-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
କଣ୍ଟାମାଳ, (ଜୟ କୁମାର ମହାରଣା )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଇଁଲାଚୁଆଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି l ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧକ୍ଷତlରେ ଅନୁଷ୍ଠିତ ବୈଠକରେ ଦ୍ଵିତୀୟ ପର୍ଯ୍ୟାୟ 5T ରୂପାନ୍ତରଣ କାର୍ଯ୍ୟ ଆରମ୍ଭ , ସ୍କୁଲରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନ ନେଇ ଜିଲାପାଳ ନିର୍ଦେଶ ଦେଇଥିଲେ l ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିର୍ଦେଶ ଦେଇଥିଲେ l ବିଦ୍ୟାଳୟ ର ସୁପରିଚାଲନା ପାଇଁ ସମସ୍ତେ ମିଳିମିଶି ଏକଜୁଟ ଭାବେ କାମ କରିବା ପାଇଁ ସମସ୍ତ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ l ବୈଠକରେ ଭାରପ୍ରାପ୍ତ ପ୍ରଧାନ ପ୍ରିନସିପାଲ ଅନନ୍ତ ପ୍ରଧାନ, ବିଡିଓ ସାମି ଜୟଶ୍ରୀ ରେଡ୍ଡୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସାନୋଜ ସେଠି, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତଙ୍କ ସମତେ ଅନ୍ୟମାନେ ଯୋଗଦେଇଥିଲେ l