-+91-9937148622 |

prerana_bgr@rediffmail.com |

  Monday 20th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   ଜିଲ୍ଲା

ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲାପାଳଙ୍କ ଅଫିସ ଅଭିଯୋଗ ଆଣିଲେ ବରିଷ୍ଠ ଆଇନଜିବୀ

01-Aug-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲା ବର୍ତ୍ତମାନ ଏକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ। ଏହି ଦୁର୍ନୀତି ରୂପକ ଖଜୁରୀ ଗଛର ମୂଳ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ନେଇ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ଡବ୍ଲୁଓଡିସି ଗ୍ରାଣ୍ଟ, ଏମଜିଏନଆରଇଜିଏ ଗ୍ରାଣ୍ଟ, ଇଲେଭେନ ଏଫସି ଗ୍ରାଣ୍ଟ ଓଏସଏଫସି ଗ୍ରାଣ୍ଟ ତଥା ଜିଲାର ପ୍ରତ୍ୟେକ ବିଭାଗର ଅଧ୍ଯକ୍ଷ ସ୍ବୟଂ ଜିଲାପାଳ ହୋଇଥିବାରୁ ସମସ୍ତ ବିଭାଗୀୟ ଅନୁଦାନ ରିଲିଜ ପାଇଁ ବିଭାଗୀୟ ଫାଇଲ ଗୁଡିକୁ ଜିଲ୍ଲାପାଳଙ୍କ ସ୍ବାକ୍ଷର ନିମନ୍ତେ ଜିଲ୍ଲାପାଳ ଅଫିସ ପଠାଯାଉଛି। ତେବେ ସମସ୍ତ ଗ୍ରାଣ୍ଟ ରିଲିଜ କରାଇଦେବା ପାଇଁ ଜିଲ୍ଲାପାଳଙ୍କ ଅଫିସ ର କେହି ଜଣେ ଅଫିସର ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଥିଲା ବେଳେ ତେବେ ଏହାର ସତ୍ୟତା ବିଷୟରେ ଆମ୍ଭେ ଅନୁସନ୍ଧାନ କରି କେତେକ ଉଦାହରଣ ଜାଣିବାକୁ ପାଇଲୁ ଯେ, ସୋନପୁର ଜିଲ୍ଲା ସଦର ମହକୁମାର ଲାଇବ୍ରେରୀ କୋଠା ପାଇଁ ୬୦ ଲକ୍ଷ ଟଙ୍କା ଡବ୍ଲୁଓଡିସି ଠାରୁ ପ୍ରଶାସନିକ ମଞ୍ଜୁରୀ ଲାଭ କରିଥିଲା। ପୁଣି ଚଳିତ ବର୍ଷ ଜାନୁୟାରୀ ୩୦ ରୁ ଅନୁଦାନ ମଧ୍ୟ ଆସି ସାରିଥିଲା। ଅନୁଦାନ ପ୍ରାପ୍ତି ପରେ ପୂର୍ତ୍ତ ବିଭାଗ ତରଫରୁ ଏହାର ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରି ଛାତ ଲେବେଲ ପର୍ଯ୍ୟନ୍ତ କାମ ସରି ସାରିଥିଲା ପରେ ମଧ୍ଯ ଟଙ୍କା ରିଲିଜ ହୋଇପାରି ନାହିଁ। ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରୁ ଭଲୁଣ୍ଡା ମେଟାକାନି ପୀଠରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ସୋନପୁର ନଗରରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ମେଣ୍ଡା କଲେଜ କୋଠା ନିର୍ମାଣ, ଜାଲୋଏ କଲେଜ କୋଠା ନିର୍ମାଣ ଓ ଜିଲ୍ଲାର ଅନେକ ଗୁଡିଏ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପାଇଁ ଅନୁଦାନ ଆସି ମଧ୍ଯ ଅନୁଦାନ ରିଲିଜ ହୋଇପାରୁ ନଥ୍‌ବା ଜଣାଯାଇଛି। ପୁଣି ଜିଲ୍ଲା ରେ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଶହ ଶହ ଗାଡି ଗୁଡିକର ପେମେଣ୍ଟ ଜିଲ୍ଲାପାଳ ଅଫିସରୁ ଆଜି ପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ଜିଲ୍ଲାର ଗାଡି ମାଲିକ ଗୁଡିକ ନିଜର ନ୍ୟାର୍ଜ୍ୟ ପ୍ରାପ୍ୟ ନପାଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ପ୍ରମୁଖ ବିଭାଗ ଯଥା ଆରଡବ୍ଲୁଏସ୍ଏସ, ପିଡବ୍ଲୁଡି, ଆରଡି, ଜଙ୍ଗଲ ବିଭାଗ, କୃଷି ବିଭାଗର ଅନୁଦାନ ଫାଇଲ ରିଲିଜ ପାଇଁ ମଧ୍ୟ ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ତେବେ ଜିଲ୍ଲାପାଳ ଅଫିସରେ କିଏ ସେହି ଲାଞ୍ଚ ମାଗୁଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ଦାବୀ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like