେ ୨ ଜଣଙ୍କ ମଧ୍ୟରୁ ଜଣେ ଶାବରିମାତା ଡି. ଦାମିନୀ ଓ ଜଣେ ମଣିକଣ୍ଠ ସ୍ଵାମୀ ଜି. ହେମନ୍ତ ଦିକ୍ଷା ଗ୍ରହଣ କରିଛନ୍ତି | ଏଥିରେ ଛୋଟ ଝିଅକୁ ଶାବରୀମାତା ଓ ଛୋଟ ପୁଅକୁ ମଣିକଣ୍ଠ ସ୍ଵାମୀ ବୋଲି କୁହାଯାଇଥାଏ | ଏଥିରେ ଆଶୁତୋଷ ଜେନା, ବାଦଲ ଜେନା, ଚିତ୍ତରଞ୍ଜନ ପାତ୍ର, ଡି. ରାଜେଶ ରାଓ, ଶାନ୍ତନୁ ଖୁଣ୍ଟିଆ, ଜି. ରାଜେଶ ରାଓ, ଜେ. ସୁଦର୍ଶନ ରାଓ, ଏମ୍. ମାଣିକ, ଟି. ଜୁଗୁନୁ ବାବୁ, ଜିତେନ୍ଦ୍ର କୁମାର ଖୁଣ୍ଟିଆ ଙ୍କ ସମେତ ୨୮ ଜଣ ଭକ୍ତ ଆୟାପ୍ପା ସ୍ଵାମୀ ମାନେ ଉପସ୍ଥିତ ଥିଲେ