-+91-9937148622 |

prerana_bgr@rediffmail.com |

  Thursday 18th April 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||     

HOME   ରାଜ୍ୟ

ଆଦିତ୍ୟଙ୍କ ପୋଷ୍ଟ ସେୟାର କରି ଆତ୍ମହତ୍ୟା ଉଦ୍ୟମ କଲେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ

16-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ) - ଫେସବୁକ ଲାଇଭ କରି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ।

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିବା ସୂଚନା ମିଳିଛି । ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ଵାମୀଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ ବିଦ୍ୟାଶ୍ରୀ । 

ଏହା ସହିତ ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । କହୁଛନ୍ତି, ଯେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ  । ସେମାନଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନ ଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଏବଂ ସେହି ଭିଡିଓ ରେ ସୁବାଷ ଷଡଙ୍ଗୀ, ବିକାଶ, ପୁଷ୍ପଲତା, ପ୍ରୀତମ ମିଶ୍ର ଆଦି ଅନେକ ଜଣଙ୍କ ନାଁ ନେଇଛନ୍ତି ବିଦ୍ୟାଶ୍ରୀ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   17-Apr-2024
  ଜିଲ୍ଲା  
ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   17-Apr-2024
  ରାଜନୀତି  
ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   17-Apr-2024
  ଜିଲ୍ଲା  
ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   17-Apr-2024
  ଜିଲ୍ଲା  
ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   17-Apr-2024
  ଜିଲ୍ଲା  
ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   17-Apr-2024
  ଜିଲ୍ଲା  
ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   16-Apr-2024
  ଜିଲ୍ଲା  
ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ   16-Apr-2024
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024

You Might Also Like