-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||     

HOME   ଜିଲ୍ଲା

ହଳଦୀ ବ୍ୟବସାୟର ଲୋଭ ଦେଖାଇ ଜମାଟଙ୍କା ନେଇ ଘରୋଇ କମ୍ପାନୀ ଫେରାର୍ 

06-Dec-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଗରୀବ ଓ ନୀରିହ ମହିଳାମାନେ ଠକେଇର ଶିକାର ହୋଇଛନ୍ତି। ଘରୋଇ କଂପାନୀ ଖୋଲି ମହିଳାମାନଙ୍କୁ ସଂଗଠିତ କରି ସ୍ବାବଲମ୍ବୀ କରିବାର ପ୍ରତିଶୃତି ଦେଇ କୋଟି କୋଟି ଟଂକା କଂପାନୀ ଠକି ନେଇଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରିସିଜନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଘରୋଇ କଂପାନୀର ଏମ ଡି ବାକି ରେଡ୍ଡି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଡିକୁ ହଳଦି ବ୍ୟବସାୟ କରିବା ନାଁରେ ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ ପାଖରୁ 50 ହଜାର ଟଂକା ଲେଖାଏଁ ସଂଗ୍ରହ କରିଥିଲେ  ।ସେହିପରି ଗ୍ରାମାଂଚଳରୁ ଆରମ୍ଭ କରି ସଦର ମହକୁମା ଯାଏଁ ବେକାର ଯୁବକ ଯୁବତୀ ମାନଙ୍କୁ କଂପାନୀରେ ନିଯୁକ୍ତି ଦେବା ସହିତ ମୋଟା ଅଂକର ଦରମା ସହିତ ଭତ୍ତା ଓ ଅବସରକାଳୀନ ପେନସନ ଦେବା ନାଁରେ ଲକ୍ଷ ଲକ୍ଷ ଟଂକା ସଂଗ୍ରହ କରିଥିଲେ।ସେହିପରି କଂପାନୀର ଷ୍ଟକିଷ୍ଟ ନିଯୁକ୍ତି ଦେଇ ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ପାଖରୁ ବି ମୋଟା ଅଂକ ସଂଗ୍ରହ କରିଥିଲେ।ଖାଲି ଜିଲ୍ଲା ନୁହେଁ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଂଚଳର ଶହ ଶହ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପାଖରୁ କୋଟି କୋଟି ଟଂକା ସଂଗ୍ରହ କରି ଫେରାର ମାରିଥିବା ସଦର ଥାନାରେ ଲିଖିତ ଅଭିଯୋଗ ହେଉଛି ।ତେବେ ତୁରନ୍ତ ଠକାମୀର ଶିକାର ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା, ଆତ୍ନନିଯୁକ୍ତି ପାଇଁ ଠକେଇର ଶିକାର ହୋଇଥିବା ବେକାର ଯୁବକ ଯୁବତୀ ତଥା ହଳଦୀ ବ୍ୟବସାୟର ଷ୍ଟକିଷ୍ଟ କଂପାନୀ ପାଖରେ ଜମା ଦେଇଥିବା ଟଂକା ଫେରସ୍ତ କରିବା ସହିତ କଂପାନୀର ଠକ ଏମ ଡି ବାକି ରେଡ୍ଡିକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି  ।ଜିଲ୍ଲାରେ ଖାଲି ଗୋଟିଏ ନୁହେଁ ,ଏଭଳି ଅନେକ କଂପାନୀର କର୍ମଚାରୀମାନେ ଆସି ଘର ଭଡା ନେଇ କଂପାନୀର କାର୍ଯ୍ୟାଳୟ ଖୋଲିବା ସହିତ ନୀରହ ଜନସାଧାରଣଙ୍କୁ ପ୍ରଲୋଭିତ କରି ତାଙ୍କ ପାଖରୁ ଟଂକା ସଂଗ୍ରହ କରିବା ଏକ ସାଧାରଣ ଘଟଣା ହୋଇଛି। ତେବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପ୍ରଶାସନ ଘରୋଇ କଂପାନୀ ଗୁଡିକର ଦପ୍ତର ଯାଂଚ କରିବା ସହିତ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ବଳଦେବ ବେଦବାଗ ଦାବି କରିଛନ୍ତି  ।


News Comment




Photo in News

Advertisment
Lastest News
  ରାଜ୍ୟ  
ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ   24-Nov-2026
  ଜିଲ୍ଲା  
ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   24-Nov-2026
  ଜିଲ୍ଲା  
ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   24-Nov-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ   23-Nov-2026
  ଜିଲ୍ଲା  
  ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ   23-Nov-2026
  ଜିଲ୍ଲା  
ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   23-Nov-2026
  ରାଜ୍ୟ  
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   23-Nov-2026
  ଜିଲ୍ଲା  
ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   23-Nov-2026
  ଜିଲ୍ଲା  
‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   23-Nov-2026

You Might Also Like